• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rituals

Srimandir
ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ମଧ୍ୟାହ୍ନ ଧୂପ ପରେ ରାତିରେ ହେବ ନୀତି

ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ ।

Ayodhya Ram Mandir
ଉତ୍ସବମୁଖର ଅଯୋଧ୍ୟା; ଆଜିଠୁ ଆରମ୍ଭ ହେବ ଧାର୍ମିକ ରୀତିନୀତି

ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ ।

Why is the holy dip in the holy water in Dhanu Sankranti
Dhanu Sankranti 2023: ଧନୁ ସଂକ୍ରାନ୍ତିରେ ପବିତ୍ର ଜଳରେ କାହିଁକି ପକାଯାଏ ପବିତ୍ର ବୁଡ଼

ହିନ୍ଦୁ ଧର୍ମରେ ଗ୍ରହମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ, ତେଣୁ ଯେତେବେଳେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ଧନୁ ସଂକ୍ରାନ୍ତି କୁହାଯାଏ। ଏହି ଦିନ ବଡି ଭୋରୁ ପବିତ୍ର ନଦୀ ଜଳରେ ସ୍ନାନ କରି ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଏ। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।

Dasara
ମଣ୍ଡପରେ ଚକ୍ଷୁଦାନ ପାଇଲେ ଦୁର୍ଗେ ଦୁର୍ଗତୀନାଶିନୀ; କଟକରେ ସୁନା, ଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’

ମାଆଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ପୂଜା ମଣ୍ଡପ ଚଣ୍ଡିପାଠରେ କମ୍ପୁଛି ପରିବେଶ ମହାସପ୍ତମୀରେ ଆଜି ଧରାପୃଷ୍ଠରେ ଆବିର୍ଭୁତା ହୋଇଛନ୍ତି ମାଆ ଜଗତଜନନୀ ଦୁର୍ଗା ସକାଳୁ ସକାଳୁ ବିଭିନ୍ନ ନଦୀ ଓ ଜଳାଶୟରୁ ଆସିଥିବା ପବିତ୍ର ଜଳରେ ମହାମାୟାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଥିଲା ପ୍ରାଣପ୍ରତିଷ୍ଠା ।

Minor siblings beg from door to door to raise funds for father's post-death rituals in Balasore
କୋମଳ କପାଳରେ ଦୁଃଖର କାହାଣୀ; ବାପାଙ୍କ ଶୁଦ୍ଧି ପାଇଁ ଭିକ ମାଗୁଛନ୍ତି ଭାଇ-ଭଉଣୀ

ହାତରେ ବ୍ୟାଗ୍, କାନ୍ଧରେ ବାପାର ଶୁଦ୍ଧି ପାଇଁ ପଡ଼ିଥିବା ଗାମୁଛା । ସକାଳୁ ଭାଇ, ଭଉଣୀ ଗାଁକୁ ଗାଁ ବୁଲି ଭିକ ମାଗୁଛନ୍ତି । ବାପା ନାହାନ୍ତି...ତାଙ୍କ ଅନ୍ତେ ସବୁ ଦାୟିତ୍ୱ ଭାଇ, ଭଉଣୀଙ୍କ ଉପରେ...ଶୁଦ୍ଧି ତ କରିବାକୁ ପଡ଼ିବ, କ୍ରିୟା ତ ସାରିବାକୁ ହେବ ।

Marriage Rituals
ପାରମ୍ପରିକ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ

ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ସାତ ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ ।

Sevayat
ନିୟମ ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ! ଯଦି ମନ ପସନ୍ଦର ପାତ୍ର ନମିଳେ?

ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।

News Fuse | BJD’s Ranendra Pratap Swain performs ‘Akhi Muthi Anukula’ rituals on Akshay Tritiya
ଶେଷରେ ଚାଷ ଜମିରେ ବି ବିଜେଡି ବାନା... କଣ କଲୁରେ ନାରଣ ?

ହଇରେ ନାରଣ ଶେଷରେ ଟ୍ରାକ୍ଟର ଦେହରେ ବି ଶଙ୍ଖ ବାନା... ରାଇଜ ସାରା ତ ଏଇନୁ ଶଙ୍ଖ ନାଦ ହେଉଛି... ଚାଷ ଯିଏ କରୁ, ଅମଳ କରୁଛି ବିଜେଡି... ଆଉ ଆମ ରାଜ ଭାଇ ତ ଯୋଗାଣ ମନ୍ତ୍ରୀ... ସିଏ କାଇଁ ଛାଡ଼ିବେ...

Lord Jagannath\'s Bada Ekadasi Rituals Behind Closed Doors, Heartbroken Devotees Pray From Outisde
ହେ ପ୍ରଭୁ ଦେଖେଇ ଦିଅ ତମ ଚକା ନୟନ ଖୋଲି ଦିଅ ତମ ଦ୍ୱାର ...

କାଳିଆ ଟିକେ ଦର୍ଶନ ଦେଏ । କାହିଁ କେତେ ଦୂରରୁ ଆସିଛି ତୋ ଚକା ନୟନକୁ ମନ ଭରି ଦେଖିବା ପାଇଁ । ଖୋଲି ଦିଏ ତୋ ସିଂହଦ୍ୱାର ଦେଖିନିଏ ତୋ କଳା ବଦନ । ଏମିତି ଭାବି କାନ୍ଦୁଛି ଜଣେ ଭକ୍ତ । ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଏଥିପାଇଁ ଶ୍ରୀମନ୍ଦିରର ସମ୍ମୁଖରେ ଭକ୍ତଙ୍କ ଭିଡ ଲାଗିଛି । କିନ୍ତୁ ଆଜିର ଦିନ ଜଗା ଦର୍ଶନ ବନ୍ଦ ରଖିବାକୁ ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ ।