Teacher Protests
ନିଜ ହକ୍ ପାଇଁ ଜିଦରେ ଅଟଳ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ । ସେପଟେ ନିଜ ଅଧିକାରରୁ ବଞ୍ଚିତ ହୋଇ ଅନ୍ଧାରକୁ ଯାଉଛି ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ସୁନେଲି ଭବିଷ୍ୟତ । ସମଗ୍ର ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନକୁ ୟା ଭିତରେ ୯ ଦିନ ବିତିଥିଲେ ବି ଏଯାଏଁ ବାହାରି ପାରିନି ସମାଧାନର ବାଟ । ଫଳରେ ବିଦ୍ୟାଳୟରେ ବିଗିଡ଼ି ଗଲାଣି ପାଠପଢ଼ା ପରିବେଶ । ପିଲାଏ ଭୁଲିଗଲେଣି ଦୈନିକ ବିଦ୍ୟାଭ୍ୟାସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)