୨୦୧୧ ମସିହାରେ ନିର୍ମାଣ ହୋଇଥିଲା ଏହି ଝୁଲାପୋଲ।
ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ। ଏହିଠାରେ ରହିଛି ମହାକଳ୍ପବଟ। ଏଠାରେ ସଦାବେଳେ ଭକ୍ତଙ୍କ ଭିଡ ଜମେ। ହେଲେ ଏବେ ଏହି କଳ୍ପବଟ ସମ୍ପୂର୍ଣ୍ଣ ଥୁଣ୍ଟା ହୋଇଯାଇଛି। ଗୋଟିଏ ବି ପତ୍ର ନାହିଁ। ସବୁ କଞ୍ଚା ପତ୍ର ଝଡ଼ିଯାଉଛି। ମହନ୍ତ କହୁଛନ୍ତି ସମୟ କିଛି ଭଲ ନାହିଁ
ଟୁରିଷ୍ଟ୍ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।
ବୁଝିଲୁ ନାରଣ, ତୋ ଜୀବନରେ ତୁ ଆନ୍ଦୋଳନ କରିପାରିବୁନି। ଖାଲି ସେଇଠି ଠିଆ ଠିଆ ଟାହୁଲି କରିବୁ। ଚାଲିଲୁ ଯିବା ସେଠି ଦେଖିବା ଆମ କଂଗ୍ରେସ ନାନୀ କେମିତି ଆନ୍ଦୋଳନ କରୁଛନ୍ତି ?
ପର୍ସରେ ଥିଲା ୪୧ ଲକ୍ଷ ଟଙ୍କା। ଏହାକୁ ମାସ ମାସ ଧରି ବୁଲୁଥିଲେ ବି ମହିଳାଙ୍କୁ ଜଣା ନଥିଲା। ଯେତେବେଳେ ଜାଣିଲେ ସେ ଖୁସିରେ ପାଗଳ ହୋଇଗଲେ। କିଏ ଏହି ମହିଳା ଆଉ କେଉଁଠିକାର ଜାଣିବା ପାଇଁ ପଢନ୍ତୁ।
ସରସ୍ବତୀ ନିଜ ପୋଲିସ୍ ଅଧିକାରିଣୀ ପଦର ଦୁରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଗୁରୁତର ଅଭିଯୋଗ କରିଛନ୍ତି ଦୂତି।
ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ।
କଣ କରିବ ବା କୁନି ଝିଅ ଦ୍ରୌପଦୀ ? ବାପା-ମାଆ ରୋଗରେ ଚାଲିଯିବା ପରେ ଭାଇ-ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ଅଣ୍ଟା ସେ ଭିଡିଛନ୍ତି ।
ଦୋକାନରେ ସବୁଠୁ ଅଧିକ ଚାହିଦା ରହିଛି ମାଣ୍ଡିଆ ଚା’ର । କିଏ କିଏ ସକାଳେ କିମ୍ବା ସଂଧ୍ୟାରେ ଚା’ ପିଅନ୍ତି ହେଲେ ମାଣ୍ଡିଆ ଚା’କୁ ଗ୍ରାହକ ଦିନ ଦ୍ୱିପ୍ରହରରେ ବି ପିଉଥିବା ଦେଖିବାକୁ ମିଳୁଛି ।
ଖାଲି ଅଫିସ୍ ଆସନ୍ତି ତାହା ନୁହେଁ ବରଂ ବାପାଙ୍କୁ ଅଫିସ୍ ଭିତରକୁ ନେବା ସହିତ ବାପା ଯୁଆଡେ ଯୁଆଡେ ଚିଠି ଦେବାକୁ ଯାଆନ୍ତି ଭୋଜରାଜ ତାଙ୍କୁ ନେଇକି ଯାଆନ୍ତି ।
ଆଃ...ଟେଷ୍ଟ ପୂରା ୱା ୱା...ହାଣ୍ଡରେ ଗବଗବ ହୋଇ ଫୁଟୁଛି ମାଣ୍ଡିଆ ଚା’। ଥରେ ପିଇଲେ ଜମାରୁ ପାଟିରୁ ଛାଡିବନି...ଏବେ ପୁଣି ବଡବାବୁମାନେ ମାଣ୍ଡିଆ ଖାଇବାକୁ ବାଧ୍ୟ ବୋଲି କହିଲେଣି ସରକାର
ଦ୍ରୌପଦୀଙ୍କ ଦୁଃଖ ବୁଝୁଛି କିଏ? ବାପା-ଚାଲିଯିବା ପରେ ଅନାଥ ହୋଇଗଲେ ୫ ଛୁଆ। ସାନ ଭାଇ ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ଦ୍ରୌପଦୀ...ଦୁଃଖ ବୁଝିବାକୁ କରୁଛନ୍ତି ନିବେଦନ
ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ଖୁସି ଖବର। ଏଣିକି ମାତ୍ର ୧ ଟଙ୍କାରେ ମିଳିବ ଘରୋଇ ମେଡିକାଲରେ ଚିକିତ୍ସା...ଜାଣନ୍ତୁ ଲିଷ୍ଟରେ ଥିବା ମେଡିକାଲର ନାଁ...
