Coldest City
1/5
ବିଶ୍ୱର ଅନେକ ସ୍ଥାନରେ ଥଣ୍ଡାର ପ୍ରକୋପ । ହାଡ଼ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ । ତେବେ ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍ ।
2/5
ପୃଥିବୀର ସବୁଠାରୁ ଥଣ୍ଡା ସହର ୟାକୁସ୍କ । ଚଳିତ ସପ୍ତାହରେ ଏଠାରେ ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସକୁ ଖସି ଆସିଛି ।
3/5
ମସ୍କୋଠାରୁ ୫୦୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରର । ଦିନକୁ ଦିନ ଏଠାରେ ତାପମାତ୍ରା କମି କମି ଯାଉଥିବା କହିଛନ୍ତି ଲୋକେ । ଏଠାରେ ବିନା ଫ୍ରିଜରରେ ହିଁ ମାଛ ବିକ୍ରି ହେଉଛି ।
4/5
ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପରସ୍ତ ପରସ୍ତ ଗରମ ପୋଷାକ ପିନ୍ଧିବା ପାଇଁ ପଡ଼ୁଛି । ଟୋପି ଉପରେ ଟୋପି, ଗ୍ଲୋବସ୍ ଉପରେ ଗ୍ଲୋବସ୍ ପିନ୍ଧୁଛନ୍ତି ଲୋକେ ।
5/5
ଏଠାକାର ଲୋକ ଏପରି ପାଣିପାଗ ସହ ଅଭ୍ୟସ୍ତ ଥିଲେ ସୁଦ୍ଧା କେତେକ ଲୋକ ଶୀତରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ପଦକ୍ଷେପ ନେଉଛନ୍ତି । କାରଣ ଜାନୁଆରୀ ମାସ ସେଠାରେ ସବୁଠାରୁ ଥଣ୍ଡା ମାସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)