• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Beautiful love tale
ନିଜ ଘରର କର୍ମଚାରୀଙ୍କୁ ପ୍ରେମ ବିବାହ କଲେ ମାଲିକାଣୀ

ତୁ ବିଶ୍ବାସରେ ଅଛୁ, ମୋ ନିଶ୍ବାସରେ ଅଛୁ… ତୁ ମୋ ହୃଦୟରେ ରହିଛୁ ଆଉ ସବୁ ଦିନ ହୃଦୟରେ ହିଁ ରହିବୁ। ତୋ ବିନା ଏ ହୃଦୟ ମରୁଭୂମି ଠାରୁ ବି ହୀନ। ହୋଇପାରେ ମୁଁ ରାଜନନ୍ଦୀନି ରାଜ ଉଆସର, କିନ୍ତୁ ତୋ ବିନା ସୁନା ଥାଳିଆର ବ୍ୟଞ୍ଜନ ବି ମତେ ଭଲ ଲାଗେନା…

Youth Buisness Icons
ଚାକିରି ପଛରେ ନ ଧାଇଁ ଅନ୍ୟଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ଏହି ତିନି ଯୁବ ଉଦ୍ୟୋଗୀ

ନିଜ ଉଦ୍ୟମରେ କିଛି ଭିନ୍ନ ଓ ନିଆରା କାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି । ଆଉ ସୃଷ୍ଚି କରନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଏମିତି କିଛି ଉତ୍ସାହି, ଉଦ୍ୟମୀ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ବିଷୟରେ ଜାଣନ୍ତୁ..

bullet hit to Flight
ମଝି ଆକାଶରେ ଉଡୁଥିଲେ, ହଠାତ୍‌ ଯାତ୍ରୀଙ୍କ ଦେହରେ ବାଜିଲା ଗୁଳି

ପୁରାଣର କାହାଣୀଟିଏ ସମସ୍ତଙ୍କର ମନେ ଥିବ। ଦ୍ରୌପଦୀଙ୍କ ବିବାହ ସମୟରେ ପିତା ଦ୍ରୁପଦ ରଖିଥିଲେ ଅଦ୍ଭୂତ ସର୍ତ୍ତ। ଶ୍ରେଷ୍ଠ ଧନୁର୍ଦ୍ଧରଙ୍କୁ ବିବାହ ଦେବାପାଇଁ ଏମିତି କିଛି କଠୋର ପରୀକ୍ଷାର ଆୟୋଜନ କରିଥିଲେ। ଉପରେ ବୁଲୁଥିବ ଏକ ଚକ ।

News Fuse
ଆମେ ତ ବେକାରୀ, ବୋଦା ବ୍ୟବସାୟ କରିବୁ ଆଉ

ବୁଝିଲୁ ନାରଣ, ତୁ ଏ ଖଚଡ ଆଇଟମ୍ ପାଉଛୁ କୋଉଠୁ ? ଦେଖୁଛୁ ତ ଆମ ପାପୁଲି ଦଳିଆ କେମିତିକା ଅବସ୍ଥାରେ ଅଛନ୍ତି, ସେଥିରେ ବି ତାଙ୍କୁ ପୁଣି ଛିଗୁଲୋଉଛୁ ?

bjd Mla is no more
ଆଖି ବୁଜିଲେ ବିଜେଡି ବିଧାୟକ ବିଜୟ ରଞ୍ଜନ ବରିହା

ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

Re-Employment
ଯଦି ଅବସରପ୍ରାପ୍ତ ଚାକିରି ପାଇବେ, ତେବେ ବେକାରୀ ଯିବେ କୁଆଡ଼େ ?

ରାଜ୍ୟରେ ବଢି ଚାଲିଛି ବେକାରୀ । କର୍ମନିଯୁକ୍ତି ନପାଇଁ ହତାଶ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ । ପରୀକ୍ଷା ପରେ ପରୀକ୍ଷା, ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ, ହେଲେ ଚାକିରି ଖଣ୍ଡେ ମିଳୁନି । ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ନିଯୁୂକ୍ତି ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା ।

New Credit Card rules:
କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି କି? ବଦଳିଲା ଏସବୁ ନିୟମ

ଅକ୍ଟୋବର ୧ରୁ ବଦଳି ଯାଇଛି କ୍ରେଡିଟ୍‌ କାର୍ଡ (Credit Card) ସମ୍ପର୍କୀତ ନିୟମ ।

accident
ଶେଷଯାତ୍ରା ହେଲା ତୀର୍ଥଯାତ୍ରା : ବସ୍‌ ଓଲଟି ୪ ମୃତ

ତୀର୍ଥଯାତ୍ରୀ ବସକୁ ପିଟିଲା ଟ୍ରେଲର । ଏଥିରେ ୪ ଜଣଙ୍କ ଜୀବନ ଚାଲିଯାଇଛି ।

Pramila Mallick
କହୁ କହୁ କହି ଦେଲେ ପ୍ରମିଳା...ବିଜେପିର ଫୁଟିବନି କି କଂଗ୍ରେସର ଉଠିବନି

ଇଏ କାଳେ ମନ୍ତ୍ରୀ !! କର୍ମୀଙ୍କୁ ଦେଖି ଏତେ ଉତ୍ସାହିତ ହେଲେ ଯେ କଣ କହିବେ ଜାଣିପାରିଲେନି। କହୁ କହୁ କହିଦେଲେ...ବିଜେପିର ଫୁଟିବନି କି କଂଗ୍ରେସର ଉଠିବନି...

Special story
ଗାଁ ରାସ୍ତାରେ ବୁଲିଲା ହଳ

ଦୀର୍ଘବର୍ଷ ଧରି ମରଣଯନ୍ତା ପାଲଟିଥିବା ରାସ୍ତା ଉପରେ ପିଚୁ କଂକ୍ରିଟ ତ ଦୂରର କଥା ମୋରମ ମୁଠେବି ପଡି ପାରିନାହିଁ l

News Fuse
ବେପାର ପାଇଁ ଥିଲା ମୁଢି, ଖାଇଗଲା କଂଗ୍ରେସିଆ ବୋଦା….

ବେରୋଜଗାରୀ ଦିବସରେ ବୋଦା-ମେଣ୍ଢା କରିବେ କଣ? ଆଲୋ ଆଲୋ ଇଏ କଣ? କଂଗ୍ରେସ କଣ ବୋଦାଙ୍କୁ ଚାକିରି ଦେବା ପାଇଁ ଦାବି କଲାଣି? ଦେଖୁନୁରେ ନାରଣ, କେମିତି ମୁଢି ଖାଇଗଲାଣି ବୋଦା, ଆଉ ଥିବ ଯେ ଖାଇବ ଶୂନ ପାଂପୁଡି?

cute child's excuse
ପାଠ ନପଢିବାର ବାହାନା…ମାଆଙ୍କୁ କହୁଛି ମୁଁ ବୁଢା ହେବି ପଛେ ପାଠ ସରିବନି….

ମାଆ ମତେ ଏତେ ପାଠ ପଢିବାକୁ କୁହନି...ମୁଁ ଏତେ ପାଠ ପଢି କଣ କରିବି? ବୁଢା ହେବି ପଛେ ପାଠ ସରିବନି...ବାସ୍‌ ଏତିକି କହି କାନ୍ଦି ପକାଉଛି କୁନି ପୁଅ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

today is mahatma gandhi birth anniversary
ଶତ ଚେଷ୍ଟା ସତ୍ତ୍ୱେ ବିଭାଜନକୁ ଅଟକାଇ ପାରି ନ ଥିଲେ ଗାନ୍ଧୀ

ଜାତିର ପିତା ମହାତ୍ମା ଗାନ୍ଧୀ। ମୋହନ ଦାସ କରମଚାନ୍ଦ ଗାନ୍ଧୀ। ବାପୁ ନାମରେ ଘରେ ଘରେ, ପ୍ରତିଟି ହୃଦୟରେ ସେ ପରିଚିତ। ସେ ଏକାଧାରାରେ ଥିଲେ ଜଣେ ଓକିଲ, ଜାତୀୟବାଦୀ ନେତା, ଅହିଂସାର ପୂଜକ, ଜାତିର ନେତା ଏବଂ ଔପନ୍ୟାସିକ। ଗୁଜୁରାଟର ପୋର ବନ୍ଦରରେ ଅକ୍ଟୋବର ୨ ତାରିଖ ୧୮୬୯ରେ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ମହାତ୍ମାଗାନ୍ଧୀ ।

today is mahatma gandhi birth anniversary
ମା’ ଜାଣି ନଥିଲେ ପୁଅ ତାଙ୍କର ମନ୍ତ୍ରୀ ବୋଲି, କହୁଥିଲେ ପୁଅ ରେଳ ବିଭାଗରେ କାମ କରେ

୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀ ତାଙ୍କୁ ସବୁଦିନ ପାଇ ମନେରଖିଥିବେ । ଜଣେ ଗରିବ ପରିବାରରୁ ଯାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ସ୍କୁଲ ଶିକ୍ଷା ସମୟରୁ ହିଁ ସେ ସ୍ୱାଧୀନତା ସଂଗ୍ରାମ ପ୍ରତି ଆଗ୍ରହ ଦେଖାଇଥିଲେ। ୧୯୨୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲ। ନେତାଙ୍କ ମୁହଁରୁ ଶୁଣୁଥିବା ‘ଜୟ ଯବାନ ଜୟ କିଶାନ’ ଥିଲା ଶାସ୍ତ୍ରୀଙ୍କ ସ୍ଲୋଗାନ

The profile of Lal Bahadur Shastri
ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରାର ବ୍ୟକ୍ତିତ୍ୱ ଲାଲ ବାହାଦୂର ଶାସ୍ତ୍ରୀ

ତାଙ୍କ ଜୀବନ ଥିଲା ସରଳ କିନ୍ତୁ ଚିନ୍ତା ଥିଲା ଉଚ୍ଚ। ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଦେଶର ମଙ୍ଗ ଧରି ସେନାକୁ ଉପଯୁକ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ହେଲେ ଲାଲ୍ ବାହାଦୂର ଶାସ୍ତ୍ରୀ। ତେବେ ଆସନ୍ତୁ ଜନ୍ମଦିନରେ ତାଙ୍କ ଜୀବନ ଏବଂ ଦେଶରେ ତାଙ୍କ ନେତୃତ୍ୱ ସହିତ ଜଡିତ କିଛି କଥା ଜାଣିନେବା।

18 unknown facts about mahatma Gandhi
ମହାତ୍ମା ଗାନ୍ଧୀ କେବେ ଓ କାହିଁକି ଧୋତି ପିନ୍ଧିବା ଆରମ୍ଭ କଲେ

ଆଜି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ। ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର ସ୍ୱପ୍ନ ଦେଖିଥିଲେ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

Cancer patient awaits biopsy report for 10 months, treatment delayed
କ୍ୟାନ୍ସର ରୋଗୀଙ୍କ ଜୀବନ ସହ ଖେଳ, ୧୦ ମାସ ଧରି କର୍କଟ ରୋଗୀଙ୍କୁ ମିଳୁନି ବାୟୋପ୍ସି ରିପୋର୍ଟ

ବଲାଙ୍ଗିର ବଡ଼ ମେଡିକାଲ ନିଦାନ କେନ୍ଦ୍ରର ଏ କି ଦାୟିତ୍ୱହୀନତା?

Clothes distributed to destitute
ଦିବଂଗତ ଅଭିନେତ୍ରୀ ଅନିତା ଦାସଙ୍କ ସ୍ମୃତିରେ ଅସହାୟଙ୍କୁ ବସ୍ତ୍ରଦାନ

ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ  ଏହା ଥିଲା ଏକ ନିଆରା ପ୍ରୟାସ।

Special story
ପ୍ରିୟ ଶିକ୍ଷୟିତ୍ରୀଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ

ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ବିଦାୟ ବେଳେ କାନ୍ଦିଲେ ଛାତ୍ରଛାତ୍ରୀ

Special story
ପିଡିଏସ୍ ସାମଗ୍ରୀ ବଣ୍ଟନରେ ଘୋଟାଲା : ଚାଉଳ, ଗହମ ଓ କିରୋସିନ୍ ହଡପ କରୁଛନ୍ତି ଡିଲର