ଅନ୍ଧାରୀ ମୂଲକରେ ନିରୀହ ମଣିଷମାନେ କେମିତି ଭୋଗୁଛନ୍ତି ବିଜୁଳି ଯନ୍ତ୍ରଣା, ତାହା ମୟୂରଭଞ୍ଜ ଜିଲ୍ଲା ଶାଳଚୁଆ ପଞ୍ଚାୟତ ସାଗରସାହିରେ ଦେଖିବାକୁ ମିଳିଛି । ବିଦ୍ୟୁତ୍ ବିଭାଗ କିନ୍ତୁ ଏଠି ଖେଳିଛି ବିଚିତ୍ର ଖେଳ ।
ଚାକିରି କ୍ଷେତ୍ରରେ ଅବସର ହୁଏ, କର୍ମ କ୍ଷେତ୍ରରେ ନୁହେଁ…ବାସ୍ ଏମିତି ଭାବନା ନେଇ ଛାତରେ ଫଳ ଓ ପନିପରିବା ଚାଷ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଫଳ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ପଡୋଶୀ
କେଉଁଠି ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ତ ପୁଣି କେଉଁଠି ଘରେ ମିଟର ବସାଇ ବିଦ୍ୟୁତ୍ ବିଭାଗ ଉଭାନ୍ । ଆଉ କେଉଁଠି ଉପଭୋକ୍ତାଙ୍କୁ ତ୍ରୁଟିଯୁକ୍ତ ବିଦ୍ୟୁତ୍ ବିଲ୍ ଦେବା ପରେ ୨ବର୍ଷ ହେଲାଣି ଲାଇନ୍ କାଟି ବେଧଡକ୍ ବସିଛି ବିଦ୍ୟୁତ ବିଭାଗ ।
ସ୍ୱାମୀ ତାଙ୍କର କୋମାରେ ଅଛନ୍ତି। ନିଶ୍ଚୟ ବଞ୍ଚିବେ। ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖିଛନ୍ତି ଏବଂ ଗଙ୍ଗାଜଳ ଛିଞ୍ଚୁଛନ୍ତି। ଦିନେ ନୁହେଁ କି ୨ ଦିନ ନୁହେଁ, ଦୀର୍ଘ ୧୮ ମାସ କାଳ ଏମିତି ସାଇତି ରଖିଛନ୍ତି ସ୍ୱାମୀଙ୍କ ଶବକୁ। ଏମିତି ଆଶ୍ଚର୍ଯ୍ୟ କରିଦେବା ପରି ଖବର ଆସିଛି କାନପୁରରୁ।
ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ... ପୁଅର ଏଭଳି କାମକୁ ପ୍ରଶଂସା କରିଛନ୍ତି ଢେଙ୍କାନାଳ ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ବେହେରା ।
ଗାଡି ଚାଳକଙ୍କ ପାଇଁ ବଡ଼ ଖବର। ଏଣିକି ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନା…ଜାଣନ୍ତୁ ନୂଆ ନିୟମ କେବେଠୁ ହେଉଛି ଲାଗୁ?
ମାସ ମାସ ଧରି ସ୍କୁଲ୍ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ।
ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ...
ବିଷ ପିଇ ପ୍ରାଣ ହରାଇଥିବା ମହିଳାଙ୍କ ମୃତଦେହକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକେ। ଶେଷରେ ବାଧ୍ୟ ହୋଇ ବାପା ଘର ଲୋକେ ମୃତ ଝିଅର ଶବ ସତ୍କାର କରିଥିଲେ।
ଠାକୁରଙ୍କ ନାଁରେ ଠକିଦେଲେ। ପୂରା ପରିବାର ବାହାରିଥିଲା ଶିରିଡିସାଇ ଟ୍ରିପ୍ରେ ....ହୋଟେଲ୍ ବୁକ କରୁ କରୁ ସାଇବର ଠକ ମାଗିଲେ ଓଟିପି। ବାସ୍ ଏପଟରେ ଆକାଉଣ୍ଟ ହୋଇଗଲା ଖାଲି
ବାୟା ହେଲେ ବାଇଡେନ୍? ନିଜ କଥାକୁ ନିଜେ ବୁଝିପାରିଲେନି। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