ଆଜିକାଲିର ପିଲାମାନେ ବହୁତ କ୍ରିଏଟିଭ୍। ତେବେ କିଛି ପିଲା ଏହି କ୍ରିଏଟିଭ୍ ବୁଦ୍ଧିକୁ କପି କରିବାରେ ଲଗାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜୀବନରେ କ’ଣ କରିବେ, ଏଥିପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ। ଆଉ ଲକ୍ଷ୍ୟକୁ ହାସଲ କରିବାକୁ ଏହା ଉପରେ ଫୋକସ୍ କରି କାମ କରିବାକୁ ମୋଦି କହିଛନ୍ତି।
ଓଡ଼ିଆରେ ପ୍ରସ୍ତୁତ ହେଉଛି +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବହି ।
ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍ କମିବ କାହିଁକି?
ଚାପମୁକ୍ତ ରହି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ, ସେନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ପରାମର୍ଶ ରହିଛି।
ଘରୁ ଖଣ୍ଡ ଖଣ୍ଡେ ଜରି ଅଖା ନେଇ ଆସିଛନ୍ତି.. ତା’ରି ଉପରେ ବସି ବହି ଖାତା ଖୋଲି ପାଠ ପଢୁଛନ୍ତି କୁନି କୁନି ପିଲା.. ଏମିତି ଚାଲିଛି ସରକାରଙ୍କ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥା..
ଉପଜିଲ୍ଲପାଳଙ୍କୁ ଅବଗତ କରାଯିବା ପରେ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ ।
କୁଆଡେ ଗଲା ସେହି ସଂସ୍ଥା? ସବୁ ଯୁକ୍ତ ଦୁଇ କଲେଜ ପାଇଁ କାହିଁକି ଏହା ଲାଗୁ ହେଲାନି?
କେରଳ ଷ୍ଟେଟ୍ କମିଶନ୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଅନ୍ତର୍ଜାତୀୟ ୟୁନିଭର୍ସିଟିର କ୍ୟାମ୍ପସ ଭାରତରେ ଖୋଲିବା ସହ, ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଡିଗ୍ରୀ ପ୍ରଦାନର ବ୍ୟବସ୍ଥା ରହିବ
୨ ଶିକ୍ଷକ ବହିଷ୍କୃତ, ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍। ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୩୦ ଜଣଙ୍କ ମଧ୍ୟରୁ ୨୪ ଶିକ୍ଷକଙ୍କୁ କାଯର୍ୟାନ୍ତର କଲେ ଜିଲ୍ଲାପାଳ ।
ଶତପ୍ରତିଶତ ସିଲାବସରେ ହେବ ପରୀକ୍ଷା, ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସମାନ ପ୍ରଶ୍ନପତ୍ର
ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।
ମାଲକାନଗିରିରେ ଡ୍ୟୁଟି ଖିଲାପି ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗର ସମୁଚିତ ଶିକ୍ଷା । ବିନା କାରଣରେ ସ୍କୁଲ ଆସୁନଥିବା ୧୦ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ଡିଇଓ ।
ଏଥର ପୁରା ସିଲାବସ୍ ସାଙ୍ଗକୁ ଅଫଲାଇନ୍ରେ ପରୀକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ।
ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେଉଛି ସିବିଏସ୍ଇ(CBSE)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ା ଏନେଇ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଦେଶରୁ ମେଡିକାଲ୍ ଡିଗ୍ରି, ଭାରତରେ ସ୍କ୍ରିନିଂ ଟେଷ୍ଟ ପାସ୍ ନକରି ପ୍ରାକ୍ଟିସ୍ । ରୁଷିଆ, ୟୁକ୍ରେନ୍ ଓ ଚୀନରୁ ପାସ୍ କରିଥିବା ୭୩ ଜଣଙ୍କ ବିରୋଧରେ ମାମଲା ସହ ତଦନ୍ତ କରୁଛି ସିବିଆଇ...
ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ବହି ଖାତା ଧରି ବସିଛନ୍ତି ପିଲା.. ପାଠ ପଢାଉଛନ୍ତି ଅଙ୍ଗନବାଡ଼ି ସହାୟିକା.. ୧୦ ବର୍ଷ ହେଲା ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା..
ଓଡ଼ିଆକୁ ମିଶାଇ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହେବ ।
ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ CBSE ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ।
ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ଛୁଟି ଆବେଦନ କରିଥିବା ଶିକ୍ଷକଙ୍କ ତାଲିକା ଦେବାକୁ ଫୁଲବାଣୀ ବ୍ଳକ୍ ଶିକ୍ଷା ଅଧିକାରୀ ସିଆରସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।