• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

BJP leader Pradip Purohit's exclusive statement
ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା: ପ୍ରଦୀପ ପୁରୋହିତ

CM ପଦ ପାଇଁ ଶନି ମନ୍ଦିର ପୂଜା କଥା ଲିକ୍ ହେବାରୁ ନବଙ୍କୁ ହଟାଗଲା ବୋଲି ସେ କହିଛନ୍ତି।

couple fighting on the street goes viral
ରାସ୍ତା ଉପରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା; ମଜାନେଲେ ଲୋକେ 

କଳି ପାଇଁ ରାଜରାସ୍ତାରେ ଲାଗିଲା ଗହଳି

Cyber Loot
Naukri.Comରେ ଚାକିରି ଖୋଜୁଥିଲେ ! ସାଇବର ଠକେଇର ଶିକାର ହେଲେ...

ଦୁଇ ଜଣଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଆଦାୟ କରିଛି ସାଇବର ଥାନା ପୋଲିସ ।

13-Year-Old Minor Brutally Thrashed, Tortured By Couple In Gurugram
ଛି ଛି ! ଶେଷରେ ଏତେ ତଳକୁ ଖସିଗଲେ ଏହି ଦମ୍ପତି; ନାବାଳିକାଙ୍କୁ ପିଟିଲେ, ଡଷ୍ଟବିନ୍‌ରୁ ଖାଇବାକୁ ବାଧ୍ୟ କଲେ...

ଜଣେ ୧୩ ବର୍ଷୀୟା ଘରୋଇ ସହାୟିକାଙ୍କୁ ଗୁରୁଗ୍ରାମର ଦମ୍ପତି ନିର୍ଯାତନା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଗତ କିଛି ମାସ ଧରି ନାବାଳିକାଙ୍କୁ ସେମାନେ ନିର୍ଯାତନା ଦେଇ ଆସୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

  • Wednesday, 08 February 2023
Woman tied, beaten up in public for meeting 'boy' friend in Odisha's Bhubaneswar
ବୟଫ୍ରେଣ୍ଡ୍‌ ପାଖକୁ ଆସିଥିଲେ, ସର୍ବସମ୍ମୁଖରେ ମାଡ଼ ଖାଇ ଫେରିଲେ...

ବୟଫ୍ରେଣ୍ଡ୍‌କୁ ଦେଖା କରିବାକୁ ଆସିଥିଲେ, ହେଲେ ଦେଖା କ’ଣ କରିବେ ଓଲଟା ମାଡ଼ ଖାଇ ଫେରିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଅଟକ ରଖି ତାଙ୍କୁ ବାନ୍ଧିକି ସର୍ବସମ୍ମୁଖରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

NabaDas Murder Case
ମନ୍ତ୍ରୀଙ୍କୁ ମୁଁ ଏମିତି ମାରିଛି

କିଭଳି ନବ ଦାସଙ୍କୁ ଗୁଳି ମାରିଥିଲା, ଖେଳନା ବନ୍ଧୁକ ଧରି ଦେଖାଇଲା ଅଭିଯୁକ୍ତ ଗୋପାଳ। ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀଙ୍କୁ ଗୁଳି କରିଥିଲା ଗୋପାଳ

  • Tuesday, 07 February 2023
 Prime accused Gopal Das shows demo
ମନ୍ତ୍ରୀଙ୍କୁ କେମିତି ମାରିଥିଲା ଗୋପାଳ, ସ୍ପଟ୍‌ରେ ଗୋଟି ଗୋଟି କରି ସବୁ ଦେଖାଇଲା

ଗୁଳି ମାଡ଼ ପରେ କେମିତି ଲୋକଙ୍କୁ ଡରାଇଥିଲା ସେସବୁକୁ ଦେଖାଇଛିା

Son kills paralysed father for urinating on bed
ଏମିତି ପୁଅକୁ ଧିକ୍‌ ! ବେଡ୍‌ରେ ପରିସ୍ରା କରିଦେଲେ ପାରାଲିସିସ୍‌ ବାପା, ତଣ୍ଟି ଚିପି ମାରିଦେଲା ପୁଅ...

