• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manoj Mishra

Manoj Mishra
କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।

Manoj Mishra
ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲେ ‘ପ୍ରଥା’ ଫିଲ୍ମର ପ୍ରଯୋଜିକା, ଜାଣନ୍ତୁ କାରଣ...

ଗତକାଲି ଦେଢଶହରୁ ଅଧିକ ଦର୍ଶକ ଫିଲ୍ମ ଦେଖୁଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୋଷ୍ଟର ବ୍ୟାନର ଚିରିବା ସହ ସୋ ବନ୍ଦ କରିବାକୁ ଧମକ ଦେଇଥିଲେ। ‘ପ୍ରଥା’ ଫିଲ୍ମ ବନ୍ଦ କରି କିଛି ଲୋକ ‘ମାଇଣ୍ଡଗେମ୍’ ଫିଲ୍ମ ଚଲାଇବାକୁ ବି ବାଧ୍ୟ କରିଥିଲେ।

Ollywood
ଆସିଲେନି ମନୋଜ ମିଶ୍ର, ଝୁଲି ରହିଲା ବିବାଦ

ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ।

Ollywood
ବୈଠକକୁ ଆସିଲେନି ମନୋଜ; ନିରାଶ ହେଲା OFDC

ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ। ତେଣୁ ସମାଧାନ ପ୍ରକ୍ରିୟାର ବଲ୍ ଏବେ ମନୋଜଙ୍କ କୋର୍ଟରେ ବୋଲି କହି ହାତ ଟେକି ଦେଇଛନ୍ତି OFDC ଅଧ୍ୟକ୍ଷ।

Ollywood
ଆଜି ପୁଣି ଅଭିନେତା ମନୋଜଙ୍କ ସହ ମୁହାଁମୁହିଁ ପ୍ରଯୋଜକ

ତୁଟିବ କ’ଣ, ତେଜିବାରେ ଲାଗିଛି ଓଲିଉଡ୍ କଳି। ବ୍ୟାନ୍ ଘୋଷିତ ଅଭିନେତା ମନୋଜ ମିଶ୍ର ନା ନରମୁଛନ୍ତି ନା ବ୍ୟାନ୍ ପ୍ରତ୍ୟାହାର ପାଇଁ ପ୍ରଯୋଜକ ରାଜି ହେଉଛନ୍ତି। ତେଣେ ମନୋଜ ମାଗୁଛନ୍ତି ବ୍ୟାନ୍ ପଛର କାରଣ, ଏଣେ ଏହି ନିଷ୍ପତ୍ତି କଙ୍ଗାରୁ କୋର୍ଟ ନୁହେଁ, ବରଂ ଏହା ଆମ ସାମୁହିକ ନିଷ୍ପତ୍ତି, ମନୋଜ ଆସି ଆଲୋଚନା କରନ୍ତୁ ବୋଲି କହିଛି ପ୍ରଯୋଜକ ସଂଘ..

Ollywood
ଓଲିଉଡ୍ କଳିରେ କେବେ ଲାଗିବ ବିରାମ୍ ? ମନୋଜ ପଚାରିଲେ ବ୍ୟାନ୍‌ର କାରଣ..

ତୁଟିବ କ’ଣ, ତେଜିବାରେ ଲାଗିଛି ଓଲିଉଡ୍ କଳି। ବ୍ୟାନ୍ ଘୋଷିତ ଅଭିନେତା ମନୋଜ ମିଶ୍ର ନା ନରମୁଛନ୍ତି ନା ବ୍ୟାନ୍ ପ୍ରତ୍ୟାହାର ପାଇଁ ପ୍ରଯୋଜକ ରାଜି ହେଉଛନ୍ତି।

Manoj Mishra
'ମାଇଣ୍ଡ ଗେମ୍‌କୁ ସାରା ଓଡ଼ିଶାରେ ରିଲିଜ୍ କରାନ୍ତୁ, ତା’ପରେ ଆମେ ବସି ସମାଧାନ କରିବା': ମନୋଜ ମିଶ୍ର

ଟୁଟୁ ନାୟକ ଏକା ନୁହନ୍ତି, ସଂଘର ସହମତିରେ ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି। ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ ବୋଲି କହିଛନ୍ତି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି।

Ollywood Controversy
ତୁଟିବ କି ଓଲିଉଡ୍ କଳି ? ସମାଧାନ ପାଇଁ ଆଗକୁ ଆସିଲେ ଅରିନ୍ଦମ୍

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ?

Ollywood Controversy
ଓଲିଉଡ୍‌ କଳି ସମାଧାନ ପାଇଁ ଆଗକୁ ଆସିଲେ ଅରିନ୍ଦମ୍, ଘର କଳି ଘରେ ତୁଟାଇବାକୁ ମନୋଜଙ୍କୁ ନିବେଦନ

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ? କାଳାକାର ପରିବାର ଭିତରେ ତୁଟିବ କି କଳି?

