ନୂଆ ନମ୍ବରପ୍ଲେଟ୍ ଲଗାଇ ନଥିଲେ ବି ଯଦି କୌଣସି ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିନଥିବେ ତେବେ ଆସନ୍ତାକାଲିଠୁ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ। ଅନ୍ୟପକ୍ଷେ, ସ୍ଲଟ୍ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଛି।
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଉଦେଶ୍ୟରେ । ହେଲେ ସ୍ଥିତି ସୁଦୁରୁନି ।
ବର୍ଷ ବର୍ଷ ବିତି ଗଲାଣି ହୋଇପାରୁନି ମରାମତି
ବୈତରଣୀ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ବନ୍ଦାଳ ମଢିଆଳି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ଷକୁ ବର୍ଷ ବୈତରଣୀ ନଦୀ ଗାଁ ଭିତରକୁ ମାଡ଼ି ଆସୁଛି। ଦିନେ ଗାଁଠାରୁ କୋଶେ ଦୂରରେ ଥିବା ନଦୀ ଏବେ ବାଡ଼ି ପାଖରେ ପହଞ୍ଚିଲାଣି।
ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ୮ରୁ କମ୍ ସିଟ୍ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।
ସଲପ ରସର ଏକ ସ୍ୱତନ୍ତ୍ର ଚାହିଦା ରହିଛି, ଏହି ଗଛ ଲୋକଙ୍କୁ ମାଲେମାଲ କରିଦିଏ। ଥରେ ସଲପ ରସ ପିଅନ୍ତୁ, ଜାଣିବେ କେତେ ଉପକାରୀ । କୋରାପୁଟ୍ ଗଲେ ସଲପ ରସ ପିଇବାକୁ ଭୁଲିବେନି
୨୪ ବର୍ଷର ଯୁବତୀ ପୋଷା ପଶୁମାନଙ୍କୁ ସହଯୋଗ କରିବା ନେଇ ଏକ ଫୁଡ୍ ବ୍ୟାଙ୍କ୍ କରିଛନ୍ତି। ଯେଉଁ ମାଲିକମାନେ ସେମାନଙ୍କ ଗୃହପାଳିତ ପଶୁଙ୍କ ପାଇଁ ଖର୍ଚ୍ଚ କରି ନ ପାରୁଛନ୍ତି ସେମାନେ ଏଥିରେ ଉପକୃତ ହେବେ।
ଆଠଗଡ଼ ବନାଞ୍ଚଳରୁ ଗତକାଲି ରାତିରେ ଚାଲି ଆସିଥିବା ୩ଟି ହାତୀ ଜଗତପୁରର ଜନବସତି ଅଞ୍ଚଳକୁ ପଶି ଆସି ୨ ଜଣଙ୍କୁ ଦଳି ମାରିବା ସହ ଏ ଅଞ୍ଚଳରେ ଆତଙ୍କ ମଚାଇଛନ୍ତି ।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବା ସମୟସୀମାକୁୁ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ।
ସମୟ ବଢ଼ାଇ ହେବକି ନାହିଁ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ
ଅସୁସ୍ଥ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଲୋକଙ୍କ କୋଳାହଳରେ ଦୌଡ଼ି ଦୌଡ଼ି ନୟାନ୍ତ ଛୁଆ ହାତୀ
ଟେଣ୍ଡରକୁ ଖାରଜ କରିବା ପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ
କୁନି ପୁଅକୁ ଲୋଭ ଗ୍ରାସ କରି ପାରିଲାନି । ପାଇଥିବା ଟଙ୍କାକୁ ଫେରାଇ ଦେଲେ ।
ସରକାରୀ ପ୍ରକଳ୍ପ କରିଦେଲା ଦାଣ୍ଡର ଭିକାରୀ