୨୦ ‍ବର୍ଷୀୟ ଯୁବକ ନିଜର ପକ୍ଷାଘାତ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବେଡ୍‌ ଉପରେ ବାପା ପରିସ୍ରା କରି ଦେବାରୁ ପୁଅ ଏହି ହତ୍ୟା କରିଥିଲା।

New twist in poacher death in forest dept custody
‘ମୋ ଆଖି ସାମ୍ନାରେ ଧନେଶ୍ୱରଙ୍କୁ ପିଟିପିଟି ମାରିଦେଲେ’

କଟକ ଆଠଗଡ଼ ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍‌। କାଳରାତିର କାହାଣୀ ବଖାଣିଛନ୍ତି ମାଡ଼ରେ ଲହୁଲୁହାଣ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି।

Balasore Sub Collector
ଦବଙ୍ଗ ସବ୍‌-କଲେକ୍ଚରଙ୍କୁ ଦେଖିଲେ ଡର ଲାଗୁଛି...ବେଆଇନ କାମକୁ ରୋକିବାକୁ ଜୀବନକୁ ଲଗାଉଛନ୍ତି ବାଜି

ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବାଲିମାଫିଆମାନଙ୍କ ଆକ୍ରମଣକୁ ଡରି ନଯାଇ ଦହପଡ଼ାରେ ଥିବା ଏକ ବେଆଇନ୍‌ ଇଟାଭାଟି ଉପରେ ଅତର୍କିତ ଚଢ଼ଉ କରିଥିଲେ କୁନାଲ। ପୂରା ତୟାରି ସହ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ଇଟାଭାଟିକୁ ଭାଙ୍ଗି ଗୁଣ୍ଡ କରିଦେଇଥିଲା। 

Athagarh
ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ଲଙ୍କା କାଣ୍ଡ, ଜାଳିଦେଲେ ବିଟ୍ ହାଉସ୍

୫ ଲକ୍ଷ କ୍ଷତିପୂରଣ ସହ ଜଣଙ୍କୁ ଚାକିରି ପ୍ରତିଶ୍ରୁତି ।

Tension erupts in Athagarh
ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନରେ ଏକ ହାତୀ ଶିକାର ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହାକୁ ନେଇ ତାତିଲେ ଲୋକେ । ଜାଳିଦେଲେ ବନବିଭାଗର ବିଟ୍ ହାଉସ...

Naba Das
ନବ ଦାସ ହତ୍ୟା: ସାମ୍ରାଜ୍ୟ ଅକ୍ତିଆର ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ହତ୍ୟା ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ !

କଂଗ୍ରେସ ବି କହିଲା ହତ୍ୟା ପଛରେ ପଲିଟିକାଲ୍ ଲିଙ୍କ । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ କହିଲା ବିଜେଡି ।

Railway Line
ରେଳ ଇଞ୍ଜିନ-ରାସ୍ତା-ବ୍ରିଜ୍‌ ଚୋରି ପରେ ଏବେ ଦୁଇ କିଲୋମିଟର ରେଳ ଲାଇନ୍‌ ଚୋରି

ଏମିତିକି ଏଥିରେ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି । ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

  • Monday, 06 February 2023
  • Bihar
Police Encounter
ଫିଲ୍ମ ଷ୍ଟାଇଲ୍‌ରେ ଚଳାଇଥିଲା ଗୁଣ୍ଡାରାଜ, ପୋଲିସ ପହଞ୍ଚି କଲା ଏନ୍‌କାଉଣ୍ଟର ! ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...

ଦୁର୍ବୃତ୍ତର ଗୋଡ଼କୁ ଗୁଳି କରିଥିଲା ପୋଲିସ । ଆଉ ସେଇଠି ହିଁ ଚିତ୍କାର କରି ତଳେ ପଡ଼ିଯାଇଥିଲା ଦୁର୍ବୃତ୍ତ ।

Drunk BSF jawan shoots toddy seller
ଖଜୁରୀ ତାଡ଼ି ପିଇଲେ ଯବାନ, ୮୦ ଟଙ୍କା ଦେଇନପାରି ଚଳାଇଲେ ୩ ରାଉଣ୍ଡ ଗୁଳି

ବ୍ୟବସାୟୀ ଜଣକ ଟଙ୍କା ମାଗିବାରୁ ଯବାନ ଜଣକ ତାଙ୍କ ସହ ପାଟିତୁଣ୍ଡ କରିଥିଲେ ।

Naba Murder Case
‘ନବଙ୍କ ମୃତ୍ୟୁ ପଛରେ ଉପକୂଳିଆ ବିଜେଡି ନେତା !!’

ନବଙ୍କ ମୃତ୍ୟୁ ପରେ ସୁବାସ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ସରଗରମ ରାଜନୀତି। ସାମ୍ବାଦିକଙ୍କ ପ୍ରଶ୍ନରେ ସିଧାସିଧା ଉପକୂଳିଆ ନେତାଙ୍କ ପାଇଁ ନବଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବିଜେପି ବିଧାୟକ। ଅବଶ୍ୟ କାହାର ନାଁ ସେ ସ୍ପଷ୍ଟ କରିନଥିଲେ ବି ଦଳର ପ୍ରଭାବଶାଳୀ ନେତା ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ବୋଲି କହିଥିଲେ।

Instagram
ଝିଅଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ପଠାଉଥିଲେ ନଗ୍ନ ଛବି, ଏବେ ଧରାପଡ଼ି...

ଦୀପେଶ କୋଲି ନାମକ ଏହି ଯୁବକ ଇନ୍‌ଷ୍ଟ୍ରାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ . . .

Minor boy rapes 58 year old woman, kills her
୧୬ ବର୍ଷ ବାଳକର ଭୟଙ୍କର କାଣ୍ଡ: ହାତ ବାନ୍ଧି ୫୮ ବର୍ଷ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା...

୧୬ ବର୍ଷ ବାଳକର ଭୟଙ୍କର କାଣ୍ଡ। ହାତ ବାନ୍ଧି, ପାଟି ବନ୍ଦ କରି ୫୮ ବର୍ଷୀୟା ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Elephant poaching accused dies in custody
କାଲି ଉଠାଇ ନେଇଥିଲେ, ଆଜି ଆସିଲା ମୃତ୍ୟୁ ଖବର...

ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି।

crime
ଠୁକରା କେ ମେରା ପ୍ୟାର୍‌ . . . ବେଦୀ ଉପରେ ବସିଥିବା କନ୍ୟାକୁ ଗୁଳି ମାରିଲା ପ୍ରେମିକ

ଧୁମଧାମରେ ବିବାହ ଚାଲିଥିବା ବେଳେ ପହଞ୍ଚିଗଲା ପ୍ରେମିକ । କନ୍ୟାକୁ ମାରିଲା ଗୁଳି . .

crime
ଚାରି ପାଞ୍ଚ ଦିନ ଧରି ଆତ୍ମହତ୍ୟା କଥା କହୁଥିଲେ, ଶେଷରେ ଜୀବନ ହାରିଦେଲେ . .

ଗାଁ ଲୋକେ ତାଙ୍କ କଥାକୁ ବିଶ୍ୱା କରୁନଥିଲେ. . .ହେଲେ ସେ ସତରେ ନିଜର ଜୀବନ ନେଇଗଲେ ।

Bombing in Baramunda
ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼

ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ହୋଟେଲ୍ ଉପରକୁ ଦୁଇଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି।