• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sub Collector

Balasore Sub Collector
ଦବଙ୍ଗ ସବ୍‌-କଲେକ୍ଚରଙ୍କୁ ଦେଖିଲେ ଡର ଲାଗୁଛି...ବେଆଇନ କାମକୁ ରୋକିବାକୁ ଜୀବନକୁ ଲଗାଉଛନ୍ତି ବାଜି

ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବାଲିମାଫିଆମାନଙ୍କ ଆକ୍ରମଣକୁ ଡରି ନଯାଇ ଦହପଡ଼ାରେ ଥିବା ଏକ ବେଆଇନ୍‌ ଇଟାଭାଟି ଉପରେ ଅତର୍କିତ ଚଢ଼ଉ କରିଥିଲେ କୁନାଲ। ପୂରା ତୟାରି ସହ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ଇଟାଭାଟିକୁ ଭାଙ୍ଗି ଗୁଣ୍ଡ କରିଦେଇଥିଲା। 

Rayagada Sub-Collector Rescues Stranded Elderly Man, Admits Him In Hospital
ଅସହାୟକୁ ଉପଜିଲ୍ଲାପାଳ ଶାହା

ଅଟୋ ବାଲା ଭୁଲିଗଲା ମାନବିକତା, ଆମ୍ୱୁଲାନ୍ସବି ନିଜ କର୍ତ୍ତବ୍ୟ ଭୁଲିଗଲା। ଅସହାୟ ଅସୁସ୍ଥ ବୃଦ୍ଧଙ୍କୁ ରାସ୍ତା କଡରେ ଛାଡି ଚାଲିଯାଇଥିବା ବେଳେ ହସ୍ପିଟାଲ ନେବାକୁ ଆସିଲାନି ଆମ୍ବୁଲାନ୍ସ । ଶେଷରେ ଅସହାୟ ବୃଦ୍ଧ ରୋଗୀଙ୍କୁ ଉଦ୍ଧାର କଲେ ଉପଜିଲ୍ଲାପାଳ I

arindam das
ଅରିନ୍ଦମଙ୍କ ପତ୍ନୀଙ୍କୁ ସହାୟତା ରାଶି ହସ୍ତାନ୍ତର

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କଲା ଜିଲ୍ଲା ପ୍ରଶାସନ । ଅରିନ୍ଦମଙ୍କ ପତ୍ନୀଙ୍କୁ ଏହି ରାଶି ହସ୍ତାନ୍ତର କରିଛନ୍ତି କେନ୍ଦୁଝର ଉପ ଜିଲ୍ଲାପାଳ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

Farmer
କଳାବଜାରୀଙ୍କୁ ଧରିବା ପାଇଁ ବେଶ ବଦଳାଇଲେ ସବ୍‌କଲେକ୍ଟର

ବିଜୟୱାଡ଼ାର ସବ୍‌-କଲେକ୍ଟର ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖୁବ୍‌ ଚର୍ଚ୍ଚା ଚାଲିଛି। କାରଣ ଦୀର୍ଘଦିନ ହେବ ଚାଷୀମାନେ ଲଗାତାର ଅଭିଯୋଗ କରିଆସୁଥିଲେ କି ୟୁରିଆ ଓ ଡ଼ିଏପି ସାରରେ ବ୍ୟାପକ ଅନିୟମିତତା ହେଉଛି। ଆଉ ଅଭିଯୋଗ ପରେ ପ୍ରକୃତ ଘଟଣା କଣ ସେ ସମ୍ପର୍କରେ ଜାଣିବା ଲାଗି ନିଜେ ଚାଷୀ ବେଶ ହୋଇ ଦୋକାନରେ ପହଞ୍ଚିଥିଲେ ସବ୍‌-କଲେକ୍ଚର।