ଭୁବନେଶ୍ବର ଓ କଟକରେ ଏକାଧିକ ସୁନା ଚେନ୍ ଲୁଟ୍ ମାମଲାରେ ସଂପୃକ୍ତ ଥିବା ଗ୍ୟାଙ୍ଗକୁ ପୋଲିସ୍ ଧରିଛି । ୭ ଜଣ ସାବାଳକ ଓ ଜଣେ ନାବାଳକଙ୍କୁ କାବୁ କରାଯାଇଛି ।
ଭରତପୁର ଥାନା ମାମଲାରେ ନିଲମ୍ବିତ ଆଉ ୩ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ ।
ପୋଲିସ୍ର ସୂଚନା ଅନୁସାରେ ଅଭିଯୁକ୍ତମାନେ ସେପ୍ଟେମ୍ବର ୬ରେ ବଳି ଦେବାକୁ ଯୋଜନା କରିଥିଲେ । କିନ୍ତୁ କୌଣସି କାରଣରୁ ଏଥିରେ ସେମାନେ ବିଫଳ ହୋଇଥିଲେ ।
ଅସୁରକ୍ଷିତ ପାଲଟିଛି କି ରାଉରକେଲା? କ୍ରାଇମ ସିଟି ପାଲଟିଲାଣି କି ଷ୍ଟିଲସିଟି ?
ପ୍ରେମିକା ପାଇଁ ଚୋର ସାଜିଲା ପ୍ରେମିକ । ଘର ଘର ବୁଲି ରାତି ଅଧରେ କଲା ଚୋରି । ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ରାତିରେ କରୁଥିଲା ଚୋରି ।
ଅଭିଯୁକ୍ତ ହେଲା ମୁକ୍ତିରଞ୍ଜନ ରାୟ। ବୟସ ୩୨। ୨୭ ବର୍ଷିୟା ପ୍ରେମିକା ମହାଲକ୍ଷ୍ମୀଙ୍କୁ ବେଙ୍ଗାଳୁରୁର ଭାୟାକୁଲା ଅଞ୍ଚଳରେ ୫୯ ଖଣ୍ଡ କରି ବୀଭତ୍ସ ହତ୍ୟା ପରେ ଭଦ୍ରକ ଆସି କରିଛି ସୁଇସାଇଡ୍।
୫୯ ଖଣ୍ଡ କରି ହତ୍ୟା ପରେ ମହାଲକ୍ଷ୍ମୀଙ୍କ କଟା ଶରୀର ରଖିଥିଲା ଫ୍ରିଜରେ । ବଡ଼ଭାଇ ଦ୍ବାରା କେମିତି ହୋଇଥିଲା ମର୍ଡର, ଷ୍ଟୋରୀ କହିଲା ସାନଭାଇ ।
ବାର୍ ଉପରେ ଅବକାରୀ ଟିମ୍ର ରେଡ୍ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା SR ବାର୍ ଉପରେ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।
କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । ଓଟିଭିକୁ ଅଭିଯୁକ୍ତର ସାନ ଭାଇ ସତ୍ୟରଞ୍ଜନ ରାୟ EXCLUSIVE ସୂଚନା ଦେଇଛନ୍ତି ।
ହତ୍ୟା ପରେ ମୁକ୍ତିରଞ୍ଜନ ଓଡ଼ିଶା ପଳାଇ ଆସିଥିଲା ।
ଭରତପୁର କଳଙ୍କର ପ୍ରମାଣ ଯୋଗାଡ଼ରେ ଲାଗିଛି କ୍ରାଇମବ୍ରାଞ୍ଚ। ଆଜି ଶେଷ ହୋଇଛି ସିନ୍ ରିକ୍ରିଏସନ୍।
ଧନୁତୀର ଧରି ଗତ ଶନିବାର ଠାରୁ ବଡଜଲ ସ୍କୁଲକୁ ଅକ୍ତିଆରରେ ରଖିଥିଲା ଯୁବକ ଜଣକ। ଏପରିକି ତାର ତୀର ଓ ବାଟୁଳୀ ମାଡରେ ଲହୁ ଲୁହାଣ ହୋଇଥିଲେ ଥାନାଧିକାରୀଙ୍କ ସହ ଦୁଇ ଜଣ ପୋଲିସ ଓ ପ୍ରଧାନଶିକ୍ଷକ।
ରାଜ୍ୟରେ ଭରତପୁର କାଣ୍ଡ ନେଇ ହଇଚରି ସୃଷ୍ଟି ହୋଇଛି। ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଏବେ ମାହୋଲ ଗରମ ଥିବା ବେଳେ ବିଭିନ୍ନ ସ୍ଥାନରୁ ପୋଲିସ ନାଁରେ ଆସୁଛି ସଂଗିନ ଅଭିଯୋଗ।
ଗତ ୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛି ଯୁବକ । ହାତରେ ଧନୁତୀର ଓ ବାଟୁଳି ସହ ଅନ୍ୟ ମାରଣାସ୍ତ୍ର ରଖିଥିବା ସୂଚନା ମଳିଛି । ଗତକାଲି IICଙ୍କୁ ସେ ତୀର ମାଡ଼ କରିଥିଲା ।
