ଭକ୍ତିର ସ୍ୱରରେ ଭିଜୁଥିବା ଅଭିଲିପ୍ସା କରାଟରେ ପାଇଛନ୍ତି ବ୍ଲାକ ବେଲ୍ଟ
ଓଡ଼ିଶା ମାଟିରେ ପଡ଼ିଶା ରାଜ୍ୟ ମୂର୍ତ୍ତିର ଚାହିଦା। ମାର୍କେଟ୍ ସାରା ଯୁଆଡ଼େ ଦେଖିବେ ସିଆଡ଼େ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି। ଛୋଟ ଠାରୁ ବଡ଼ ମୂର୍ତ୍ତି, ଏବେ ପିଓପି ଗଣେଶ ମୂର୍ତ୍ତି ମାକେର୍ଟ ସାରା ଛାଇ ଗଲାଣି।
ପଲିଥିନ୍ ପରେ ଏବେ ପ୍ଲାଷ୍ଟର ଅଫ୍ ପ୍ୟାରିସ ଉପରେ ସମ୍ପୂର୍ଣ କଟକଣା ଲଗାଇଛି ଗଜପତି ଜିଲ୍ଲା ପ୍ରଶାସନ ।
କାଦୁଅ ପଚ ପଚ ରାସ୍ତାରେ ଯିବା ଆସିବା ଅସମ୍ଭବ..ଭିତ୍ତିପ୍ରସ୍ତର ସ୍ଥାପନର ୩ ମାସ ପରେ ବି କାମ ନାହିଁ
ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । ପୂର୍ବରୁ ଗୀତାଙ୍କ ସ୍ୱାମୀଙ୍କ ମଧ୍ୟ ପରଲୋକ ହୋଇସାରିଛି ।
ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । ପୂର୍ବରୁ ଗୀତାଙ୍କ ସ୍ୱାମୀଙ୍କ ମଧ୍ୟ ପରଲୋକ ହୋଇସାରିଛି ।
୯ ଦିନରେ ପହଞ୍ଚିଲାଣି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ। ୩ ଦଫା ଦାବି ନେଇ ଧାରଣାରେ ବସିଥିବା ଶିକ୍ଷକ ସଂଘ ଯିଦରେ ଅଟଳ ଥିବା ବେଳେ ସରକାର ବି ନିରବ। ଏଭଳି ସ୍ଥିତିରେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଗଲାଣି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା।

ନିର୍ବାଚନ ପୂର୍ବରୁ ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି । ଲକ୍ଷ୍ମୀ ଯୋଜନାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ SHG । ବିଜୁ ଗାଁ ଗାଡ଼ି ଭଳି ଫେଲ୍ ମାରିବନି ତ ଲକ୍ଷ୍ମୀ ଯୋଜନା ? ରାଜ୍ୟ କ୍ୟାବିନେଟରେ 'ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ ପରେ ପରେ ଆରମ୍ଭ ହୋଇଯାଇଛି ବିବାଦ ।
କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ୍।
ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।
କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା ।
ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।
ଉଚ୍ଚଶିକ୍ଷା ବିଭାଗର ଚିଠିକୁ ନେଇ ରାଜନୀତି ଘନେଇଛି । ଛାତ୍ର ବୃତ୍ତି ଯୋଜନା ସମ୍ପର୍କିତ ହୋର୍ଡିଂକୁ, କ୍ୟାମ୍ପସରେ ଲଗାଇବାକୁ ସରକାର ଏବେ କାହିଁକି ନିଷ୍ପତ୍ତି ନେଲେ ? ନା ଆଗକୁ ନିର୍ବାଚନ ଥିବାରୁ ଯୋଜନା ଦେଖାଇ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏ ପ୍ରୟାସ ? ଛାତ୍ର କଂଗ୍ରେସ କହିଛି ଛାତ୍ର ସଂସଦ ନିର୍ବାଚନ ସରକାର ବନ୍ଦ କରିଛନ୍ତି ।
କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା ।
ଲୋକେ ୫ ଟଙ୍କା ପକାଇ ଉକ୍ତ ଭେଣ୍ଡିଂ ମେସିନ୍ରୁ ପାଇବେ କଟନ ବ୍ୟାଗ୍। ପଲିଥିନ୍ ପରିବର୍ତ୍ତେ କପଡ଼ା ବ୍ୟାଗ ଅଳ୍ପ ଖର୍ଚ୍ଚରେ ନେଇ ବ୍ୟବହାର କରିପାରିବେ।
ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା। ଦୀର୍ଘଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ, ତେବେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସାରେ ବାଧା ଉପୁଜିଥିଲା।
ଏଣିକି ବାଇକ ଚଳାଇବା ବେଳେ ହେଲ୍ମେଟ୍ ନପିନ୍ଧିଲେ ଆଉ ନିସ୍ତାର ନାହିଁ । କାହିଁକି ନା ଆଉ ପୋଲିସ ନୁହେଁ, ଏଥର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବେ ଜନତା।
ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଆସିଲେ ନବରଙ୍ଗପୁର ଝରିଗାଁ ବ୍ଲକର ୫ ଜଣ ଶ୍ରମିକ।
ଆଜି ଉଦ୍ଘାଟିତ ହେବ କଟକର ନେତାଜୀ ବସ୍ ଟର୍ମିନାଲ। ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଉଦ୍ଘାଟନ କରିବେ।
ସ୍କୁଲରେ ତାଲା, ପାଠ ପଢା ଠପ୍ । ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ..ପାଠ ପଢା କେବେ ସ୍ୱାଭାବିକ ହେବ ?
ଠକ କମ୍ପାନୀର ଲୋଭନୀୟ ସ୍କିମର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇବାକୁ ବିତିଗଲାଣି ୧୦ ବର୍ଷ । ଆଶା ଥିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ଜମାଟଙ୍କା ଫେରାଇବେ ସରକାର ।
ଶିକ୍ଷକ ଆନ୍ଦୋଳନର ସପ୍ତାହେ ପରେ ବି ସ୍ଥିତି ସମାନ । ପାଠ ପଢା ଠପ୍, ଚିନ୍ତାରେ ଅଭିଭାବକ। ସରକାର କିନ୍ତୁ ଯେମତି ନିଦା ବିଷ୍ଣୁ । ଶିକ୍ଷକ ଆସୁନଥିବାରୁ କେଉଁଠି ଅଭିଭାବକ ତ କେଉଁଠି ଉପଜିଲ୍ଲାପାଳ ପାଠ ପଢ଼ାଇଲେଣି ।
ଚିଟଫଣ୍ଡ କମ୍ପାନୀରେ ନିଜ କଷ୍ଟ ଅର୍ଜିତ ଟଙ୍କା ବିନିଯୋଗ କରି ଟଙ୍କା ଫେରି ପାଇବାକୁ ଅପେକ୍ଷା କରିଥିବା ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କ ଆଶାରେ ଚରାଗଲାଣି ଊଈ ।
ଓଡ଼ିଶାର ପିଲା, ଓଡ଼ିଆ ସ୍କୁଲରେ ପଢିବେ...ହେଲେ ଇଏ ଏମିତି ସ୍କୁଲ ଯେଉଁଠି ଘର ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ ବି ନାହାନ୍ତି । ପାଠ ପଢିବାକୁ ହେଲେ ପଡୋଶୀ ଝାଡଖଣ୍ଡ ଯାଉଛନ୍ତି ଶହଶହ ପିଲା