• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

3 youth drown in pattamundai canal
ଲକ୍ଷ୍ମୀପୂଜା ଭସାଣ ବେଳେ ଅଘଟଣ, ଜଣକ ପରେ ଜଣେ ଭାସିଗଲେ

ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

 Train Derails
ମାଲବାହୀ ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ

ଲାଇନଚ୍ୟୁତ ହେବାରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। 

Habisiyali allegedly thrashed by servitor in Puri Srimandir
ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ଅଭିଯୋଗ

କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରରେ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

Army jawan
ଗାଁକୁ ଫେରିଲେ ଯବାନ...ଯୁବକଙ୍କୁ ମାଗଣା ଟ୍ରେନିଂ ଦେବାକୁ କଲେ ଶପଥ

୨୨ ବର୍ଷ ଦେଶ ସେବା ପରେ ଏବେ ଗାଁକୁ ଫେରିଲେ ଯବାନ। କହିଲେ, ମାଗଣାରେ ଗାଁ ଯୁବକଙ୍କୁ ଦେବେ ଆର୍ମି ଟ୍ରେନିଂ। ଯବାନଙ୍କ ପାଇଁ ୧ କିମି ପର୍ଯ୍ୟନ୍ତ ଲାଗିଥିଲା ଶୋଭାଯାତ୍ରା...

Japanese plantation method helps barren land to turn into a massive forest in Sambalpur
ମିଆଓ୍ୱାକି ପ୍ଲାଣ୍ଟେସନର କମାଲ୍‌: ଦିନେ ଥିଲା ଟାଙ୍ଗରା ଭୂଇଁ, ଆଜି ଘଞ୍ଚ ଜଙ୍ଗଲ...

ମାତ୍ର ବର୍ଷକ ଭିତରେ ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ। ଲିମ୍ବ, ଅର୍ଜୁନ, ବେଲ, ଆମ୍ବ, ଶିଶୁ, ଚନ୍ଦନ, ଶାଳ, ଅଶୋକ, ଡିମିରିଠୁ ଆରମ୍ଭ କରି ବର ଓ ଅଶ୍ୱସ୍ତ ଓ ବାଉଁଶ ଗଛ ତା’ ସହ ଲାଗିଛି ଜାତି ଜାତି ଫଳ ଗଛ ।

Crocodile rescued from house in Gujarat
ସକାଳୁ ବାଥରୁମ୍‌ କବାଟ ଖୋଲିବାରୁ ଶୋଇଥିଲା କୁମ୍ଭୀର, ଦେଖନ୍ତୁ ପରେ ହେଲା କଣ?

ସକାଳୁ ସକାଳୁ ବାଥରୁମ୍‌ କବାଟ ଖୋଲିଥିଲେ ଏହି ପରିବାର। ବାସ୍‌ ଘର ଭିତରେ ଶୋଇଥିଲା କୁମ୍ଭୀର...ଦେଖିବା ପରେ ସମସ୍ତଙ୍କର ଉଡିଗଲା ହୋସ୍‌

Hanging solar fence
ଏଣିକି ରେଳ ଧାରଣାରେ ଆଉ ମରିବେନି ହାତୀ, ତାର ଅଟକାଇଦେବ ବଡ଼ ଦୁର୍ଘଟଣା

ରାଜ୍ୟରେ ପ୍ରଥମ...ଏଣିକି ରେଲୱେ ଟ୍ରାକ୍‌ରେ ଆଉ ଯିବନି ହାତୀଙ୍କ ଜୀବନ । ଟ୍ରେନ୍‌ ଲାଇନ୍‌କୁ ଆସିବା ମାତ୍ରେ ହାତୀଙ୍କୁ ଲାଗିବ ବିଦ୍ୟୁତ୍‌ ଝଟକା..ହେଲେ ହେବନି କୌଣସି କ୍ଷତି। ଏମିତି ପଦକ୍ଷେପ ରାଜ୍ୟରେ ପ୍ରଥମ

Lady blackmailer
ଅର୍ଚ୍ଚନାଙ୍କ ରାଜ ଉଆସ...ଏଇଠି ରାତି ବଢିଲେ ତାତି ବଢେ

ଏଇଟା ଅର୍ଚ୍ଚନାଙ୍କ ରାଜ ଉଆସ । ଯେଉଁଠି ରାତି ୧୨ଟା ପରେ ଦାମୀଗାଡିର ଲାଗେ ଲମ୍ବା ଲାଇନ୍‌। ଦିନରେ ଫିଲ୍ମ ସୁଟିଂ ହୁଏ ଆଉ ରାତି ବଢିଲେ ବେଡ୍‌ ରୁମ୍‌ରେ ବଢେ ତାତି। ନାଗ ଫାସରେ ପଡିଛନ୍ତି ଅନେକ ବଡବଡିଆ । ତେବେ ଅଧ ରାତିରେ ଆଲିଶାନ୍‌ ଘରେ କାହିଁକି ହୁଏ ଏତେ ଭିଡ?

News Fuse
ନାଚୁ ନାଚୁ ମଂଚରୁ ଗଳିପଡିଲେ ନିଆଳି ଛେନା

ପୂଜାରେ ଜୋରଦାର ଚାଲିଥିଲା ନାଚ। ଦୁଲୁକୁଥିଲା ମଂଚ...ହେଲେ ଏତିକି ବେଳେ ନିଆଳି ଛେନା ନାଚୁ ନାଚୁ ମଂଚରୁ ଗଳିପଡିଲେ ଡ୍ୟାନ୍ସର। ବାସ୍‌ ଜାଗା ଉପରେ ଜମିଗଲା ଖେଳ

HSRP affixation
ହାଇସିକ୍ୟୁରିଟି ନମ୍ବରକୁ ନେଇ ଏସଟିଏକୁ କଡ଼ା ତାଗିଦ ଗଲା ପରିବହନ ବିଭାଗ

ଇଣ୍ଟରନେଟ୍ ଓ ବିଜୁଳି ସଂଯୋଗ ନ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 

Satyagraha
ହରିଶଙ୍କର ବନ୍ଦ ! ପର୍ଯ୍ୟଟକ ନିରାଶ, ଜଳ ସତ୍ୟାଗ୍ରହରେ ସ୍ଥାନୀୟ ଲୋକେ

ପାଂଚ ଜଣ ଜଳ ସତ୍ୟାଗ୍ରହ କରୁଥିବା ବେଳେ ଆଲୋକ ବୁଡେକ ନାମକ ଜଣେ ଆନ୍ଦୋଳନକାରୀଙ୍କ ଅବସ୍ଥା ଗୁରୁତର ହୋଇଛି ।

Chitfund Case
ଦଶ ବର୍ଷ ହେବ ଜମାକାରୀଙ୍କ ଟଙ୍କା କାହିଁକି ଫେରସ୍ତ ହୋଇନି: ସୁପ୍ରିମକୋର୍ଟ

ଓଡ଼ିଶାର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଛନ୍ତି କୋର୍ଟ ।

Helpless mother
ମାଆକୁ ପୋଷି ପାରିଲେନି ୪ ପୁଅ

ପାଳି ସରିଗଲା ବୋଲି ରୋଗୀଣା ମାଆକୁ ଆଣି ସାନ ମଝିଆ ଭାଇ ଦୁଆରେ ଶୁଆଇଦେଲେ । ଦାଣ୍ଡରେ ଭାଇକୁ ଘୋଷାଡି ପିଟିଲେ ଆଉ ତା ସ୍ତ୍ରୀକୁ ଜୀବନରୁ ପାରିଦେଲେ । ବେଳେ ବେଳେ ପାରିବାରିକ କହଳ କେତେ ଉଗ୍ର ରୂପ ନେଇ ପାରେ , ଶେଷରେ ଜନ୍ମକଲା ମାଆବି ସେଥିରୁ ବର୍ତ୍ତିଲାନି

Special story
‘ପିଲା ମୋର ଛାଟିପିଟି ହେଉଥିଲା, ନର୍ସଙ୍କୁ ଡାକିଲି . . ’

ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନଥିବାରୁ ନର୍ସ ଚିକିତ୍ସା କରୁଥିଲେ, ଏବେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

OAS toppers
ଇଚ୍ଛା ଥିଲେ ଉପାୟ ମିଳେ…ଏତେ ଅସୁବିଧା ପରେ ବି ଏମାନେ ଜିତିଲେ, ପାଇଲେ OAS

ଇଚ୍ଛା ଥିଲେ ସଫଳତା ଆପେ ଆପେ ଆସେ। କଠିନ ପରିଶ୍ରମ କରିଥିଲେ ଫଳ ନିଶ୍ଚୟ ମିଳେ...ଏମାନେ ସେହି ୪ ସଫଳ ଛାତ୍ରଛାତ୍ରୀ...କିଏ ବିନା କୋଚିଂରେ ସଫଳତା ପାଇଛନ୍ତି ତ ଆଉ କିଏ ଇଣ୍ଟରନେଟ୍‌ରୁ ପାଠ ପଢି ପାଇଲେ ଓଏଏସ୍‌।

Odisha man gets dream house
ହୋଟେଲ ଭଳିଆ ଦିଶୁଛି ଆବାସ ଯୋଜନାର ଘର…ପ୍ରଧାନମନ୍ତ୍ରୀ ଦେବେ ପୁରସ୍କାର

ଦିନେ ଅସୁବିଧାରେ ଥିଲେ। ନିଜର ବୋଲି ଘର ଖଣ୍ଡିଏ ନଥିଲା। ସରକାରୀ ସାହାଯ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘରଟିଏ ପାଇଲେ। ଏବେ ସେଇ ଘରକୁ ନେଇ ସେ ଚର୍ଚ୍ଚାରେ। ତାଙ୍କୁ ଡାକିଛନ୍ତି ପ୍ରଧାନମନ୍ତ୍ରୀ

High Security Number Plate
ଗାଁ ଗହଳିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ସରକାରଙ୍କ ନୂଆ ପଦକ୍ଷେପ

ରାଜ୍ୟରେ କେତେ ପୁରୁଣା ଗାଡ଼ି ଅଛି, ସେ ସବୁଥିରେ ନୂଆ ନମ୍ବର ଲାଗିବାକୁ ହେଲେ କେତେଦିନ ଆବଶ୍ୟକ ହେବ, ତାହାର ଆକଳନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Postal Service
ଡିଜିଟାଲ ଯୁଗରେ ଚମକ ହରାଇନି ଡାକସେବା

ଚିଠି ସିନା ବାଣ୍ଟୁଛନ୍ତି, ହେଲେ ମନରେ ସରାଗ ନାହିଁ । ନିଳଗିରି ପଦାଗାଁର ପୋଷ୍ଟ ପିଅନ ବାସୁଦେବଙ୍କ ମନରେ କହୁ କହୁ ସତ କଥାଟା କହିଦେଲେ । ତାସତ୍ତ୍ୱେ ବି ଡିଜିଟାଲ ଯୁଗରେ ଚମକ ହରାଇନି ଡାକସେବା । ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ଓ ଇ-ମେଲର ବହୁଳ ବ୍ୟବହାର ସତ୍ତ୍ୱେ ଜାରି ରହିଛି ଚିଠି ବଣ୍ଟା । ଦିନକ ପାଇଁ ବି ଡାକ ପିଅନର ସାଇକେଲ ଘଣ୍ଟିକୁ ମିଳୁନି ବିଶ୍ରାମ ।

Postal Service
ଚିଠି ସିନା ନାହିଁ ହେଲେ ଭିଡ଼ କମିନି; ନୂଆ ତରିକା ଆପଣାଉଛି ଡାକଘର

ଯୁଗ ସହ ତାଳ ଦେଇ ଚାଲୁଛି ଭାରତୀୟ ଡାକ । ପୂର୍ବରୁ ଚିଠି, ଟେଲିଗ୍ରାମ, ପାର୍ସଲ ମନିଅର୍ଡର ସେବା ଯୋଗାଉଥିବା ଡାକ ଏବେ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ି ହୋଇଛି । ଲୋକମାନେ ଡାକଘରେ ସଞ୍ଚୟ ଖାତା ଖୋଲିବା ସହ ମିଆଦି ଜମା ବି କରିପାରୁଛନ୍ତି ।

