Sevayat
ଜଣେ ସେବାନିବୃତ୍ତ ସିଂହାରୀ ସେବକଙ୍କ ପାଇଁ ଶ୍ରୀମନ୍ଦିରରେ ଗତକାଲି ସୃଷ୍ଟି ହୋଇଥିବା ନୀତି ବିଭ୍ରାଟକୁ ନେଇ ଚର୍ଚ୍ଚା । ଶ୍ରୀମନ୍ଦିର ପାଇଁ ଥିବା ସେବା ପରମ୍ପରା ଅନୁଯାୟୀ, ଅନ୍ୟ କୂଳରେ ବିବାହ କାରଣରୁ ସେ ଠାକୁରଙ୍କ ସେବା ପାଇଁ ଅନୁପଯୁକ୍ତ ହୋଇପଡ଼ିଥିଲେ । ତା’ସତ୍ତ୍ୱେ ବି ସେ ଶ୍ରୀଜୀଉଙ୍କ ସେବା କରିବାରୁ ଉପୁଜିଥିଲା ଏଭଳି ସ୍ଥିତି । ହେଲେ ବଡ଼ କଥା ହେଉଛି, ସେବାୟତ ପରିବାରରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ୍ ରହିବା ହେଉ କିମ୍ବା ସେବାୟତ ପରିବାରର ବିବାହ ପାଇଁ ଥିବା ନିୟମ- ଆଗକୁ ବି ଶ୍ରୀଜୀଉଙ୍କ ସେବା ପୂଜାରେ ବିରାଟ ସମସ୍ୟା ହୋଇ ଠିଆ ହେବନି ତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)