ଉଜ୍ବେକିସ୍ତାନରେ ଭାରତ ତିଆରି କଫ୍ ସିରପ୍ ବ୍ୟବହାର ମନା। ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କଫ୍ ସିରପ୍ ଉଜ୍ବେକିସ୍ତାନରେ ପିଲାଙ୍କ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।
ଖାଦ୍ୟ ନାହିଁ, ପାନୀୟ ନାହିଁ, ଗ୍ୟାସ୍ ନାହିଁ, ଔଷଧ ନାହିଁ । ଜରୁରୀ ସ୍ୱାସ୍ଥ୍ୟ ସେବା ଲାଗି ସରକାରଙ୍କ ପାଖରେ ଅର୍ଥ ବି ନାହିଁ ।
ଆମେରିକାରେ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବନ୍ଦ ପରେ ଏବେ ଏୟାର ସର୍ଭିସ୍ ସିଷ୍ଟମ ଧୀରେଧିରେ ଠିକ୍ ହେଉଥିବା ନେଇ ଫେଡରାଲ୍ ଆଭିଏସନ୍ ଆଡମିନ୍ଷ୍ଟ୍ରେସନ୍ ଟ୍ୱିଟ୍ କରି ସୂଚନା ଦେଇଛି।
ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଟେସ୍ଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ। ଲାଭରେ ନୁହେଁ ବରଂ ସର୍ବାଧିକ କ୍ଷତି ସହିବାରେ ୱାର୍ଲ୍ଡ ରେକର୍ଡ କରିଛନ୍ତି ସେ। କାହିଁକି ଏମିତି ହେଲା ଆସନ୍ତୁ ଜାଣିବା…
ରୁଷିଆ ପ୍ୟାସିଫିକ୍ କୋଷ୍ଟର ମାଗଦନରେ ଅବତରଣ କରିଥାନ୍ତା । କିନ୍ତୁ ହଠାତ୍ ମଝି ଆକାଶରେ ପଛ ଡୋର୍ ଖୋଲିଗଲା ।
କରୋନା କାଳରେ କର୍ମଚାରୀଙ୍କ କର୍ତ୍ତବ୍ୟ ଓ ପରିଶ୍ରମ ଅତୁଳନୀୟ।
ରାଷ୍ଟ୍ରପତି ଭବନ, ସୁପ୍ରିମକୋର୍ଟ, ସଂସଦ ଭବନ । ସବୁଠି ପଶିଲେ, ଭଙ୍ଗାରୁଜା କଲେ ଆନ୍ଦୋଳନକାରୀ ।
ମହିଳାଙ୍କ ଉପରେ ଲାଗିଥିବା କଟକଣା ଏବେ ସାଉଦି ସରକାର ଉଠେଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ। ଏହା ଆଣି ଦେଇଛି ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ।
ବଡ଼ଭାଇ ୱିଲିୟମ ତାଙ୍କୁ ମାଡ଼ମାରିଥିବା ନେଇ ନିଜ ପୁସ୍ତକରେ ଲେଖିଛନ୍ତି ରାଜକୁମାର ହ୍ୟାରୀ ।
ଟେକ୍ସାସ୍ ଭଳି ଅଗ୍ରଣୀ ସହରରେ ଜଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।
ଜଣେ ବାପାର ବଡ଼ ବଳିଦାନ ! ନିଜ ଝିଅ ପାଇଁ ପୁରୁଷରୁ ମହିଳା ହେଲେ ବାପା
ଜାଆଁଳା ତ ପୁଣି ତାରିଖ ବର୍ଷ ମାସ ବାର ଅଲଗା କେମିତି ?
ଗୁଳି ମାରିବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଷ୍ଟପେଲ୍ଟନ ପବନରେ ବୁଲି ବୁଲି ତଳକୁ ଖସିପଡ଼ିଲେ କିନ୍ତୁ ଏଇଠି ଘଟିଲା ଚମତ୍କାର।
ୟେ ଦିଲ୍ ମାଙ୍ଗେ ମୋର୍ ! ନୂଆବର୍ଷରେ ପାକିସ୍ତାନୀ ବ୍ୟକ୍ତିଙ୍କ ଘରକୁ ଆସିଲା ୬୦ ନମ୍ବର ଛୁଆ ।
ଟ୍ରିବ୍ୟୁନାଲ ପକ୍ଷରୁ ସିସିଆଇକୁ ନିର୍ଦେଶ ଦିଆଯାଇଛି ଯେ, ଆଗାମୀ ଫେବ୍ରୁଆରୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣୀ ପାଇଁ ପ୍ରସ୍ତୁତ ରୁହ ।
ପୁଅ, ଝିଅ ଓ ସ୍ତ୍ରୀକୁ ମାରିବାକୁ ଭୟଙ୍କର ଯୋଜନା । ହେଲେ ଭଗବାନ ଆଉ କିଛି ଚାହୁଁଥିଲେ . .
ଏକ ପାର୍ସଲରେ ୪ଟି ମଣିଷ ଖପୁରୀ ଥିବା ନେଇ କଷ୍ଟମ ବିଭାଗ ଜାଣିବା ପରେ ଏହାକୁ ଜବତ କରିଛି ।
କରୋନାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସମ୍ଭାବନା ! ପରିସ୍ଥିତି ଉଦବେଗଜନକ ବୋଲି ଆକଳନ କଲା ବ୍ରିଟେନର ହେଲ୍ଥ ଫାର୍ମ . .
ମୃତ୍ୟୁକୁ ପାକିସ୍ତାନୀ ଲୋକଙ୍କ ଖୋଲାଖୋଲି ନିମନ୍ତ୍ରଣ ! ସରକାରଙ୍କୁ ଲୋକଙ୍କ କଥା ଚିନ୍ତା ନାହିଁ । ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ପଲିଥିନରେ ଏଲପିଜି ଗ୍ୟାସ୍ କିଣୁଛନ୍ତି ପାକିସ୍ତାନୀ ।
ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଯୁବତୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ, କାରଣ ସେମାନେ ତାଙ୍କ ଜୀବନରେ ଏପରି ସୁନ୍ଦରୀ ମହିଳାଙ୍କୁ କେବେ ଦେଖି ନଥିଲେ।
ଘଟଣା ପରେ ରେସ୍କ୍ୟୁ ଅପରେସନ୍କୁ ଜୋରଦାର କରାଯାଇଛି।
ମିସାଇଲ୍ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି।
ଯଦିଓ ନୂଆବର୍ଷ- ୨୦୨୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ହେଲେ କିଛି ସ୍ଥାନରେ ନୂଆବର୍ଷ ଆଗୁଆ ପାଳନ ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ବିଳମ୍ବରେ ପାଳନ ହେବ।
ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।