Vendors Penalty
ସାବଧାନ! ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଗଣିବେ ୫ ହଜାର ଫାଇନ୍‌

ବାରମ୍ବାର ତାଗିଦ ପରେ ମଧ୍ୟ ପରିବା ବ୍ୟବସାୟୀ ରାସ୍ତାରେ ଅଳିଆ ଆବର୍ଜନା ପକାଉଛନ୍ତି । ଏହାକୁ ନେଇ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

school
ପ୍ରିୟ ଶିକ୍ଷକଙ୍କ ଚାକିରିର ଶେଷ ଦିନ : କାନ୍ଦୁଛନ୍ତି ଛାତ୍ରଛାତ୍ରୀ, କାନ୍ଦୁଛନ୍ତି ସହକର୍ମୀ

ସ୍କୁଲ ସାମ୍ନାରେ ଝୋଟିଚିତା ସାଙ୍ଗକୁ ରଙ୍ଗୋଲି । ଭଜନ କୀର୍ତ୍ତନର ତାଳେ ତାଳେ ସାରଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ ।

Prerana
ମୋ କଳା ହିଁ ଦେଇଛି ମୋତେ ପରିଚୟ

ଯେତେ ବେଳେ ମନରେ ସାଧନା ଆଉ ନିଷ୍ଠା ଆସେ ସେତେବେଳେ ସବୁ କିଛି ହାତ ପାହାନ୍ତାକୁ ଆପେ ଆପେ ଚାଲିଆସେ । ଏ ଯୁବତୀ ହେଉଛନ୍ତି ତାର ଏକ ଉଦାହରଣ.. ଏବେ ତାଙ୍କ ଡିଜାଇନ୍ କିଣିବାକୁ ଲାଗୁଛି ଲମ୍ୱା ଲାଇନ୍

Special story
ମନ ଫରୁଆରେ ସାଇତା ହୋଇଛି ଚିଠି, ସେଦିନର କାହାଣୀ ବଖାଣିଲେ ଡାକବାଲା

ଏବେ ବି ସେ ଚିଠି ପଢ଼ିଲେ ଆଖିରୁ ଧାର ଧାର ହୋଇ ଲୁହ ବାହାରି ଯାଏ । ପୁରୁଣା ସ୍ମୃତିର ଦିନକୁ ମନେ ପକାଇଲେ ଡାକବାଲା ।

mental health challenge
World Mental Health Day: ଭାରି ମନକୁ ହାଲ୍‌କା କରିବାକୁ କ’ଣ କରିବେ...ଜାଣନ୍ତୁ ୪ ଟି ଉପାୟ

ମନ ଏକ ଛୋଟ ପୃଥିବୀ। ଏଇ ଛୋଟ ପୃଥିବୀରେ କେତେ ସୁନ୍ଦର କୋମଳ ସବୁଜିମା ଭରା ସ୍ମୃତି ରହିଛି।  କେତେ ବର୍ଷଣ ମୁଖର କାଳରାତିର କାହାଣୀ ବି ରହିଛି। ଜୀବନ ଅଛିମାନେ ଏମିତି ଘଟଣା, ଦୁର୍ଘଟଣା, ସ୍ମୃତି ବିସ୍ମୃତି ରହିବା ସ୍ୱାଭାବିକ। ତଥାପି ମଣିଷ ବେଳେବେଳେ ସମୟ ପାଖରେ ହାରିଯାଏ

Break dance
ବ୍ରେକ୍ ଡ୍ୟାନ୍ସ ଦୋଳିକୁ ସାବଧାନ୍

ଗାଜିଆବାଦ୍ ରେ ଭାଙ୍ଗିଗଲା ବ୍ରେକ୍ ଡ୍ୟାନ୍ସ ଦୋଳି ଆହାତ ହେଲେ ପାଞ୍ଚ ଜଣ I