• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chitfund Case

chit fund
ଚିଟଫଣ୍ଡ କେଳେଙ୍କାରୀ ନେଇ ତନାଘନା; ବିନୀତ ଲଲାନି ଓ ସାଗର ରାୟଙ୍କୁ ମୁହାଁମୁହିଁ ଜେରା

ଇଡିରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଗର ରାଏ । ସେ କହିଛନ୍ତି ଯେ, କୌଣସି ପ୍ରକାରର ଘୋଟାଲା ହୋଇନାହିଁ ।

Chit Fund Politics
୨୪ ନିର୍ବାଚନ ପୂର୍ବରୁ ତେଜିଲା ଚିଟ୍‌ଫଣ୍ଡ ରାଜନୀତି

ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର।

KBC
ବିଗ୍ ବିଙ୍କ ଆଗରେ ମହା ଠକେଇର ଭାଣ୍ଡାଫୋଡ୍ କଲେ ଓଡ଼ିଆ ଟ୍ୟୁସନ୍ ସାର୍

ନ୍ୟାସନାଲ ଚ୍ୟାନେଲରେ ଖୋଲିଲା ଓଡ଼ିଶା ଚିଟ୍‌ଫଣ୍ଡ ଦୁର୍ନୀତିର ଗୁମର । KBCରେ ସାରା ଦୁନିଆ ଶୁଣିଲା ରାଜ୍ୟର କଳଙ୍କିତ ଚିଟ୍‌ଫଣ୍ଡ ଦୁର୍ନୀତିର କଳା କାହାଣୀ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ଏ ଗୁମର ଖୋଲିଛନ୍ତି ଜଣେ ଓଡ଼ିଆ ଟ୍ୟୁସନ ସାର୍ । ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଏକ ସୋ’ରେ ବିଗ୍ ବି’ଙ୍କ ସାମ୍ନାରେ ବାଲେଶ୍ୱରର ସେକ୍ ଅଜମତ୍ ନାମକ ଜଣେ ଶିକ୍ଷକ ନିଜ ଜୀବନ କାହାଣୀ ବର୍ଣ୍ଣନା କରି କହିଛନ୍ତି, ସେ ପିଲାଙ୍କୁ ଟ୍ୟୁସନ କରୁଥିଲେ । ଏହା ସହ ଏକ ଚିଟ୍‌ଫଣ୍ଡ କମ୍ପାନିର ଏଜେଣ୍ଟ ଭାବେ ବି କାମ କରୁଥିଲେ ।

KBC
ବିଗ୍ ବିଙ୍କ ଆଗରେ ମହା ଠକେଇର ଭାଣ୍ଡାଫୋଡ୍ କଲେ ଓଡ଼ିଆ ଟ୍ୟୁସନ୍ ସାର୍

ବାଲେଶ୍ବର ଶ୍ରୀଙ୍ଗାରପୁରର ଟ୍ୟୁସନ ସାର୍ ଶେକ୍ ଅଜମତ୍ ଖୋଲିଲେ ଗୁମର । ଖୋଲିଦେଲେ ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତିର ପୋଲ୍ ।

Chitfund Case
ଖୁସି ଖବର!! ଚିଟଫଣ୍ତ ଜମାକାରୀଙ୍କୁ ମିଳିବ ଟଙ୍କା

ଗୋଲଡେନ ଲାଣ୍ଡ ଡେଭଲପର୍ସ ଓ ଜିଏଲପି ଡେଭଲପର୍ସର କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା ।

Chitfund Case
ଏ ସରକାର ଖାଲି ପ୍ରତିଶ୍ରୁତି ଦିଏ ? ଚିଟଫଣ୍ଡ ଟଙ୍କା ଦେବେ ଦେବେ କହିଲେ, ନାହିରେ ତେଲ ମାରି ଶୋଇଲେ

ଚିଟଫଣ୍ଡ କମ୍ପାନୀରେ ନିଜ କଷ୍ଟ ଅର୍ଜିତ ଟଙ୍କା ବିନିଯୋଗ କରି ଟଙ୍କା ଫେରି ପାଇବାକୁ ଅପେକ୍ଷା କରିଥିବା ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କ ଆଶାରେ ଚରାଗଲାଣି ଊଈ ।

Sahara Chitfund
ଖୁସି ଖବର !! ଟଙ୍କା ଫେରିପାଇବେ ସାହାରା ଚିଟଫଣ୍ଡ ଜମାକାରୀ..

ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା ।

Pravat Biswal
ସି-ସୋର୍‌ ଚିଟ୍‌ଫଣ୍ତ ମାମଲା: ବର୍ଷକରେ ପ୍ରଭାତ ବିଶ୍ୱାଳଙ୍କ ବିଚାର ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି।

Prabhat Tripathy
ଚିଟ୍‌ଫଣ୍ତ ଠକେଇ ମାମଲା: ED ରେ ହାଜର ହେଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ

ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍‌ରେ ଇଡ଼ିରେ ହାଜର ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ।