• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Doctor Subhashree death: Father alleges murder, files FIR against alleged boyfriend
ମଦ ସହ ନିଦ ବଟିକା ଦେଇ ମହିଳା ଡାକ୍ତରଙ୍କୁ ମାରିଦେଲେ !

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି।

  • Saturday, 21 January 2023
  • Murder
crime
‘ଯେବେ ଯାଏଁ ଯୌତୁକ ଆଣିବୁନି, ଛୁଆ ବି ଜନ୍ମ କରି ପାରିବୁନି’

ଜୋରଜବରଦସ୍ତି ଗର୍ଭନଷ୍ଟ କରିଦେଲେ ଶାଶୁଘର ଲୋକ । ପୋଲିସ୍‌ ସାମ୍ନାରେ ନିଜ ଦୁଃଖ ବଖାଣି କାନ୍ଦିଲେ ଅସହାୟ ମହିଳା ।

3 police personnel suspended for cannabis trading in Odisha’s Boudh
ଗଞ୍ଜେଇ ପାଇଁ ନିଲମ୍ବିତ ହେଲେ ପୋଲିସ୍‌ ବାବୁ, ସରକାରୀ କ୍ୱାର୍ଟର୍ସରେ ଲୁଚାଇ ଥିଲେ...

ଗଞ୍ଜେଇ କାରବାର ଅଭିଯୋଗରେ ୩ ପୋଲିସ୍ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀଙ୍କୁ ଛାଡ଼ି ଦେଇଥିଲେ ଫାଣ୍ଡି ଅଧିକାରୀ। ଏହାପରେ ଗଞ୍ଜେଇ ଏବଂ ଜବତ ବାଇକ୍‌କୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ।

murder
୭ ମାସର ଗର୍ଭବତୀ ‍ଭାଇବୋହୂକୁ ଦୁଷ୍କର୍ମ କରି ନପାରି ତଣ୍ଟି ଚିପି ମାରିଦେଲା ଦେଢ଼ଶୂର

ଏପରି କୁତ୍ସିତ କଦାକାର ମାନସିକତାର ମଣିଷକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ।

Woman Allegedly Gang Raped In Keonjhar
ଭାଇ ସହ ଯାଉଥିଲେ, ଉଠାଇ ନେଇ ଗଣଦୁଷ୍କର୍ମ ! ଡାକ୍ତରୀ ମାଇନା ପାଇଁ ବାରଦ୍ୱାର ହେଲେ ପୀଡ଼ିତା...

ସମ୍ପର୍କୀୟ ଭାଇଙ୍କ ସହ ଯାଉଥିବା ବେଳେ ମହିଳାଙ୍କୁ ଉଠାଇ ନେଇ ୩ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

Humane Sagar
ପରସ୍ପର ବିରୋଧରେ ଗୋହି ଖୋଳିଲେ ହ୍ୟୁମାନ-ଶ୍ରୀୟା

ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ

Humane Sagar
ଦୁଇ ଦିନର ସମୟ ଯୋଡ଼ି ଦେବ କି ଭଙ୍ଗା ସମ୍ପର୍କ ! ନା ସବୁଦିନ ପାଇଁ ତୁଟିଯିବ ହ୍ୟୁମାନ ଓ ଶ୍ରୀୟାଙ୍କ ପବିତ୍ର ବନ୍ଧନ

କଟକର ଗଳି କନ୍ଦିରୁ ବାହାରି ଏବେ ଏହି ଖବର ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିଛି

Human Sagar Family Dispute
ବୋହୂ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ମାଆ

ଧର୍ମାନ୍ତରୀକରଣ ଅଭିଯୋଗ ସଂପୂର୍ଣ୍ଣ ମିଛ...

Humane Sagar after coming out of Police Station
ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଛ କହିଲେ ଗାୟକ

Humane Sagar family dispute
'ଝିଅର ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲେ ହ୍ୟୁମାନ ସାଗର'

ଡର ଲାଗୁଛି, କାଳେ ଭବିଷ୍ୟତରେ ପୁଣି କିଛି ନକରିଦେବ।

OTV Reporter Threaten By IIC Jajpur
OTV ରିପୋର୍ଟରଙ୍କୁ ପୋଲିସ୍‌ବାବୁଙ୍କ ଧମକ- ‘ଚିହ୍ନିଛୁ ମୁଁ କିଏ ? ମାରି ଶୁଆଇ ଦେବି’

ସାମ୍ବାଦିକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ମାରି ଶୁଆଇ ଦେବି ବୋଲି ଧମକ ଦେଇଛନ୍ତି। OTV ପ୍ରତିନିଧିଙ୍କୁ ଯାଜପୁର ଥାନାଧିକାରୀ ଏହି ଧମକ ଦେଇଛନ୍ତି। 

rape
କଡ଼ା ସୁରକ୍ଷା ସତ୍ତ୍ୱେ ରାଜଧାନୀରେ ଲଜ୍ଜା : ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗର ଦୁଇଦିନ ପରେ ଜଣେ ଗିରଫ

ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ... ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଘେରି ଛାତ୍ର କଂଗ୍ରେସର ଅଣ୍ଡାମାଡ଼...

Horrifying Incident
VIDEO : କ୍ୟାମେରାରେ କଏଦ୍‌ ଲାଇଭ୍‌ ମୃତ୍ୟୁ, ବସ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ

ତୁରନ୍ତ ହସ୍ପିଟାଲ ନେଇଥିଲେ ସୁଦ୍ଧା ବଞ୍ଚାଇ ପାରିନଥିଲେ ଡାକ୍ତର ।

Hockey World Cup 2023: Ticket Sales In Black
ହକି ଟିକେଟ୍‌ କଳାବଜାରୀ: ୨ ଶହକୁ ୨ ହଜାର, ୫ ଶହକୁ ୪ ହଜାର ଟଙ୍କା...

