• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Animal Cruelty In Odisha
Animal Cruelty In Odisha: ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ଆକ୍ସନ୍: ଗିରଫ ହେଲେ କଳାକାର...

ଗଞ୍ଜାମ ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ବନ୍ଧା ହେଲେ କଳାକାର। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ୍ ।

Berhampurs MKCG Hospital
MKCG Hospital: MKCG ମେଡିକାଲ କଲେଜରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !

ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର ରାଗିଂ କରୁଥିବା ଅଭିଯୋଗ । ସିନିୟରମାନେ ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । 

Father & Son
ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ !

ପୁଅ ଟଙ୍କା ଦେଲାନି ବୋଲି ବୋହୂକୁ ତ ବାପ ଜାଳି ମାରିଦେଲା, ପୁଅକୁ ବି ଠେଲିଦେଲା ନିଆଁର ଆଁକୁ । କଟକ ଗୋଡ଼ିସାହି ଅଂଚଳରେ ନିଜ ପୁଅ-ବୋହୂକୁ ବାପାର ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣାରେ ଚାଲିଗଲା ବୋହୂ ସସ୍ମିତାଙ୍କ ଜୀବନ । ପୁଅ ମୃତ୍ୟୁ ସହ ଲଢ଼େଇ କରୁଛି ହସପିଟାଲ୍ ବେଡରେ । 

Father & Son
Elderly Man Sets fire on Son: ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ ! ଚାଲିଗଲା ବୋହୂର ଜୀବନ

ଜଣେ ବାପା । ହେଲେ ପରିଣତ ବୟସରେ ବାପାଟିଏ ଯେ ବନିଯିବ ପିଶାଚ କେହି କେବେ କଳନା କରିନଥିବେ । ଏମିତି ଏକ ବାପା ଯିଏ ନିଜ ଔରସର ସନ୍ତାନକୁ ଜାଳିଦେଇଛି ।

Bizarre Incident
Bizarre Incident: କ୍ରୁରତାର ସବୁ ସୀମା ଟପିଲେ କଳାକାର; ମଞ୍ଚ ଉପରେ ଖାଇଲେ ଜୀଅନ୍ତା ଘୁଷୁରି 

ବର୍ବର...ବିଭତ୍ସ...ମଞ୍ଚ ଉପରେ କଳା ନାଁରେ କଳଙ୍କ ବୋଳି ଦେଲେ କଳାକାର। ଜୀବନ୍ତ ଅଭିନୟର ନିଶା ଏମିତି ଚଢ଼ିଛି ଯେ ମଣିଷତ୍ବର ସବୁ ସୀମା ଯେମିତି ଟପିଯାଇଛନ୍ତି କଳାକାର। 

Man Attempt to Burn Son
Man Attempt to Burn Son: ଟଙ୍କା ପାଞ୍ଚ ହଜାର ପାଇଁ ପୁଅ-ବୋହୂକୁ ଜାଳିଦେଲା ବାପା!

ଦୀନବନ୍ଧୁଙ୍କ ଉପରକୁ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ ବାପା । ପୁଅ ଦୌଡ଼ି ବାହାରକୁ ଆସିବା ବେଳେ ବୋହୂ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

Acid Attack
Acid Attack in Love Affairs: ପ୍ରେମିକା ଦେଲା ପ୍ରେମର ପ୍ରମାଣ; ନୂଆ ପ୍ରେମିକକୁ ଖୁସି କରିବାକୁ ପୂର୍ବତନ ପ୍ରେମିକକୁ ଏସିଡ୍ ଫିଙ୍ଗିଲା

ନୂଆ ପ୍ରେମିକକୁ ପ୍ରେମର ପ୍ରମାଣ ଦେବା ପାଇଁ ରାକ୍ଷସୀ ପାଲଟିଗଲା ପ୍ରେମିକା । ପୁରୁଣା ପ୍ରେମିକର ଛାତିରେ କଣ୍ଟା ଭୁସିବା ସହ ଏସିଡ୍ ଫିଙ୍ଗିଲା । ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା। ପରେ ଏହା ପ୍ରେମ ସଂପର୍କରେ ପରିଣତ ହେଲା। ପ୍ରାୟ ଦେଢ ବର୍ଷ ପରେ ଦୁହେଁ ବ୍ରେକଅପ୍ କରିଦେଲେ। ନୂଆ ପ୍ରେମିକ ମିଳିବା ପରେ ଏମିତି କାଣ୍ଡ କରି ବନ୍ଧା ହେଲା ପ୍ରେମିକା ।

ଫସିଯିବେ କି ଲଲ ?
Bobby Das's Brother: ବଢ଼ିଲା ବବିଙ୍କ ଅଡ଼ୁଆ, ଭାଇଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା

ଜଣେ ଜନୈକ ବ୍ୟକ୍ତି ଲଲଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ଲଲଙ୍କ ନାଁରେ ମୋଟ୍ ୫ଟି ମାମଲା ଅଛି । ତତ୍‌ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମିଳିଛି ।

 Khalistani Terrorist
Khalistani Terrorist Pannun Target: ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ୍, ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ

ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱରକୁ ଧମକ ଦେଇଥିଲା ପନ୍ନୁ । ଭୁବନେଶ୍ୱରରେ ତିନି ଦିନିଆ ସମ୍ମିଳନୀ ଡିଜି ସମ୍ମିଳନୀ ଚାଲିଥିବା ବେଳେ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିଲା ।

IT Raid at Julia Patnaik's Office
IT Raid at Julia Patnaik's Office: ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

ଏସ୍‌.ଏନ୍‌ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ ଅଭିଯୋଗ ପାଇଁ ଆଇଟି ରେଡ୍ ହୋଇଛି ।

Air India Pilot Found Dead In Mumbai
Air India Pilot Found Dead In Mumbai; ଅସହ୍ୟ ହେଲା ପ୍ରେମିକର ନିର୍ଯାତନା; ଜୀବନ ହାରିଲେ ୨୫ ବର୍ଷୀୟ ପାଇଲଟ 

ଅଧାରେ ରହିଗଲା ବଡ଼ ପାଇଲଟ୍‌ ହେବାର ସ୍ବପ୍ନ। ଯିଏ ଥିଲା ଜୀବନଠୁ ଅଧିକ ସେ ଦେଲା ପ୍ରତ୍ୟେକ ମୁହୂର୍ତ୍ତରେ କଷ୍ଟ। ଶେଷରେ ମନର ମଣିଷର ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଲେ ଏୟାର ଇଣ୍ଡିଆର ୨୫ ବର୍ଷୀୟ ପାଇଲଟ । 

Khalistani Terrorists
Khalistani Terrorists Target BBSR: ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସାରା ଦେଶର ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀ ସାମିଲ ହେବେ । ତେବେ ୟା ପୂର୍ବରୁ ପନ୍ନୁ ଧମକ ଦେବା ସବୁଠି ହଇଚଇ ସୃଷ୍ଟି କରିଛି ।

ED team attack
Attack on ED Team: ଚଢାଉ ବେଳେ ED ଟିମ୍ ଉପରେ ହମଲା; ଜଣେ ଅଧିକାରୀଙ୍କ ସମେତ ୫ ଆହତ

ଚଢାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକାରୀଙ୍କ ଉପରେ ଆକ୍ରମଣ। ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ଚଢାଉ ବେଳେ ହମଲା କରାଯାଇଛି।

Exam Scam
Major Admission Scam: କପି ପାଇଁ ମହା ଘୋଟାଲା ! ନିଜ କଲେଜରେ ସେଣ୍ଟର କରିବାକୁ ୨ହଜାର ଛାତ୍ରଙ୍କୁ ଛାତ୍ରୀ ଦର୍ଶାଇଲେ

ନିଜ କଲେଜରେ ସେଣ୍ଟର କରିବା ପାଇଁ ବଡ଼ ଘୋଟାଲା। ଝିଅଙ୍କ ବଦଳରେ ପରୀକ୍ଷା ଦେଉଥିଲେ ପୁଅ। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାଥରକେ ୨ହଜାର ଛାତ୍ର ଛାତ୍ରୀଙ୍କ ନାଁରେ ରେଜିଷ୍ଟ୍ରେସନ କରିଥିଲେ।

ରାଜଧାନୀକୁ ଗ୍ରାସିଲା ଶିଶୁ ବିକ୍ରି କଳଙ୍କ !
Child Trafficking in Bhubaneswar: ରାଜଧାନୀକୁ ଗ୍ରାସିଲା ଶିଶୁବିକ୍ରି କଳଙ୍କ, ୪ ବର୍ଷର ଝିଅକୁ ବିକିଦେଲେ ବିହାରୀ ଦଂପତି

ରାଜଧାନୀରେ ହଇଚଇ ! ୪୦ ହଜାର ଟଙ୍କାରେ ପିଲା ବିକ୍ରି ! ୪ ବର୍ଷର ଅବୋଧ କନ୍ୟାଶିଶୁକୁ ଅନ୍ୟ ହାତରେ ଟେକିଦେଲେ ବାପା ଓ ସାବତ ମାଆ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏ ଘଟଣା ଘଟିଛି ଖୋଦ୍ ଭୁବନେଶ୍ବର ବଡଗଡ଼ ଥାନା ଅଞ୍ଚଳରେ ।

4-Year-Old Child Allegedly Sold
4-Year-Old Child Allegedly Sold: ରାଜଧାନୀରେ ଚାଞ୍ଚଲ୍ୟ: ପିଲା ବିକ୍ରି ଅଭିଯୋଗ, ୪ ବର୍ଷର ଶିଶୁପୁତ୍ରକୁ ୪୦ ହଜାରରେ ବିକିଲେ ! 