କଲ୍ୟାଣପୁର ପଞ୍ଚାୟତର ୩୦ରୁ ୪୦ ହିତାଧିକାରୀଙ୍କ ପିଡିଏସ୍ ସାମଗ୍ରୀ ଡିଲର ବସନ୍ତ ପଢିହାରୀ ହଡପ କରିଥିବା ଅଭିଯୋଗ ହୋଇଛି

Special story
ହୃଦୟବିଦାରକ ! ଭାଇ ମୃତ୍ୟୁର ୩ ଦିନ ପରେ ଭଉଣୀ ମୃତ

୩ ଦିନ ବ୍ୟବଧାନରେ ଭାଇଭଉଣୀଙ୍କ ମୃତ୍ୟକୁ ନେଇ ବଡ଼ ସସପେନ୍ସ

Road Problem
ବାପ୍‌ରେ ବାପ୍‌ ! ଏବେ ବି ଏମିତି ଗାଁକୁ ଏଭଳି ରାସ୍ତା, କେବେ ଆଖି ଖୋଲିବେ ସରକାର..

ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।

Bishnu Shetty's 12th day
ଭାଇ…କଥା ସବୁ କେବଳ କଥାରେ ହିଁ ରହିଗଲା

ଚାହୁଁଚାହୁଁ ୧୨ ଦିନ ହୋଇଗଲା। ପରପାରିକୁ ଚାଲିଗଲେଣି ବିଷ୍ଣୁ ଭାଇ…ହେଲେ ତାଙ୍କ ସ୍ମୃତିରେ ଇଏ ଯେଉଁ କବିତା ଲେଖା ହୋଇଛି ତାହା ତାଙ୍କୁ ଏବେ ବି ଆମ ପାଖରେ ବାନ୍ଧି ରଖିଛି…

Andhra CM Jagan
ୟାଙ୍କୁ କହିବ ମୁଖ୍ୟମନ୍ତ୍ରୀ ! ମଝି ରାସ୍ତାରେ ଗାଡି ଅଟକାଇଲେ, ଦୁଃଖୀଙ୍କ ଦୁଃଖ ବୁଝିଲେ...

ବାଃ...ୟାଙ୍କୁ କହିବ ମୁଖ୍ୟମନ୍ତ୍ରୀ। ମଝି ରାସ୍ତାରେ ନିଜ କାରକେଡ୍‌କୁ ଅଟକାଇଲେ, ଦୁଃଖୀଙ୍କ ଦୁଃଖ ଶୁଣିଲେ। ଏମିତିକି ନିଜର ଭିଜିଟିଙ୍ଗ୍‌ କାର୍ଡ ଦେଇ କହିଲେ, ଅସୁବିଧା ହେଲେ କରିବ ଫୋନ୍‌ କଲ୍‌। ବାସ୍‌ ସ୍ତବ୍ଧ ହୋଇ ରହିଲେ ବଡବାବୁ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...

Man in Dharmagarh
ପୁଅ ଜନ୍ମ ପରେ ପକ୍ଷାଘାତରେ ପଡିଲା ସ୍ତ୍ରୀ…୪ ପ୍ରାଣୀଙ୍କୁ କେମିତି ଚଳାଇବ ବୁଢା ବାପ?

ପୁଅ ଜନ୍ମ ହେବା ପରେ ହଠାତ୍‌ ପକ୍ଷାଘାତରେ ପଡିଲେ ସ୍ତ୍ରୀ। ବଡ ପୁଅ ମାନସିକ ଅନଗ୍ରସର ...ଝିଅ ପୁଣି ଦିବ୍ୟାଙ୍ଗ। ବର୍ଷକର ଛୁଆକୁ କାଖରେ ଜାକି ରୋଷେଇ କରୁଛନ୍ତି ବୁଢା ବାପା। ସରକାରୀ ସହାୟତା କହିଲେ ମିଳୁଛି ଗଣ୍ଡାଏ ଚାଉଳ। ସେତିକିରେ ପରିବାର ଚଳିବା କଷ୍ଟ, ସ୍ତ୍ରୀଙ୍କୁ ଭଲ କରିବା କଥା ପଚାରେ କିଏ?