କାହିଁକି ଏ ହାଇ ସିକ୍ୟୁରିଟି ନମ୍ବର। ଏହି ନମ୍ବର ଲଗାଇଲେ କି ସୁବିଧା ମିଳିବ ? ଏହାକୁ ନେଇ କାହିଁକି ପରିବହନ ବିଭାଗର ଏତେ ତନାଘନା ? ଏମିତି ଅନେକ ପ୍ରଶ୍ନ ଗାଡି ମାଲିକ ଏବଂ ଚାଳକଙ୍କ ମନରେ । ଏସବୁ ଭିତରେ HSRPକୁ ନେଇ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଟୁଇଟ ନିଆଁରେ ଘିଅ ପରି ହୋଇଛି।
ଦିବ୍ୟାଙ୍ଗ ହୋଇ ବି ସେ ସକ୍ଷମ, ସଚଳ ଗୋଟିଏ ଗୋଡ଼ରେ ବି ସେ ଅନ୍ୟ ସାଧାରଣ ମଣିଷଙ୍କ ଭଳି କର୍ମଠ ଓ ଚଳଚଞ୍ଚଳ ।
ଏହି ବହୁରୂପୀ ଏଣ୍ଡୁଅଟି ୧୦ ମିନିଟ୍ରେ ୧୦ ପ୍ରକାରର ରଙ୍ଗ ବଦଲାଉଛି। ମାଟିରେ ଚାଲିଲେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦୀ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖା ଯାଉଛି।
ଦିନେ ଗାଁର ଗୌନ୍ତିଆ ଥିଲେ.. ଖାଇବା ପିଇବା ଚଳିବାରେ ଅଭାବ ନଥିଲା.. ହେଲେ ସରକାରୀ ଜଳସେଚନ ପ୍ରକଳ୍ପ ତାଙ୍କୁ ଦାଣ୍ଡର ଭିକାରୀ ସଜେଇଦେଲା.. ଆଜି ମୁଠାଏ ଦାନା ପାଇଁ ସେ ଡହକ ବିକଳ..
ମୁହଁ, ଗୋଡ଼ ବନ୍ଧା ଅବସ୍ଥାରେ ୧୨ଟି ବୁଲା କୁକୁରଙ୍କୁ ଜଣେ ପଶୁପ୍ରେମୀ ଉଦ୍ଧାର କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୨ଟି ବୁଲା କୁକୁରଙ୍କୁ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଦସ୍ୟ ଉଦ୍ଧାର କରିଛନ୍ତି।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ବଢିଲା ଟେନସନ୍ । ନମ୍ବର ପ୍ଲେଟ ମାମଲାକୁ ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ସ୍କୁଲରେ ମକଟେଲ୍ କାଉଣ୍ଟର.. ବୋତଲ୍ ଓ ଗ୍ଲାସ ସବୁ ସଜା ହୋଇ ଥୁଆ ହୋଇଛି.. ହୋଟେଲ୍ ଭଳି ମିଳୁଛି ଖାଦ୍ଯ.. ସବୁ ବ୍ୟବସ୍ଥା ଛାତ୍ରଛାତ୍ରୀମାନେ କରିଛନ୍ତି..
ରୋଷେଇ ଘରୁ ଆରମ୍ଭ ହୋଇଥିବା ସରୋଜାଙ୍କ ଅଭିଯାନ ଆଜି ତାଙ୍କୁ କିଚେନ୍ କୁଇନର ମାନ୍ୟତା ଦେଇଛି.. ସୁଆଦିଆ ଖାଦ୍ଯ ସହ ଲୋକଙ୍କୁ ପରସୁଛନ୍ତି ଫିଟନେସ୍ ବାର୍ତ୍ତା..
ଗୋଟିଏପଟେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ପୁଞ୍ଜି ନିବେଶ ପାଇଁ ଅନ୍ୟ ରାଜ୍ୟକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଛନ୍ତି, ଅନ୍ୟପଟେ ରାଜ୍ୟରେ ଅନେକ ଶିଳ୍ପରେ ତାଲା ଝୁଲୁଛି। ଫଳରେ ହଜାର ହଜାର କର୍ମଚାରୀଙ୍କ ଜୀବନ ଜୀବିକା ଏବେ ସଙ୍କଟରେ।
ପ୍ରଥମେ ଟ୍ରକ୍ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ, ଏହାପରେ ମହାନଦୀକୁ ଠେଲି ଦେଇଥିଲେ। ଶେଷରେ ଟ୍ରକ୍ ନେଇ ଘଟଣାସ୍ଥଳରୁ ଛୁ’ ମାରିଥିଲେ।