• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Monkeypox outbreak: Govt alerts NCDC, ICMR to close watch, send samples to NIV. See details here
ମଙ୍କିପକ୍ସକୁ ନେଇ କେନ୍ଦ୍ରର ସତର୍କ ସୂଚନା; ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ମଙ୍କିପକ୍ସ ନେଇ ସତର୍କ କରାଇଲେ କେନ୍ଦ୍ର ସରକାର । ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରିବାକୁ ନିର୍ଦ୍ଦେଶ...

Ukraine Russia War
ଥମୁନି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ; ମାରିଉପୋଲ୍‌କୁ କବ୍ଜା କରିଥିବା ରୁଷିଆର ଦାବି

ମାରିଉପୋଲ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ନେଇ ରୁଷିଆର ଦାବି । ଏନେଇ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ରିପୋର୍ଟ କଲେ ଦେଶର ବୈଦେଶିକ ମନ୍ତ୍ରୀ । ମାତ୍ର ମାରିଉପୋଲର ସ୍ଥିତାବସ୍ଥା ନେଇ ୟୁକ୍ରେନ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

Special story
ଜେଲେନସ୍କିଙ୍କ ପ୍ରେମରେ ଉବୁଟୁବୁ ପୁଟିନ୍‌ଙ୍କ ଝିଅ : ଦୁଇ ବର୍ଷରେ ଦେଖା କରିଛନ୍ତି ୫୦ ଥର

କେଉଁ ଜେଲେନସ୍କିଙ୍କୁ ପ୍ରେମ କରୁଛନ୍ତି ପୁଟିନ୍‌ଙ୍କ ଝିଅ ?

elon
ଏଲନ୍‌ ମସ୍କଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ : ପୂରା ଘଟଣା ଏମିତି...

ମସାଜ୍‌ ପାଇଁ ଡାକି ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।

fan
ଆତ୍ମହତ୍ୟା ରୋକିବ ଫ୍ୟାନ୍‌ : ଓଜନ ବଢ଼ିଲେ ତଳକୁ ଖସିବ ସ୍ୱତନ୍ତ୍ର ପଙ୍ଖା

ଅବସରପ୍ରାପ୍ତ ପ୍ରଫେସରଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ଫ୍ୟାନରେ ଅତ୍ମହତ୍ୟା କରିବାକୁ ଚେଷ୍ଟା କଲେ ସେ ତିଆରି କରିଥିବା ଫ୍ୟାନ୍ ତଳକୁ ଖସି ଆସିବ।

Vladimir Putin Undergoes New Surgery
ଭ୍ଲାଦିମିର ପୁଟିନଙ୍କ ହେଲା ସର୍ଜରୀ: “ଡିପ୍ ଫେକ୍”ରେ ଲୁଚାଗଲା ସତ

ଭ୍ଲାଦିମିର ପୁଟିନଙ୍କ ହୋଇଛି ଏକ ଅସ୍ତ୍ରୋପଚାର। ଏଥିରେ 'ତାଙ୍କ ପେଟରୁ ପାଣି' ବାହାର କରାଯାଇଛି। କିନ୍ତୁ “ଡିପ୍ ଫେକ୍” କୌଶଳ ବ୍ୟବହାର କରି ଲୁଚା ଯାଇଛି ସତ।

marriage
ନିରୀହ ଜୀବର ଦେବଦୂତ : ବିବାହ ସମାରୋହ ଛାଡ଼ି କୁକୁରକୁ ନୂଆ ଜୀବନ ଦେଲେ ଯୁବକ

କୁକୁରର ଜୀବନ ବଞ୍ଚାଇବା ପାଇଁ ବିବାହ ଉତ୍ସବ ଛାଡ଼ି ଆସିଲେ ଯୁବକ ।

MonkeyPox
ୟୁରୋପ୍‌ ପରେ ମଙ୍କିପକ୍ସ ଜାଲରେ ଆମେରିକା

ଆମେରିକାର ପ୍ରଥମ ଥର ପାଇଁ ଜଣେ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିକଟରେ ସେ କାନାଡ଼ା ଯାତ୍ରା କରିଥିଲେ।

UFO
ସତରେ ଅଛନ୍ତି କି ଏଲିଅନ୍ ? ଅନ୍ୟ ଗ୍ରହରେ ଜୀବଙ୍କ ଅଛି କି ଅସ୍ତିତ୍ୱ ?

