• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Turkey

Turkey Earthquake
ତୁର୍କୀରେ ପୁଣି ଭୂକମ୍ପ ! ଦୁଇ ଦୁଇ ଥର ଥରିଲା...

ଲଗାତାର ଭାବେ ଦୁଇଟି ଝଟ୍‌କା ଅନୁଭୂତ । ୬.୪ ଓ ୫.୮ ତୀବ୍ରତାର ଦୁଇଟି ଭୂକଂପ ଝଟ୍‌କା।

Pakistan
କାଙ୍ଗାଳ ହେଲାଣି ପାକିସ୍ତାନ, ମଞ୍ଚ ଉପରେ ନିଜେ କହୁଛନ୍ତି ଦେଶର ମନ୍ତ୍ରୀ !

କ୍ଷୀର ଲିଟର ୨୫୦, ଚିକେନ୍ କେଜି ୭୮୦, ମଉଳିବାରେ ଲାଗିଛି IMF ପ୍ୟାକେଜ୍ ଆଶା । ତେଣେ କାଙ୍ଗାଳ ଦେଶକୁ ଲଜ୍ଜିତ କଲା ତୁର୍କୀକୁ ରିଟର୍ଣ୍ଣ ରିଲିଫ ଖୁଲାସା ।

Pakistan- Turkey
କି ଅବସ୍ଥା ! ବର୍ଷେ ତଳର ତୁର୍କୀର ରିଲିଫ୍‌କୁ ନୂଆ ପ୍ୟାକେଟ୍‌ରେ ତାକୁ ହିଁ ରିଲିଫ୍ ଦେଲା ପାକିସ୍ତାନ

ଜାତୀୟ ଓ ଅନ୍ତର୍ଜାତୀୟ ଗଣମାମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିକଟରେ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଇଥିଲା ପାକିସ୍ତାନ ।

Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ 

ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତୁର୍କୀ ସହ ସିରିୟାରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ସେଠାରେ ବି ଶତାଧିକ ଲୋକଙ୍କ ଜୀବନ ଯାଇଛି।

Turkey
ଦିନ ସାରା ଥରୁଛି ତୁର୍କୀ, ଗୋଟିଏ ପରେ ଗୋଟିଏ ଭୂ-କମ୍ପ ଝଟ୍‌କା !

ତୁର୍କୀର ପ୍ରମୁଖ ଶିଳ୍ପ ଓ ଉତ୍ପାଦନ ହବ୍ ମଧ୍ୟରୁ ଗାଜିଆଣ୍ଟେପ୍‌ ହେଉଛି ଅନ୍ୟତମ ।

Turkey Resturant
ଆଶ୍ଚର୍ଯ୍ୟ ! ଏଇ ରେଷ୍ଟୁରାଂଟ୍‌ରେ ମାଂସ ଖଣ୍ଡର ଦାମ୍‌ ଦେଢ ଲକ୍ଷ ଟଙ୍କା

ତୁର୍କୀର ଏକ ରେଷ୍ଟୁରାଂଟକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ସେଠାକାର ରୋଷେୟା ସେଫ୍‌ ନୁସରତ ଗୋକ୍‌ ଓରଫ୍‌ ସଲ୍‌ଟ ବେ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।

Turkey building wall
ଆଫଗାନୀ ଶରଣାର୍ଥୀଙ୍କୁ ରୋକିବାକୁ ତୁର୍କୀର ପ୍ରାଚୀର ନିର୍ମାଣ

ଆଫଗାନିସ୍ତାନ ଉପରେ ତାଲିବାନର ଦଖଲ ପରେ ହଜାର ହଜାର ଲୋକ ଦେଶ ଛାଡିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ତୁର୍କୀ ଆଫଗାନିସ୍ତାନ ଶରଣାର୍ଥୀଙ୍କ ଆଗମନକୁ ଭୟ କରୁଛି। ତେଣୁ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀଙ୍କୁ ରୋକିବା ପାଇଁ ତୁର୍କୀ ଇରାନ ସୀମାରେ ଏକ ପ୍ରାଚୀର ନିର୍ମାଣ କରୁଛି। ତୁର୍କୀ ଏହାର ଇରାନ ସୀମାରେ ୨୯୫ କିଲୋମିଟର ଲମ୍ବର ପ୍ରାଚୀର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

Flash Flood
ତୁର୍କୀରେ ବନ୍ୟାର ପ୍ରଳୟଙ୍କାରୀ ଦୃଶ୍ୟ, ଭାସୁଛି ଘର ଭାସୁଛି ଗାଡି

ପ୍ରଳୟଙ୍କାରୀ ବନ୍ୟାର ଭୟଙ୍କର ଦୃଶ୍ୟ । ତୁର୍କୀରେ ବାଦଲ ଫଟା ବର୍ଷା । ଭାସୁଛି ଘର ଭାସୁଛି ଗାଡି । ତୁର୍କୀର ଉତ୍ତରପୂର୍ବ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ଯୋଗୁ ଧନ ଜୀବନ ହାନି ହୋଇଛି ।