ଭାରତ-ୱେଲ୍ସ ମ୍ୟାଚ୍‌ର ଟିକେଟ୍‌କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି।

Student Ends Life On Video Call In Cuttack
ପ୍ରେମିକାକୁ ଭିଡିଓ କଲ୍‌ କରି ଜୀବନ ହାରିଲେ MCA ଛାତ୍ର ! ଭଡ଼ା ଘରୁ ମିଳିଲା ଝୁଲନ୍ତା ମୃତଦେହ

ଭିଡିଓ କଲ୍‌ କରି ଜୀବନ ହାରିଲେ ଛାତ୍ର ! ମୃତଦେହ ଉଦ୍ଧାର ବେଳେ ମୋବାଇଲ୍‌ ଓ ଲାପ୍‌ଟପ୍ ଖୋଲାଥିବା ଦେଖିବାକୁ ମିଳିଥିଲା। ତେଣୁ ସେ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

  • Wednesday, 18 January 2023
gang rape
ରାଜଧାନୀରେ ଲଜ୍ଜା ! ଦୁଇ ନାବାଳିକାଙ୍କୁ ଦଉଡ଼ିରେ ବାନ୍ଧି ଗଣଦୁଷ୍କର୍ମ

ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କେମିତି ଘଟିଲା, ତାହା ଏବେ ପ୍ରଶ୍ନ

cctv footage
VIDEO : ସିସିଟିଭିରେ କଏଦ୍‌ ଆତଙ୍କର ଚିତ୍ର, ଘର ଆଗରେ ସ୍ୱାମୀସ୍ତ୍ରୀକୁ ହାଣିଲେ ୪ ଦୁର୍ବୃତ୍ତ

କ୍ରାଇମ କ୍ୟାପିଟାଲ ବଲାଙ୍ଗିରରେ କ୍ରାଇମର ଲାଇଭ ଚିତ୍ର....

crime
ଅବସରପ୍ରାପ୍ତ ରେଲୱେ ଅଧିକାରୀଙ୍କ ଘରେ ସିବିଆଇ ରେଡ୍ ! ମିଳିଲା ୧୭ କେଜି ସୁନା, ଦେଢ଼ କୋଟି ଟଙ୍କା

କୁବେର ଅଧିକାରୀଙ୍କ ସମ୍ପତ୍ତି ଦେଖି ସିବିଆଇ ଅଧିକାରୀ ଜଳକା ।

crime
ଯୌତୁକ ଟଙ୍କା ପାଇଁ ସ୍ୱାମୀ ସାଜିଲା ସଇତାନ୍‌ ! ଛୁରୀରେ ସ୍ତ୍ରୀର ତଣ୍ଟି କାଟିବା ପରେ . .

ଗୁରୁତର ଅବସ୍ଥାରେ ସ୍ତ୍ରୀକୁ SCB ସ୍ଥାନାନ୍ତର, ଅଭିଯୁକ୍ତ ଅଟକ

Dog Bite
କୁକୁର ଭୟରେ ତିନି ମହଲାରୁ ଡେଇଁ ପଡ଼ିଲେ ଡେଲିଭରୀ ବୟ, ଚାଲିଗଲା ଜୀବନ...

ଡେଲିଭରୀ ବୟ ସେଠାରେ ପହଞ୍ଚି କବାଟ ବାଡ଼େଇବା ମାତ୍ରେ ପୋଷା କୁକୁରଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । କୁକୁରଟି ଉକ୍ତ ଡେଲିଭରୀ ବୟକୁ ଦେଖି କାମୁଡ଼ିବାକୁ ଗୋଡ଼ାଇଲା ।

Drunken Lady Viral Video
ରାଜଧାନୀ ରାସ୍ତାରେ ଟଳି ଟଳି ଯାଉଥିଲେ ମାତାଲ ଯୁବତୀ, ପୋଲିସ ଉଠାଇନେଲା ! ଦେଖନ୍ତୁ ଭିଡିଓ..

ସଂପୃକ୍ତ ଯୁବତୀ ଏକ ଆଇଟି କମ୍ପାନୀର ଚାକିରିଆ ଓ ଜଣେ ସମ୍ଭ୍ରାନ୍ତ ଘରର ଝିଅ ବୋଲି ମଧ୍ୟ କୁହାଯାଉଛି ।

Crime
ସିଲ୍‌ଭର ସିଟିରେ ସୈତାନୀ କାଣ୍ଡ ! ୨ ବର୍ଷୀୟ ପୁଅର ତଣ୍ଟି କାଟି ସାବତ ମାର ଆତ୍ମହତ୍ୟା

ଦାମ୍ପତ୍ତ୍ୟ କଳିରୁ ଚରମ ନିଷ୍ପତ୍ତି ସନ୍ଦେହ । ସ୍ୱାମୀକୁ ଡାକି ଖୋଳତାଡ଼ କରିପାରେ ପୋଲିିସ ।

murder
ଦୃଶ୍ୟମ୍‌ ଷ୍ଟାଇଲରେ ମର୍ଡର ପ୍ଲଟ୍ : ସ୍ୱାମୀକୁ ହତ୍ୟା କରି ପୋତିଲା, ତା’ଉପରେ ପାଇଖାନା ଟାଙ୍କି ତିଆରି କଲା

ପରକୀୟା ପ୍ରେମ ପାଇଁ ସ୍ୱାମୀଙ୍କୁ ନିର୍ମମ ହତ୍ୟା । ସ୍ତ୍ରୀ ନିଜ ମଥାର ସିନ୍ଦୂର ନିଜେ ହିଁ ପୋଛି ଦେଇଛି ।