ପୃଥିବୀରେ ୟୁଏଫଓ ଦେଖାଯାଇଥିବା ନେଇ ବାରମ୍ବାର ଦାବି ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ପ୍ରସଙ୍ଗ ।

UFO
ଆମେରିକା ଆକାଶରେ ଅନ୍‌ଆଇଡେଣ୍ଟିଫାଏଡ୍ ଫ୍ଳାଇଂ ଅବଜେକ୍ଟ ବା UFO

ଗତ ୨୦ ବର୍ଷ ମଧ୍ୟରେ ୪ ଶହରୁ ଅଧିକ ଥର ଦେଖାଦେଲାଣି ଏହି ଅଜ୍ଞାତ ଉଡ଼ନ୍ତା ବସ୍ତୁ । ପ୍ରମାଣ ସ୍ୱରୁପ କିଛି ଭିଡିଓ ଏବଂ ଫଟୋ ଦେଖାଇ ଏହି ଦାବି କରିଛି ଆମେରୀକିୟ ନୌସେନାର ଗୁଇନ୍ଦା ବିଭାଗ ।

US reports on UFO
ଆକାଶରେ ଉଡୁଥିବା ଉଡ଼ନ୍ତା ଥାଳିଆର ବଢୁଛି ଆକାର

ଏସବୁ ସେନା ନିୟନ୍ତ୍ରଣରେ ଥିବା ତାଲିମ କ୍ଷେତ୍ରରେ ଦେଖିବାକୁ ମିଳିଛି। 

China\'s Xi Jinping faces mounting troubles to his leadership
ଦିନେ ଗୁମ୍ଫାରେ ରହୁଥିଲେ, ଡିବା ଲଗାଇ ପାଠ ପଢୁଥିଲେ...ଆଜି ରାଷ୍ଟ୍ରପତି ହେଲେ

ଜିନପିଙ୍ଗ୍‌ ଜୀବନରେ କେବେ ହାରିନାହାନ୍ତି। ଅନେକ ସଂଘର୍ଷ କରି ଆଜି ଚୀନରେ ହୋଇଛନ୍ତି ରାଷ୍ଟ୍ରପତି। ନିଜେ ଗୁମ୍ଫାରେ ରହିଥିଲେ, ବିଲରେ କାମ ବି କରିଥିଲେ। ଅପହଞ୍ଚ ଇଲାକାରୁ ଆସି ଚୀନର ରାଜପ୍ରସାଦରେ ରହିଲେ ଚୀନ ରାଷ୍ଟ୍ରପତି

Despite illness, Xi Jinping refusing surgery, taking traditional cures for cerebral aneurysm
ଭୟଙ୍କର ରୋଗରେ ପୀଡ଼ିତ ଜିନପିଙ୍ଗ୍‌? ଖୁବଶୀଘ୍ର ଦେଇପାରନ୍ତି ଇସ୍ତଫା?

ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‌? ତୃତୀୟ ଥର ରାଷ୍ଟ୍ରପତି ହେବାକୁ ନେଇ ବଢିଲା ସନ୍ଦେହ। ବ୍ରେନ ସର୍ଜରୀ କରିବାକୁ କାହିଁକି ରାଜି ହେଉନାହାନ୍ତି ଚୀନ ରାଷ୍ଟ୍ରପତି?

Will Xi Jinping be China\'s next president again?
ପୁଣି ଚାଇନାର ରାଷ୍ଟ୍ରପତି ହେବେ କି ଜିନପିଙ୍ଗ୍‌? ନାଁ ଏଥର ଆଉ କିଏ?

ଲଗାତାର ଦୁଇଦୁଇ ଥର ରାଷ୍ଟ୍ରପତି ହେବା ପରେ ପୁଣି ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବେ କି ଜିନପିଙ୍ଗ୍‌? ନା ଏଥର ନୂଆ ରାଷ୍ଟ୍ରପତି ପାଇବ ଚାଇନା?

Covid mismanagement । China President Xi Jinping to step down!
କରୋନା ପରିଚାଳନା କରିପାରିଲେନି, ଏବେ ପଦରୁ ହଟିବେ କି ଜିନପିଙ୍ଗ୍‌?

କରୋନାକୁ ସଠିକ୍‌ରେ ପରିଚାଳନା କରିପାରିଲେନି ଜିନପିଙ୍ଗ୍‌? ପଦରୁ ଇସ୍ତଫା ଦେଇପାରନ୍ତି ଚୀନ ରାଷ୍ଟ୍ରପତି....ଅନ୍ତର୍ଜାତୀୟ ଗଣମାଧ୍ୟମରେ ବଢିଲା ଚର୍ଚ୍ଚା

Ashoka Vatika
ନିରବି ଯାଇଛି ରାମାୟଣର ମୁକସାକ୍ଷୀ ଅଶୋକ ବାଟିକା

ପାଖାପାଖି ମାସେ ହେଲାଣି ଶ୍ରୀଲଙ୍କାରେ ଅସ୍ଥିରତା ଲାଗି ରହିଥିବା ବେଳେ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର।

MonkeyPox
କରୋନା ବେଳେ ଆଉ ଏକ ଆତଙ୍କ 'ମଙ୍କିପକ୍ସ' !

୪ ବ୍ୟକ୍ତିଙ୍କ ଉପରେ ଅଧିକ ତଦନ୍ତ ଚାଲିଥିବା ନେଇ UKHSA କହିଛି।

Russian Troop
କମୁଛି ପୁଟିନ ସେନାର ଦବଦବା: ଋଷ ସୀମାରେ ପହଞ୍ଚିଲେ ୟୁକ୍ରେନ୍ ଆର୍ମି

ଫେବୃଆରୀ ଠାରୁ ଏକ ତୃତୀୟାଂଶ ଲଢେଇରେ ରୁଷ ସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଦାବି କରିଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ।

Sri Lanka Crsis
ଶ୍ରୀଲଙ୍କାରେ ବଡ଼ ସଙ୍କଟ: ଦିନକ ପାଇଁ ଅଛି ପେଟ୍ରୋଲ

୧୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମେ ମାସର ଦରମା ଦେବା ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କାର ଅଭାବ ରହିଛି

Olympic Star Shooter
ଋଷ୍‌ ସେନାଙ୍କୁ ମାତ୍‌ ଦେବେ ୟୁକ୍ରେନ୍‌ ଷ୍ଟାର ସୁଟର : ଦେଶ ସୁରକ୍ଷା ପାଇଁ ବନ୍ଧୁକ ଧରିଲେ ଅଲିମ୍ପିକ୍‌ ଗୋଲ୍ଡ ମେଡାଲ ବିଜେତା କ୍ରିଷ୍ଟିନା

ହାତରେ ବନ୍ଧୁକ ଧରି ବୀରଦର୍ପରେ ବାହାରିଛନ୍ତି ବୀରାଙ୍ଗନା । ଲକ୍ଷ୍ୟ ଶତ୍ରୁ ସଂହାର । ମା କାଳୀ ପରି ଶତ୍ରୁର ଦମନ କରିବେ ।

Long night begins
୪ ମାସ କାଳ ଆକାଶରେ ଦେଖା ଦେବେନି ସୂର୍ଯ୍ୟ

ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାରଏ।

Russian President Vladimir Putin
ପୁଟିନଙ୍କୁ ବ୍ଲଡ୍‌ କ୍ୟାନ୍ସର ! ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ !

ଭ୍ଲାଦିମିର୍‌ ପୁଟିନ୍‌(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ବ୍ଲଡ୍‌ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍‌ ରିପୋର୍ଟରୁ ଜଣାପଡ଼ିଛି।

Coronavirus
କରୋନା ବିସ୍ଫୋରଣ: ୩ ଦିନରେ ୮ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଲକ୍‌ଡାଉନ୍‌ ଘୋଷଣା

ଉତ୍ତର କୋରିଆରେ ଯେଉଁଭଳି କରୋନା ସଂକ୍ରମଣ ବୃଦ୍ଧି ପାଉଛି ତାହା ଖାଲି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିନି ବରଂ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି।

New york
୧୮ ବର୍ଷୀୟ ଯୁବକ ଚଳାଇଲା ଆଖିବୁଜା ଗୁଳି, ଚାଲିଗଲା ୧୦ ଜଣଙ୍କ ପ୍ରାଣ

ତା’ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି ।

Ranil Wickremesinghe
ଶ୍ରୀଲଙ୍କାର ସଙ୍କଟ ମୋଚନ କରିପାରିବେ କି ରାନିଲ ? ନୂଆ ପ୍ରଧାନମନ୍ତ୍ରୀଙ୍କ ଆଗରେ ସମସ୍ୟାର ବିରାଟ ପ୍ରାଚୀର

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଗାଦିରେ ବସିଥିବା ରାନିଲ ବିକ୍ରମସିଂଘେଙ୍କ ଆଗରେ ଏବେ ଏକାଧିକ ମହା-ଚାଲେଞ୍ଜ