Actor Arindam Roy
ମୁହଁ ଖୋଲିଲେ ଅରିନ୍ଦମ; ମନୋଜ ମିଶ୍ରଙ୍କୁ ସମସ୍ୟାର ସମାଧାନ ପାଇଁ କଲେ ଅପିଲ୍‌

ବର୍ତ୍ତମାନ ଇଣ୍ଡଷ୍ଟ୍ରି ପାଇଁ ଭଲ ସମୟ ଆସିଛି, ଭଲ ନିର୍ମାତା ଆସିଛନ୍ତି, ତେଣୁ ଆସନ୍ତୁ ଏକାଠି ହୋଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେବା ବୋଲି ମନୋଜଙ୍କୁ ଅପିଲ କରିଛନ୍ତି ଅରିନ୍ଦମ ।

Ollywood
ଓଲିଉଡ୍ କଳିରେ ନେତାଙ୍କ ଏଣ୍ଟ୍ରି ପରେ ଘନେଇଲା ବିବାଦ, ରାଜନୀତି ନ ପୁରାଇବାକୁ ଅଭିନେତାଙ୍କ ନିବେଦନ

ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ।

Manoj Mishra
ତେଜିଲା ବ୍ୟାନ୍‌ ବିବାଦ, ବିଷ ଉଦଗାରିଲେ ଅଭିନେତା ମନୋଜ ମିଶ୍ର

ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କଟକ, ଭୁବନେଶ୍ୱର ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ । ମୋତେ ବ୍ୟାନ୍‌ କରାଯାଇଛି ବୋଲି କିଛି ଚିଠି ପାଇନି: ମନୋଜ ମିଶ୍ର

Babushaan
କଳାକାର କଳିର ସମାଧାନ ପାଇଁ ଅପିଲ୍, ବିବାଦ ନ ବଢ଼ାଇବାକୁ ନିବେଦନ କଲେ ବାବୁସାନ୍

ମନୋଜ ବାବୁଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତ ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି ।

Anubhav Vs Manoj
ମନୋଜ-ଅନୁଭବ କଳି ! ଓଲିଉଡ୍ ବାଦ୍ ବ୍ୟକ୍ତିଗତ ପ୍ରସଙ୍ଗ ନେଇ ମୁହାଁମୁହିଁ

ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ନେଇ ଓଲିଉଡ୍ ଦୁଇଫାଳ । ତେଜିବାରେ ଲାଗିଛି ଓଲିଉଡ୍ କଳାକାରଙ୍କ କଳି ।

Manoj Mishra
ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ

ଓଡ଼ିଶା ଫିଲ୍ମର ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର ବାସନ୍ଦ। ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛନ୍ତି କିଛି ଫିଲ୍ମ ପ୍ରଯୋଜକ ।

fake certificate case
ଖୋଲିବ ତ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ଗୁମର?

ବଲାଙ୍ଗିର ରେ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ତନାଘନା ପୋଲିସ ପରେ କ୍ରାଇମବ୍ରାଞ୍ଚ କାଲି ବଲାଙ୍ଗିର ପହଞ୍ଚିବା ପରେ ଆଜି ପ୍ରଥମେ ପୋଲିସଠୁ ମାମଲା ନେବା ପରେ ତଦନ୍ତ ଆରମ୍ଭ କରି ଦେଇଛି ୫ ଜଣିଆ କ୍ରାଇମ୍ ବ୍ରାଞ୍ଚ ଟିମ୍ । ପ୍ରଥମ ଦଫାରେ ଟିମର ସଦସ୍ୟମାନେ ନକଲି ସାର୍ଟିଫିକେଟର ଅସଲି କାର୍ପଟଦାର ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରକୁ ଯାଇ ଥିଲେ ।

ENews- Tarang\'s \'Samapajira Raghu\' ।Romantic Song Featuring Manoj Mishra, Surjyamayi
ମୁଁ ଦିହ ହେଲେ, ଜୀବନ ତୁ... ମୁଁ ନିଶ୍ୱାସ ହେଲେ ପବନ ତୁ...

ତରଙ୍ଗ ସିନେ ପ୍ରଡକସନ୍ ଆପଣମାନଙ୍କ ପାଇଁ ନେଇ ଆସୁଛି ଏକ ଭିନ୍ନ ସ୍ୱାଦର ରୋମାଟିକ୍ ସିନେମା ‘ସମାପାଜୁର ରଘୁ’। ଯାହାକୁ ଦେଖିବାକୁ ଦର୍ଶକ ଚାହିଁ ରହିଥିବା ବେଳେ ଆଜି ଦେଖନ୍ତୁ ଏହି ରୋମାଟିକ୍ ଟ୍ରାକ୍...

GaapSaap Ep404_01Jan2017
GaapSaap Ep404_01Jan2017

Odishatv is the leading news channel in Odisha. Our Website https://odishatv.in/ Watch Live: http://live.odishatv.in/ SUBSCRIBE to OTV channel https://goo.gl/Ehz6OP Like

Gaap saap Ep430_2July2017
Gaap saap Ep430_2July2017

Odishatv is the leading news channel in Odisha. Our Website https://odishatv.in/ SUBSCRIBE to OTV channel https://goo.gl/Ehz6OP Like us on Facebook https://www.facebook.com/otvnews Circle