ପୋଲିସ ତଦନ୍ତରୁ ଜଣାପଡିଛି ଯେ ନାକଡୁ ଯାଦବ ଗାଁର ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲା। ଏହା ସତ୍ତ୍ୱେ, ସେ ୧୯୮୯ ମସିହାରେ ଅଷ୍ଟମ ଶ୍ରେଣୀ ପାସ୍ କରିବାର ନକଲି ମାର୍କସିଟ୍ ଦେଖାଇ ହୋମଗାର୍ଡ ଚାକିରି ପାଇଥିଲା। ପୂର୍ବରୁ ସେ ଲୋକାଇ ଯାଦବଙ୍କ ପୁଅ ନାକଡୁ ଯାଦବ ଭାବରେ ଜଣାଶୁଣା ଥିଲା, କିନ୍ତୁ ଚାକିରି ପାଇବା ପରେ ପରିଚୟ ବଦଳିଗଲା।
ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି।
ପ୍ରେମ ପାଇଁ ନିଜ ମାଲିକଙ୍କ ସ୍ତ୍ରୀକୁ ହତ୍ୟା କଲେ ଯୁବକ। କ୍ୟାପିଟାଲ ଥାନା ଝରଣା ବସ୍ତିରେ ହତ୍ୟାକାଣ୍ଡ। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ .
ରାଜଧାନୀର ଶିଶୁପାଳଗଡ଼ରେ ହାତରେ ମାରଣାସ୍ତ୍ର ଧରି ୩ଟି ବାଇକରେ ମାଡ଼ି ଆସୁଛନ୍ତି ୯ ଜଣ ଆସାମାଜିକ ଯୁବକ । ଆଉ, ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି ।
ଜଣେ ବିଚାରପତି ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳିମାରିବା ପରେ ସେ ଜଣେ ସହକର୍ମୀଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେ “ମୁଁ ଆସନ୍ତାକାଲି ଏଠାରେ ରହିବି ନାହିଁ, ମୁଁ ଜେଲ୍ରେ ରହିବି।” ମଙ୍ଗଳବାର ଦିନ ଏହି ମାମଲାରେ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି।