ସିଏ ପରା ମାଆ...ବାପା ଚାଲିଯିବା ପରେ ୪ ଝିଅଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ପୁଣି କେତେବେଳେ ବିଲରେ କାମ କରୁଛନ୍ତି ବିଧବା ମାଆ। ସରକାରୀ ସହାୟତା ପାଇଁ କାନ୍ଦି କାନ୍ଦି ଏମିତି କରୁଛନ୍ତି ଗୁହାରି
ଖାଉଟିଙ୍କ ପାଇଁ ବଡ଼ ଖବର। ପୁଣି ଏତିକି ଟଙ୍କା ବଢିପାରେ ପେଟ୍ରୋଲ ଓ ଡିଜେଲ ଦର...ହେଲେ କାହିଁକି?
ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ BMC କଟକଣା ଜାରି କରିଛି। ଯଦି ଆଉଟଲେଟ୍ ପାଖରେ ପାର୍କିଂ ସ୍ପେଶ୍ ନାହିଁ, ତା’ହେଲେ ଖାଇବା ବାରଣ କରାଯାଇଛି।
ନାରାୟଣ ନିଜର ସମସ୍ତ ସମ୍ପତ୍ତିକୁ ପରିବାର ପାଇଁ ଖର୍ଚ୍ଚ କରିଛନ୍ତି। ପିଲାଙ୍କୁ ପାଠ ପଢ଼ାଇବାଠୁ ଆରମ୍ଭ କରି ବଡ଼ କରିବା ଯାଏଁ ସବୁ କିଛି ସେ ବୁଝିଛନ୍ତି।
ଇଏ ପା’ ସରକାରୀ ଅଣ୍ଡା। ବିଧାୟକ ଖାଇଲେ କଥା ଖରାପ ହେବନି। ଏ ଝିଅର ବୋଧହୁଏ ବିଶ୍ୱାସ ହେଉନି ନେତାଙ୍କ ଅଣ୍ଡା ଉପରେ। କେତେବେଳେ ଦେବେ ପୁଣି ଯଦି କେତେବେଳେ ନେଇଯିବେ ଯଦି? କେତେ କେୟାରିଂ ଆମ ରୁଦ୍ର ଭାଇ। ଯଦି ସମସ୍ତେ ଏମିତି ହୁଅନ୍ତେ...
ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ସ୍ୱାମୀ ମୂଲ ଲାଗୁ ପଛେ ସ୍ତ୍ରୀ ଓ ପିଲାଙ୍କ ଦାୟିତ୍ୱ ନେବାରୁ ସେ ପଛଘୁଂଚା ଦେଇପାରିବେ ନାହିଁ।
ଦିନକୁ ଦିନ ଭାରତୀୟ ବାୟୁସେନାର ବୃଦ୍ଧି ପାଉଛି ଶକ୍ତି। ଏବେ ଶତ୍ରୁ ପକ୍ଷକୁ ଜବାବ୍ ଦେବା ପାଇଁ ପୂରା ତୟାର ଭାରତ
ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣ ଏବଂ ପଥଚାରୀଙ୍କ ମୃତ୍ୟୁ ଘଟିଛି।
ଏମିତି ଭାଇଙ୍କ କାହାଣୀ ... ଯାହା ଜାଣିଲେ ଆପଣ ବି ଆପଣଙ୍କ ଘରେ ସେମିତି କାହାଣୀର କାମନା କରିବେ
ଆଜିକୁ ମିଶାଇ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଛି। ପତ୍ନୀର ମାନ୍ୟତା ସହ ଦେଢ଼ ବର୍ଷର ପୁଅକୁ ବାପାର ପରିଚୟ ଦାବି କରି ଅଗଷ୍ଟ ୧ ତାରିଖରୁ ଚାଲିଛି ପ୍ରେମିକ ଦୀନେଶଙ୍କ ଦୁଆରେ ଅହୋରାତ୍ର ଧାରଣା
ବଙ୍ଗୋପସାଗର ଓ ମହାନଦୀର ସଙ୍ଗମ ସ୍ଥଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏପରି ଯେ ଇକୋ ଟୁରିଜିମ୍ ବା ଇକୋ ରିଟ୍ରିଟ୍ ପାଇଁ ଅତ୍ୟନ୍ତ ଅନୁକୂଳ ବାତାବରଣ ।
ଲିଷ୍ଟରେ ନାଁ ରହିବ ବୋଲି ସେ ନିଶ୍ଚିତ ଥିଲେ । ଆର୍ଥାତ୍ OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା ।
ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।
ନଦୀ ମଝିରେ ସେଲ୍ଫି ନେଉଥିବା ବେଳେ ଡ୍ୟାମ୍ରୁ ହଠାତ୍ ପାଣି ମାଡ଼ି ଆସିଥିଲା। ଫଳରେ ନଦୀ ମଝିରେ ୧୦ ଜଣ ଫସି ଯାଇଥିଲେ।
ପୁରୀରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଆଉ କେହି ନୁହେଁ, ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଏପରି ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି।
ଆଜି ବିଶ୍ୱ ହସ ଦିବସ। ଚାଲନ୍ତୁ ଏଇ ହସର ଉପାଦେୟତା ବିଷୟରେ କିଛି ଜାଣିବା। ସତ କହିବାକୁ ଗଲେ, ଚେନାଏ ହସ ବାଣ୍ଟିଦିଏ ମମତା। ହାଲ୍କା କରିଦିଏ ମନ । ହୃଦୟରେ ଭରଦିଏ ଉଚ୍ଛ୍ୱାସ । ମିଠା ମିଠା ହସ ସଜାଡି ଦିଏ ବିଗିଡି ଯାଇଥିବା ସମ୍ପର୍କକୁ । ମନଖୋଲା ହସ ସଜାଡି ଦିଏ ଉଜୁଡି ଯାଉଥିବା ସ୍ୱାସ୍ଥ୍ୟକୁ।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମୋ ଘର ଭାଙ୍ଗିଦେଲେ। ପୁଅ-ବୋହୂ, ନାତି-ନାତୁଣୀଙ୍କୁ ଧରି ମୁଁ ଯିବି କୁଆଡ଼େ? ଏ ବର୍ଷା ପାଣି ଦିନରେ ସାପ ବେଙ୍ଗ ଡର। ଘର ନାହିଁ। ଚୂଲି ନାହିଁ କି ଚାଳ ନାହିଁ। ମୁଁ କରିବି କଣ ? ହେ ନବୀନ ସରକାର ମତେ ଉଦ୍ଧାର କର
ଗତ କିଛି ବର୍ଷ ହେଲା ପାହାଡ଼ରେ ଭୁସ୍ଖଳନ ହେଉଛି। କେତେବେଳେ ବି ପ୍ରଭାବିତ ହୋଇପାରେ ଗାଁ। ଆଉ ହାନୀ ହୋଇପାରେ ଧନଜୀବନ। ତେଣୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ।
ନେହରୁ ବଙ୍ଗଳାର ବିକାଶ ହେବ କେବେ? ପର୍ଯ୍ୟଟନସ୍ଥଳୀ ହୋଇଥିବା ପରେ କାହିଁକି ହୋଇପାରୁନି ବିକାଶ? ସବୁ ଜାଣି ଚୁପ୍ ବସିଛି କି ପ୍ରଶାସନ?
ହାତରେ ପଟ୍ଟା ଅଛି ହେଲେ ଜମିରେ ପାଦ ନାହିଁ । ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି ୫୦ ପରିବାର...ଆଦିବାସୀଙ୍କ ନିରକ୍ଷରତାର ସୁଯୋଗ ନେଇ ଅଗୋଚରରେ ସବୁ ଖାଇଦେଲେ
କଳିଯୁଗର ଏମାନେ ହେଉଛନ୍ତି କୃଷ୍ଣ-ସୁଦାମା। ୩୮ ବର୍ଷ ହେଲା ଏକାଠି ରହୁଛନ୍ତି...ସାନ ଭାଇମାନେ ବାପାଙ୍କ ପରି ସମ୍ମାନ ଦେଉଛନ୍ତି। କେହି କାହାକୁ ଛାଡିବାକୁ ନାରାଜ୍...ଯୌଥ ପରିବାରକୁ ନେଇ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ
ଋଣ ଭାର ସହି ନପାରି ଜଣେ ଟ୍ରକ୍ ମାଲିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଟ୍ରକ୍ରୁ କୌଣସି ରୋଜଗାର ହୋଇ ନ ପାରିବାରୁ ସେ ଚାପରେ ଥିଲେ।
ହସି ହସି କଷ୍ଟର ସାମ୍ନା ଯିଏ କରେ...ସିଏ ସବୁ କିଛି କରିପାରେ। ଏତେ ଦୁଃଖ ଥିବା ପରେ ବି କେବେ ହାର୍ ମାନିନାହାନ୍ତି ପ୍ରମିଳା। ପିଲାଙ୍କ ଦାୟିତ୍ୱ ପାଇଁ ଆଜି ମୂଲ ଲାଗୁଛନ୍ତି...ଆଜି ନ୍ୟୁଜ୍ ଫୁଜ୍ରେ ଦେଖନ୍ତୁ ଏକ ପ୍ରେରଣାଦାୟୀ କାହାଣୀ।
ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ନିକଟରେ ଶେଷ ହେବାର କୌଣସି ସଂକେତ ଦେଖାଯାଉନି। ଆହୁରି ଏତେ ବର୍ଷ ଚାଲିବ ବୋଲି ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା। ଏହାକୁ ନେଇ ସୈନିକଙ୍କ ମଧ୍ୟ ଦେଖାଦେଇଛି ଅନିଶ୍ଚିତତାର ପରିବେଶ।
ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।