Netaji Bus Terminal
ଗୋଟିଏ ପଟେ ତୀବ୍ର ବିରୋଧ । ଆରପଟେ ଲୋକାର୍ପଣର ପର୍ବ । କଟକବାସୀଙ୍କ ଆପତ୍ତି, ଅସନ୍ତୋଷ ଆଉ ଅଭିଯୋଗର ଲମ୍ବା ତାଲିକା ଭିତରେ ଖାନନଗରରେ ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ- CNBTର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ବସ୍ ଟର୍ମିନାଲ ସହ କଟକ ସହର ପାଇଁ ୧୨ଟି ନୂଆ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ବି କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)