• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Boat Capsizes

boat capsized in the Central African Republic
ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ, ମଝିନଈରେ ବୁଡିଗଲା ଡଙ୍ଗା; ଚାଲିଗଲା ୫୮ଜୀବନ

ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ ଜିମାସେ ରେଡିଓ ଗୁଇରାକୁ କହିଛନ୍ତି ଯେ ଆମେ ୫୮ଟି ମୃତଦେହ ଉଦ୍ଧାର କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେଜଣ ନିଖୋଜ ଅଛନ୍ତି ସେନେଇ କୌଣସି ସଠିକ୍ ସୂଚନା ନହିଁ।

Boat Tragedy
ନାହିଁ ନାହିଁ ଭିତରେ କିପରି ଚାଲିଥିଲା ବେଆଇନ ଓଭରଲୋଡିଂ ?

ଝାରସୁଗୁଡ଼ା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି । ତେବେ ଶରଧା ଘାଟରେ କାହା ସାହସରେ ଫଟା ଦଦରା ଡଙ୍ଗା ଚାଲିଥିଲା, ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ବିନା ଲାଇଫ ଜାକେଟରେ କିପରି ଲୋକଙ୍କୁ ନେବାଆଣିବା ହେଉଥିଲା, ଏସବୁ ଦିଗକୁ ନେଇ ସନ୍ଦେହ ଉପୁଜିଛି।

Boat Tragedy
ମହାନଦୀ ଟ୍ରାଜେଡ଼ି: ଦାୟୀ କିଏ ? ଦଦରା ଡଙ୍ଗାରେ ଥିଲେ ୫୦ ଯାତ୍ରୀ

ଡଙ୍ଗାବୁଡ଼ିରେ ଚାଲିଗଲା ସାତ ସାତ ଜଣ ନିରୀହଙ୍କ ଜୀବନ । ଖୁସି ମଉଜରେ ପିକନିକ୍ ସାରି ଖୁସିରେ ଖୁସିରେ ଘରକୁ ବାହୁଡ଼ିବା ବେଳକୁ ଅକାଳ ଅଘଟଣ କେଉଁଠି ଥିଲା କେଜାଣି, ଝଡ଼ ଭଳି ମାଡ଼ି ଆସି ଉଜାଡ଼ି ଦେଲା ସବୁକିଛି, ଧୋଇଦେଲା ସବୁ ଖୁସି ।

Boat Tragedy
ମହାନଦୀ ଡଙ୍ଗା ବୁଡ଼ି: ଉଦ୍ଧାର ହେଲା ସମସ୍ତ ମୃତ ଦେହ, ଏବେ ବି ଜଣେ ନିଖୋଜ

ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ପରେ ୬ ଜଣଙ୍କ ମୃତଦେହ ମିଳିଛି ।

Mahanadi Boat Tragedy
ମହାନଦୀରେ ଡଙ୍ଗା ବୁଡ଼ି ଘଟଣା; ଜଣେ ମୃତ, ୭ ନିଖୋଜ

ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡିରେ ନିଖୋଜ ୭ ଜଣଙ୍କର ଏଯାଏଁ ପତ୍ତା ମିଳୁନି । ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜ ୭ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

boat disaster leaves at least 79 dead in unan
ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା: ଅକାଳରେ ଚାଲିଗଲା ୭୯ ଜୀବନ, ୫୦୦ ଲୋକଙ୍କୁ ନେଇ ଯାଉଥିଲା !

ଅନ୍ଧାର ରାତିରେ ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା। ଏଥିରେ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ କୌଣସି ପତ୍ତା ମିଳିପାନାହିଁ।

boat
ସତୀଗୁଡ଼ା ଡ୍ୟାମ୍‌ରେ ୨ ଡଙ୍ଗା ବୁଡ଼ି ୨ ନିଖୋଜ

ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିଲେ

 boat capsize
ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି : ଜଣେ ମୃତ, ଦୁଇ ଉଦ୍ଧାର

ସିଙ୍ଗାରାମ ନିକଟରେ ଦେଶୀ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ

Ballia Boat Accident
ଗଙ୍ଗା ନଦୀରେ ବୁଡ଼ିଗଲା ଡଙ୍ଗା : ୪ ମୃତ, ଅନେକ ନିଖୋଜ

ଡଙ୍ଗାରେ ୩୦ ଜଣ ଲୋକ ସବାର ଥିବା ଜଣାପଡ଼ିଛି । ଆଉ ସେହି ସମୟରେ ଏହି ଦୁର୍ଘଟଣା ଘଟିଛି ।

Kerala boat tragedy
କେରଳ ଡଙ୍ଗା ବୁଡ଼ିର ସାଂଘାତିକ ଦିଗ ! ମାଛଧରା ବୋଟ୍‌ରେ କାହିଁକି ଯାଉଥିଲେ ଯାତ୍ରୀ ?

ଡଙ୍ଗା ମାଲିକ ନାଜିରଙ୍କ ନାଁରେ ହତ୍ୟା ଅପରାଧ ଭଳି ମାମଲା ଦାୟର କରାଯାଇଛି । ହେଲେ ଦୁର୍ଘଟଣା ପରଠୁ ଡଙ୍ଗା ମାଲିକ ଫେରାର ହୋଇଯାଇଛି

20 Dead As Houseboat Capsizes In Kerala
ଅନ୍ଧାର ରାତିରେ ମଝି ନଈରେ ଡଙ୍ଗାରେ ଚାଲିଥିଲା ପିକ୍‌ନିକ୍‌, କେହି କିଛି ବୁଝିବା ପୂର୍ବରୁ ଓଲଟି ପଡ଼ିଲା...

ଅନ୍ଧାର ରାତିରେ ବଡ଼ ଅଘଟଣ। ଡଙ୍ଗା ଓଲଟି ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୭ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି। ଅଘଟଣ ବେଳେ ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।

4 dead after boat capsizes
ବୁଡ଼ିଗଲା ଡଙ୍ଗା; ଚାଲିଗଲା ୪ ଜୀବନ

ମୋଟ୍‌ ଦେଶୀ ଡଙ୍ଗାରେ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ ।

76 Killed After Boat Capsizes In River In Nigeria
ହଠାତ୍‌ ନଦୀରେ ମାଡ଼ି ଆସିଲା ବନ୍ୟା ପାଣି, ମଝି ନଈରେ ବୁଡ଼ିଗଲା ଡଙ୍ଗା...

ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହାସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ଲାଗି ହେଲିକପ୍ଟର ସାମିଲ କରିବାକୁ ଅନୁରୋଧ କରାଯାଇଛି।

Boat Carrying 55 People Sank In Ganga River In Bihar
ଗଙ୍ଗା ନଦୀରେ ବୁଡ଼ିଲା ୫୫ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଡଙ୍ଗା

ଶ୍ରମିକମାନେ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଦାନପୁର ନିଟକରେ ଗଙ୍ଗା ନଦୀରେ ଡଙ୍ଗାଟି ଓଲଟି ପଡ଼ିଥିଲା। ସେହି ସମୟରେ ଡଙ୍ଗାରେ ୫୫ ଜଣ ଶ୍ରମିକ ଥିଲେ।

Boat Carrying Around 30 People Capsizes In Ganga River
ଗଙ୍ଗାନଦୀରେ ଓଲଟିଲା ୩୦ ଜଣଙ୍କୁ ନେଇ ଯାଉଥିବା ଡଙ୍ଗା, ୨ ଜଣଙ୍କ ଚାଲିଗଲା ଜୀବନ

ପାଖାପାଖି ୩୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଇଞ୍ଜିନ ଚାଳିତ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏବେବି ୫ ଜଣ ଶିଶୁ ନିଖୋଜ ଅଛନ୍ତି।