ଭୁବନେଶ୍ବର ବଡ଼ଗଡ଼ ଥାନାରୁ ଆସିଲା ସାଂଘାତିକ ଅଭିଯୋଗ । ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ । 

Loot
Viral Video: ଚୋର ଭକ୍ତ ! ଶନି ଦେବଙ୍କୁ କ୍ଷମା ମାଗିଲା, ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଛୁ’ ମାରିଲା

ଏକ ଅଦ୍ଭୁତ ଚୋରର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯିଏ ମନ୍ଦିର ଦାନ ବାକ୍ସ ଚୋରି ପୂର୍ବରୁ ଭଗବାନଙ୍କୁ ହୋତ ଯୋଡ଼ି କ୍ଷମା ମାଗିଲା। ପରେ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଛୁ ମାରିଲା।

Explosion near Chandigarh bar owned by rapper badshah
Rapper Badshah: ରାପର୍‌ ବାଦଶାହଙ୍କ କ୍ଲବ୍‌ ପାଖରେ ବୋମା ମାଡ଼; ଚାରିଆଡ଼େ ଆତଙ୍କ

ଚଣ୍ଡିଗଡ଼ର ସେକ୍ଟର ୨୬ର ଏକ ନାଇଟ୍ କ୍ଲବ ନିକଟରେ ହୋଇଛି ବୋମା ବିସ୍ଫୋରଣ। ଖବର ପାଇବା ପରେ ଏହି ଅଞ୍ଚଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ଯେ ସନ୍ଦିଗ୍ଧମାନେ ଟାର୍ଗେଟ୍‌ କରିଥିବା କ୍ଲବ୍‌ ହେଉଛି ରାପର୍‌ ତଥା ଗାୟକ ବାଦଶାହଙ୍କର।

Digital Arrest
Digital Arrest: ବୃଦ୍ଧାଙ୍କୁ ଡିଜିଟାଲ୍ ଆରେଷ୍ଟ କଲେ ସାଇବର ଲୁଟେରା; ଠକିନେଲେ ୩.୮ କୋଟି

ନକଲି ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଭୟ ଦେଖାଇ ମହିଳାଙ୍କଠାରୁ ଠକିନେଲେ ୩.୮କୋଟି ଟଙ୍କା। ମାସେରୁ ଅଧିକ ସମୟ ଧରି ଧରି ଠକ କରୁଥିଲା ବ୍ଲାକମେଲ୍।

ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା
Dharamshala MLA Attack: ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ, ଗ୍ରାଉଣ୍ଡ ଜିରୋରେ ପ୍ରମାଣ ଘାଣ୍ଟିଲା ୬ ଜଣିଆ ଟିମ୍

ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା । ଆହୁରି ତେଜିଲା ରାଜନୈତିକ ବୟାନବାଜି ।

Chain Snatcher Arrested
Chain Snatcher Arrested: ଲୁଟ୍ ବେଳେ ଗାଡ଼ିରୁ ପଡ଼ି ମହିଳାଙ୍କ ମୃତ୍ୟୁ ; ୪ ଶହ ସିସିଟିଭି ଦେଖି ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ବର ଏୟାରଫିଲ୍ଡ ଥାନା ଲବଣଗିରିରେ ଚେନ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଦେଖି ଅଭିଯୁକ୍ତକୁ ଗିରଫ କଲା ପୋଲିସ । 

ଦଲାଲ ଦମ୍ପତି ଗିରଫ
Bangladeshi Women in Sex Racket: ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଗିରଫ ଦଂପତିଙ୍କୁ ମଧୁପାଟଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ବିଧାୟକଙ୍କୁ ଆକ୍ରମଣ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
Attack on Dharmashala MLA: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ: ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌

ଧର୍ମଶାଳା ବିଧାୟକଙ୍କୁ କାହିଁକି ହେଲା ଆକ୍ରମଣ ? ଏଥିପାଇଁ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମରେ କ୍ରାଇମବ୍ରାଞ୍ଚର ୨ ଜଣ ଡିଏସପି ଏବଂ ଜଣେ ଇନ୍ସପେକ୍ଟର ରହିଛନ୍ତି ।

Bangladeshi Woman Linked To Sex Trafficking Network
ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ?

କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ।

Bangladeshi Woman Linked To Sex Trafficking Network
Bangladeshi Woman Linked To Sex Trafficking Network: ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ? ରାଜଧାନୀରେ ବୁଲୁଛି ମାଳ ମାଳ ଯୁବତୀଙ୍କ ଫଟୋ

ଟୁଇନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ ? ଦେହ ବ୍ୟବସାୟ ପାଇଁ କଟକ ଓ ଭୁବନେଶ୍ବରକୁ ଭୂସ୍ବର୍ଗ ଭାବେ ଧରିନେଲେଣି କି ବାଂଲା ସୁନ୍ଦରୀ ?