SDJM କୋର୍ଟରେ ହାଜର ହୋଇ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସେ ସହମତି ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପଲିଗ୍ରାଫ ଟେଷ୍ଟ ହୋଇପାରେ ।
୬୪ବର୍ଷୀୟ ଜଣେ ଆମେରିକୀୟ ମହିଳା ସୁଇଜରଲ୍ୟାଣ୍ଡରେ ଆତ୍ମହତ୍ୟା ମେସିନ୍ ବା ସୁଇସାଇଡ୍ ପଡ୍ରେ ଆତ୍ମହତ୍ୟା କରିଛନ୍ତି। ଏପରି ଯନ୍ତ୍ର ବ୍ୟବହାର କରି ଜୀବନ ହାରିବାରେ ସେ ପ୍ରଥମ ବ୍ୟକ୍ତି।
ସ୍କୁଲ ଛାତରେ ଚଢି ଧନୁ ତୀର ଧରି ଲୋକଙ୍କୁ ଭୟଭୀତ କରୁଥିଲା। ପରେ କାବୁ କରିବାକୁ ଯାଇଥିବା ପୋଲିସ ଆଇଆଇସିଙ୍କୁ ମାରିଲା ତୀର।
ବଡ ବଜାର ଥାନା ଗଣପତି ନଗର ପଞ୍ଚମ ଲେନରେ ଥିବା ତେଲ ୟୁନିଟ ଉପରେ ଚଢାଉ ହୋଇଛି । ରାଇସ ବ୍ରାନ ଅଏଲରେ ଏସେନସ ପକାଇ କରୁଥିଲେ ସୋରିଷ ତେଲ। ବିଭିନ୍ନ ବ୍ରାଣ୍ଡର ତେଲ ଆଣି ପୁଣି ପ୍ୟାକିଙ୍ଗ କରାଯାଉଥିଲା ।
ଭରତପୁର କାଣ୍ଡର ନା କେହି ନିରପେକ୍ଷ ସାକ୍ଷୀ ଅଛନ୍ତି ନା ରହିଛି ବଳିଷ୍ଠ ପ୍ରମାଣ । ତେବେ ଅଭିଯୋଗ-ପ୍ରତି ଅଭିଯୋଗରେ ସୀମିତ ଏହି ଅଘଟଣର କେମିତି ହେବ ତଦନ୍ତ ?
ମୃତ ସଚିନ ଶାକରପୁର ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ । ତିନିଜଣ ବ୍ୟକ୍ତି ତାଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲେ ।
ଦୁଷ୍କର୍ମ ଉଦ୍ୟମ ପରେ ଛାତ୍ରୀକୁ ମାରି ପିଙ୍ଗିଦେଲେ ସ୍କୁଲ ପ୍ରିନ୍ସପାଲ୍। ଦୋଷ ଲୁଚାଇବା ପାଇଁ ପରିବାର ଲୋକଙ୍କ ସହ ମିଶି ଖୋଜାଖୋଜି ବି କଲେ। ହେଲେ ଅଭିଯୁକ୍ତ ପ୍ରିନ୍ସପାଲ୍ ସାର୍ଙ୍କୁ ଧରାଇଦେଲା ଗୁଗଲ ଟାଇମଲାଇନ୍।
ରୁକୁ ସୁନାଙ୍କ ନାଁରେ ମାମଲା। ଗାୟିକା ତଥା ରିଲ୍ସ କୁଇନ୍ ରୁକସାନା ବାନୋ ମୃତ୍ୟୁ ମାମଲାରେ ଭବାନୀପାଟଣା ଟାଉନ ଥାନାରେ ୫ ଜଣଙ୍କ ନାଁରେ ଏତଲା ।
ଭରତପୁର ଥାନା ବିବାଦର ସମାଧାନ ପାଇଁ ସରକାରଙ୍କ କସରତ । ଗୋଟିଏ ପଟେ ବିଳମ୍ବିତ ରାତି ଯାଏଁ ଖୋଦ୍ ମୁଖ୍ୟମନ୍ତ୍ରୀ ବୈଠକ କରି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ, ଆଉ ଅନ୍ୟପଟେ ପୀଡ଼ିତା, ତାଙ୍କ ବାପା ଓ ଆର୍ମି ମେଜରଙ୍କ ସହ ଲୋକସେବା ଭବନରେ ଆଲୋଚନା ବି କରିଛନ୍ତି ।
ଭରତପୁର ଥାନା କଳଙ୍କକୁ ନେଇ ଦେଶବ୍ୟାପୀ ଯେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ସେ ବେଳରେ ଆଇନଶୃଙ୍ଖଳା ରକ୍ଷାକୁ ପଛ କରି ତମାମ ଥାନା ଛାଡ଼ି କାହା ଅନୁମତିରେ ମେଳି କରିଥିଲେ କମିଶନରେଟ୍ ପୋଲିସ୍ କର୍ମଚାରୀ?
ଭରତପୁର ଥାନା ବିବାଦର ସମାଧାନ ପାଇଁ ସରକାରଙ୍କ କସରତ । ଗୋଟିଏ ପଟେ ବିଳମ୍ବିତ ରାତି ଯାଏଁ ଖୋଦ୍ ମୁଖ୍ୟମନ୍ତ୍ରୀ ବୈଠକ କରି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ, ଆଉ ଅନ୍ୟପଟେ ପୀଡ଼ିତା, ତାଙ୍କ ବାପା ଓ ଆର୍ମି ମେଜରଙ୍କ ସହ ଲୋକସେବା ଭବନରେ ଆଲୋଚନା ବି କରିଛନ୍ତି ।