ଇଡିରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଗର ରାଏ । ସେ କହିଛନ୍ତି ଯେ, କୌଣସି ପ୍ରକାରର ଘୋଟାଲା ହୋଇନାହିଁ ।
ନ୍ୟାସନାଲ ଚ୍ୟାନେଲରେ ଖୋଲିଲା ଓଡ଼ିଶା ଚିଟ୍ଫଣ୍ଡ ଦୁର୍ନୀତିର ଗୁମର । KBCରେ ସାରା ଦୁନିଆ ଶୁଣିଲା ରାଜ୍ୟର କଳଙ୍କିତ ଚିଟ୍ଫଣ୍ଡ ଦୁର୍ନୀତିର କଳା କାହାଣୀ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ଏ ଗୁମର ଖୋଲିଛନ୍ତି ଜଣେ ଓଡ଼ିଆ ଟ୍ୟୁସନ ସାର୍ । ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଏକ ସୋ’ରେ ବିଗ୍ ବି’ଙ୍କ ସାମ୍ନାରେ ବାଲେଶ୍ୱରର ସେକ୍ ଅଜମତ୍ ନାମକ ଜଣେ ଶିକ୍ଷକ ନିଜ ଜୀବନ କାହାଣୀ ବର୍ଣ୍ଣନା କରି କହିଛନ୍ତି, ସେ ପିଲାଙ୍କୁ ଟ୍ୟୁସନ କରୁଥିଲେ । ଏହା ସହ ଏକ ଚିଟ୍ଫଣ୍ଡ କମ୍ପାନିର ଏଜେଣ୍ଟ ଭାବେ ବି କାମ କରୁଥିଲେ ।
ବାଲେଶ୍ବର ଶ୍ରୀଙ୍ଗାରପୁରର ଟ୍ୟୁସନ ସାର୍ ଶେକ୍ ଅଜମତ୍ ଖୋଲିଲେ ଗୁମର । ଖୋଲିଦେଲେ ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତିର ପୋଲ୍ ।
ଗୋଲଡେନ ଲାଣ୍ଡ ଡେଭଲପର୍ସ ଓ ଜିଏଲପି ଡେଭଲପର୍ସର କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା ।
ଚିଟଫଣ୍ଡ କମ୍ପାନୀରେ ନିଜ କଷ୍ଟ ଅର୍ଜିତ ଟଙ୍କା ବିନିଯୋଗ କରି ଟଙ୍କା ଫେରି ପାଇବାକୁ ଅପେକ୍ଷା କରିଥିବା ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କ ଆଶାରେ ଚରାଗଲାଣି ଊଈ ।
ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା ।
ଚିଟ୍ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି।
ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍ରେ ଇଡ଼ିରେ ହାଜର ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ।