ଆଫଗାନିସ୍ତାନର କାବୁଲରେ ଆମେରିକା ସୈନ୍ୟର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି।
ଜେଲ୍ରେ ‘ଯୌନଦାସୀ’ ଭାବେ ରହିବାକୁ ବାଧ୍ୟ କରାଯାଉଥିବାର ଅଭିଯୋଗ ଆଣିଲେ ମହିଳା ଗାର୍ଡ...
ବିନା ପାରାଚ୍ୟୁଟ୍ରେ ବିମାନରୁ କିପରି ଡେଇଁଲେ ପାଇଲଟ୍ ? ହତ୍ୟା ନା ଦୁର୍ଘଟଣା ?
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଲାଲ୍, ନୀଳ ଓ ହଳଦିଆ ରଙ୍ଗର ଚମକ ଭଳି ଦିଶୁଥିବା ଏକ ଜିନିଷ ଆକାଶରେ ଅତିକ୍ରମ କରୁଛି। କିଛି ଲୋକ ହଠାତ୍ ଏହା ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ।
ମା’ ହେବା ଆନନ୍ଦ ସତ କିନ୍ତୁ ଏହା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ଆଜିର ମହିଳାମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇଯାଉଥିବା ବେଳେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ୧୨ ସନ୍ତାନର ଜନନୀ ହୋଇ ବି ସନ୍ତୁଷ୍ଟ ନାହାନ୍ତି।
ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।
୭ ପ୍ରବାସୀ ଏସୀୟଙ୍କ ମୃତ୍ୟୁ । ଜଳବାୟୁ ପରିବର୍ତ୍ତନ ଓ ଜଳ ନିଷ୍କାସନ ଭିତ୍ତିଭୂମିର ଅଭାବରୁ ବନ୍ୟା ।
ଆଇନ ଆଖିରେ ଧୁଳି ଦେଇ ପ୍ରଧାନମନ୍ତ୍ରୀ ସରିଫ୍ ଜାତୀୟ ସମ୍ପତ୍ତିକୁ ବିକ୍ରି ଓ ବନ୍ଧା ପକାଇବାକୁ ଯାଉଥିବା ସିରିଜ ଅଫ୍ ଟୁଇଟରେ ଉଲ୍ଲେଖ କରିଛନ୍ତି
ବନ୍ଧୁ ଦେଶକୁ ଜି-୨-ଜି ମାଧ୍ୟମରେ ବନ୍ଧକ ଚୁକ୍ତି କରିବ
ପରିବାର ପାଇଁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି ସିଂହଳୀ ମହିଳା ।
ତେବେ ୟୁଏଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି ଉତ୍ତର କୋରିଆ...
କଷ୍ଟ କଲେ କୃଷ୍ଣ ମିଳେ । ସେହିଭଳି ଏକ କାହାଣୀ ରହିଛି, ଯିଏ ଚାକିରି ପାଇଁ ୩୯ ଥର ରିଜେକ୍ସନ ପାଇବା ପରେ ୪୦ ଥରରେ ଗୁଗୁଲ୍ରେ ଚାକିରି ପାଇଥିଲେ ।
ହେଲିକପ୍ଟର ସହ ସେଲ୍ଫି ନେଉ ନେଉ ଜୀବନ ଚାଲିଗଲା ।
ଆଜି ସକାଳୁ ସକାଳୁ ଫିଲିପାଇନ୍ସ(Philippines)ରେ ଭୂକମ୍ପ(Earthquake)ର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି।
ଯୁବକ ବଞ୍ଚାଇଦେଲେ ଦୁଇ ବର୍ଷ କୁନି ଝିଅର ଜୀବନ ।
ୱାର୍ଣ୍ଣରଙ୍କ ଦେହାନ୍ତରେ ହଲିଉଡରେ ଶୋକର ଛାୟା ଖେଳିଯାଇଛି।
ଏଲନ୍ ମସ୍କ ଏବଂ Nicole Shanahanଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଖବର ସତ୍ୟ କି ?
ଯେହେତୁ ଅଳ୍ପ ଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି।
ଶ୍ରୀଲଙ୍କାରେ ଦେଖାଦେଇଛି ଖାଦ୍ୟ ସଂକଟ। ଲୋକେ ଏବେ ନିଜର ଖାଦ୍ୟର ପରିମାଣକୁ କମେଇ ଦେଲେଣି। ଅନେକ ଲୋକ ନିଜ ପିଲାମାନଙ୍କୁ ଖାଇବାକୁ ଦେବା ନେଇ ନିଜେ ଖାଇବା ମଧ୍ୟ ଛାଡି ଦେଲେଣି।
କୋଭିଡ୍ ମହାମାରୀ ପରେ ବିଶ୍ୱ ପାଇଁ ବିପଦ ସାଜିଛି ମଙ୍କିପକ୍ସ। ଗତ ୩ ବର୍ଷ ହେଲା ମହାମାରି କରୋନା ତାର ସ୍ଥିତି ଜାରି ରଖିଥିବା ବେଳେ ବିପଦ ଏଯାଏ ଟଳିନି। ହେଲେ ଏହାରି ମଧ୍ୟରେ ଗତ କିଛି ମାସ ହେବ ମଙ୍କିପକ୍ସ ନାମକ ଆଉ ଏକ ରୋଗ ଆତଙ୍କ ସୃଷ୍ଟି କରିଛି।
ଏପ୍ରିଲରେ ସେ ଗୋଟାବାୟାଙ୍କ ଦ୍ୱାରା ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କର ସେ ଜଣେ ବିଶ୍ୱସ୍ତ ନେତା ଭାବେ ପରିଚିତ ।
ଦେହରେ ପାଖାପାଖି ୭୦ ଭାଗ ଟାଟୁ କରିଛନ୍ତି । କାନରେ ବିରାଟ କାୟ କୁଣ୍ଡଳ ଲଗାଇଛନ୍ତି । ମୁହଁରେ ମଧ୍ୟ ଅତି ବିରକ୍ତିକର ଦେଖାଗଲା ଭଳି ଟାଟୁ ଆଙ୍କିଛନ୍ତି ।
ପୋଲିଓର ନୂଆ ଷ୍ଟ୍ରେନ ଓରାଲ ଟିକା ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ନାହିଁ।
ଗତବର୍ଷ ଅକ୍ଟୋବରରେ ମଡେଲ୍ ପ୍ରିସିଲା କ୍ରୋଏସିଆରେ ଥିବା ଏକ ଲକ୍ଜୁରୀ ରେଷ୍ଟୁରାଣ୍ଟରୁ ୨.୪୪ ମିଲିୟନ ଡଲାର(୧୯ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ଦାମୀ ୱାଇନ୍ ଚୋରି କରିଥିଲେ।