Advertisment

ଏଣିକି ଆଉ ପୋଲିସ୍‌ ନୁହେଁ, ଜଗିବେ ଜନତା...ହେଲ୍‌ମେଟ୍‌ ନପିନ୍ଧିଲେ ଉଠିବ ଫଟୋ

ଏଣିକି ବାଇକ ଚଳାଇବା ବେଳେ ହେଲ୍‌ମେଟ୍‌ ନପିନ୍ଧିଲେ ଆଉ ନିସ୍ତାର ନାହିଁ । କାହିଁକି ନା ଆଉ ପୋଲିସ ନୁହେଁ, ଏଥର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବେ ଜନତା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Now Common Man Can Send Photos To Citizen Sentinel App Who Do Not Wear Helmet

Now Common Man Can Send Photos To Citizen Sentinel App Who Do Not Wear Helmet

ସାବଧାନ ! ଏଣିକି ବାଇକ ଚଳାଇବା ବେଳେ ହେଲ୍‌ମେଟ୍‌ ନପିନ୍ଧିଲେ ଆଉ ନିସ୍ତାର ନାହିଁ । କାହିଁକି ନା ଆଉ ପୋଲିସ ନୁହେଁ, ଏଥର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବେ ଜନତା। ଯଦି କୌଣସି ବାଇକ ଚାଳକ ହେଲ୍‌ମେଟ୍‌ ପିନ୍ଧି ନଥିବେ, ତାର ଫଟୋ ଉଠାଇ ସିଟିଜେନ୍ ସେଣ୍ଟିନେଲ୍‌ ପୋର୍ଟାଲକୁ ପଠାଇପାରିବେ ଲୋକେ।

Advertisment

ଫଟୋ ଆଧାରରେ ସମ୍ପୃକ୍ତ ବାଇକ ଚାଳକଙ୍କୁ ଜରିମାନା କରିବ ପରିବହନ ବିଭାଗ। ତେବେ ଉତ୍ତୋଳନ କରାଯାଇଥିବା ଫଟୋ କିମ୍ବା ଭିଡିଓରେ ନମ୍ବର ପ୍ଲେଟ୍‌ ସ୍ପଷ୍ଟ ଭାବରେ ଦେଖାଯିବା ଜରୁରୀ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଉଲ୍ଲଂଘନକାରୀଙ୍କୁ ଫଟୋ ଉଠାଇଥିବା ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରାଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। 

Advertisment
Traffic Rules
Advertisment
Advertisment