ଦେବତା ଏକ, ସ୍ବରୂପ ଅନେକ। କେଉଁଠି ଗଛ, କେଉଁଠି ମୂର୍ତ୍ତି ତ ଆଉ କେଉଁଠି ଫଟୋ। ପବିତ୍ର ଗଣେଶ ଚତୁର୍ଥୀରେ ଆଜି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ଗଣେଶ
ଗଣେଶ ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ସବୁଠି ଆନନ୍ଦ ଉଲ୍ଲାସରେ ଚାଲିଛି ଅଗ୍ରପୂଜ୍ୟଙ୍କ ଅବାହନ । ତେବେ ସବୁ ବର୍ଷ ଭଳି ଏ ବର୍ଷ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ଓ ପୂଜା ପେଣ୍ଡାଲରେ ଆକର୍ଷିଣୀୟ ଥିମ୍ ସହ ଏକ୍ସପେରିମେଣ୍ଟ କରିଛନ୍ତି ବିଭିନ୍ନ ପୂଜା କମିଟି ।
ଓଡ଼ିଶା ମାଟିରେ ପଡ଼ିଶା ରାଜ୍ୟ ମୂର୍ତ୍ତିର ଚାହିଦା। ମାର୍କେଟ୍ ସାରା ଯୁଆଡ଼େ ଦେଖିବେ ସିଆଡ଼େ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି। ଛୋଟ ଠାରୁ ବଡ଼ ମୂର୍ତ୍ତି, ଏବେ ପିଓପି ଗଣେଶ ମୂର୍ତ୍ତି ମାକେର୍ଟ ସାରା ଛାଇ ଗଲାଣି।
ପଲିଥିନ୍ ପରେ ଏବେ ପ୍ଲାଷ୍ଟର ଅଫ୍ ପ୍ୟାରିସ ଉପରେ ସମ୍ପୂର୍ଣ କଟକଣା ଲଗାଇଛି ଗଜପତି ଜିଲ୍ଲା ପ୍ରଶାସନ ।
ଚକ୍ଷୁ ଲାଗି ପରେ ମାଆ ଜୀବନ୍ତ ଲାଗିବେ.. ଲାଗିବ ସବୁ ପରିଶ୍ରମ ସଫଳ ହେଇଗଲା..
ଅଗଷ୍ଟ ୩୧ରେ ଗଣେଶ ପୂଜା ପଡ଼ିଥିବା ବେଳେ ୧୦ ଦିନ ଧରି ହରିୟାଣାର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ପାଳନ ହୋଇଥିଲା। ତେବେ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।
ପ୍ରଭୁ ଗଣେଶଙ୍କୁ ୧୦କେଜି ସୁନାରେ ନିର୍ମିତ ଏକ ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଯାହାର ମୂଲ୍ୟ ୫ କୋଟି ଟଙ୍କା।