• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Car Theft
ଗ୍ୟାଙ୍ଗ୍‌ ଲିଡରର କେମୋଥେରାପି ପାଇଁ ଚୋରି କରିଥିଲେ ୫୦ ଗାଡ଼ି, ଧରିଲା ପୋଲିସ...

ଗ୍ୟାଙ୍ଗ୍‌ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।

ASI Gopal Das
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ ଗିରଫ

ଶେଷରେ ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।

Crime
ଗର୍ଲଫ୍ରେଣ୍ଡକୁ ଲଦାକ୍‌ ଟ୍ରିପ୍‌ରେ ନେବା ପାଇଁ ଆଣ୍ଟି ଦେଲେନି ଟଙ୍କା, ଜୀବନ ନେଇଗଲା ପୁତୁରା..

କୁକୁର ଧରାଇଦେଲା ପ୍ରକୃତ ଦୋଷୀ । ଆଉ ଦୋଷୀକୁ ଧରିବା ପରେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ ।

  • Monday, 30 January 2023
  • Murder
Firing
ମଜାମସ୍ତିରେ ସମସ୍ତେ ଥିଲେ ମସ୍‌ଗୁଲ୍, ତଳେ ଲୋଟିପଡ଼ିଲା ୮ ରକ୍ତ ଜୁଡ଼ୁବୁଡୁ ଶରୀର

ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Naba Das
ଓଡ଼ିଶା ଇତିହାସରେ କଳଙ୍କ, ସାରା ରାଜ୍ୟରେ ଚାଞ୍ଚଲ୍ୟ ! ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି କଲେ ପୋଲିସ୍ ASI 

ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ କର୍ମଚାରୀଙ୍କ ଗୁଳି । ଘଟଣାର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ।

Naba Das Killed
ମନ୍ତ୍ରୀଙ୍କୁ ଗୁଳିମାଡ଼ ନେଇ ରାଜ୍ୟ ସାରା ହଇଚଇ, ବିନ୍ଦୁ ବିସର୍ଗ ବି ଜାଣିପାରିଲାନି ଗୋଇନ୍ଦା ବିଭାଗ ?

ନବଙ୍କ ସହ ପୂର୍ବ ଶତ୍ରୁତା ନା ରହିଛି ଅନ୍ୟ କିଛି ରହସ୍ୟ ? କାହିଁକି ଏତେ ବଡ଼ ଦୁଃସାହସ କଲେ ASI ଗୋପାଳ ?

Naba Das
ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗୁଳି ମାଡ଼ରେ ଉଡ଼ିଗଲା ପ୍ରାଣବାୟୁ

ପୂର୍ବରୁ ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ ।

ASI Gopal Das
ମାନସିକ ରୋଗରେ ଆକ୍ରାନ୍ତ ଥିଲେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ

ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ।

Naba Das
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

ଆଜି ଡ୍ୟୁଟିରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ଗୋପାଳ ।

Fake Doctor
କ୍ୱାକ୍‌ଙ୍କ କବ୍‌ଜାରେ ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ! କେମିତି ନକଲି ଡାକ୍ତର ଚିହ୍ନିବେ ରାଜ୍ୟ ସରକାର ?

କେବେ ସୁଦ୍ଧା ସରିବ ଚିହ୍ନଟ ପ୍ରକ୍ରିୟା ? ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ନେଇ HCଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ ।

female beggar
ଭିକାରୀ ପାଖରେ କୋଟି କୋଟି ଟଙ୍କାର କ୍ୟାସ୍‌ ଓ Luxury Car : ଦେଖିବା ପରେ ପୋଲିସ୍ ଜଳକା

ଏବେ କୋଟିପତି ଭିକାରୀକୁ ବାନ୍ଧିଲା ପୋଲିସ୍‌ ।

Couple Found Hanging In Bargarh
ଝିଅ ମୃତ୍ୟୁର ଦେଢ଼ ମାସ ପରେ ବାପା-ମା’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେକରେ ରଶି ଲଗାଇ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେମାନଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା।

suicide attempt
ମହାନଦୀକୁ ଡେଇଁ ଜୀବନ ଦେଇଦେଲେ ଯୁବତୀ

ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ, ଯୁବତୀଙ୍କ ପରିଚୟ ମିଳିନି

Crime
ଆଶୀର୍ବାଦ ଏମିତି ମାରିଥିଲା ସାଙ୍ଗ ଆଶୁତୋଷକୁ, ସିନ୍‌ ରିକ୍ରିଏସନ୍‌ ବେଳେ ବଖାଣିଲା ଗୋଟି ଗୋଟି ସିନ୍‌

ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି ।

Crime
ଅବୋଧ ଶିଶୁଙ୍କୁ ଅକଥନୀୟ ଅତ୍ୟାଚାର ! ୨ ପିଲାଙ୍କୁ ପିଟି ପିଟି ଲହୁଲହାଣ କଲେ ବାପା-ମାଆ

ପରେ ପାଇଖାନାରେ ବନ୍ଦ କରି ପଳାଇଲେ ବାପା-ମାଆ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଉଦ୍ଧାର କଲା ପୋଲିସ ।

  • Friday, 27 January 2023
  • Child
Man kills 3-year-old son after argument with wife
ଏମିତି ବାପାକୁ ଧିକ୍‌ ! ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ପୁଅକୁ ମାରି ଫାର୍ମ ହାଉସ୍‌ରେ ପୋତିଦେଲେ

ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ୩ ବର୍ଷର ପୁଅକୁ ହତ୍ୟା ପରେ ପୋତି ଦେଲା ସ୍ୱାମୀ। ପ୍ରମାଣ ନଷ୍ଟ ପାଇଁ ପୁଅର ମୃତଦେହକୁ ଫାର୍ମ ହାଉସ୍‌କୁ ନେଇ ସେଠାରେ ପୋତି ଦେଇଥିଲା।

Loot from former India hockey captain Prabodh Tirkey's house: police arrests 5 persons
ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ହକି ତାରକାଙ୍କ ଘରୁ ଚୋରି କରିଥିଲେ, ପୋଲିସ୍‌ ହାତରେ ଧରାପଡ଼ିଗଲେ...

ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକି କରି ଏମାନେ ଚୋରି କରୁଥିଲେ।

  • Friday, 27 January 2023
  • Loot
Saraswati Puja
ସରସ୍ୱତୀ ପୂଜାରେ ହାଇ ଡ୍ରାମା ! ସ୍କୁଲ ଭିତରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

ଦୁଇ ଭଉଣୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି କଙ୍କଡାହାଡ଼ ପୋଲିସ ।

Maoist Surrendered
ସାଧାରଣତନ୍ତ୍ର ଦିବସରେ ୩ ମାଓବାଦୀଙ୍କ ଆତ୍ମ ସମର୍ପଣ

ଗୋଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ଆତ୍ମସମର୍ପଣ । ବହୁ ପରିମାଣର ମାଓ ସାମଗ୍ରୀ ଜବତ କଲା ସୁରକ୍ଷାକର୍ମୀ ।

  • Thursday, 26 January 2023
  • Maoist
Bonded Labor Rescued
ବାରାଣସୀରୁ ୨୧ ଓଡ଼ିଆ ଦାଦନ ଉଦ୍ଧାର, ସେଥିରେ ୧୧ ନାବାଳକ 

ଘର ରାୟଗଡ଼ାକୁ ପଠାଇବାର ବ୍ୟବସ୍ଥା ହେଉଛି । କାମର ଲୋଭ ଦେଖାଇ ଏମାନଙ୍କୁ ନିଆଯାଇଥିଲା ବାରାଣସୀ  ।

Crime
ସରକାରଙ୍କ କଡ଼ା ନିୟମ ! ନିଜ ସନ୍ତାନର ଜୀବନ ନେବାକୁ ବାଧ୍ୟ ହେଲା ବାପା

ଯଦି କୌଣସି ସରକାରୀ ଚାକିରିଆ ଦୁଇରୁ ଅଧିକ ସନ୍ତାନ ଜନ୍ମ କରନ୍ତି ତେବେ ସେମାନଙ୍କ ଚାକିରି ପ୍ରତି ବିପଦ ଆଶଙ୍କା ରହିଛି ।

18-year-old milkman beaten to death in UP
ସବୁ ଦିନ ଭଳି କ୍ଷୀର ବିକି ଘରକୁ ଫେରୁଥିଲେ, ହେଲେ ଜାଣିନଥିଲେ ଆଉ ଘରକୁ ଫେରିବେନି...

ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ। କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି।

4-year-old minor found dead at neighbour’s house
୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା ! ପଡ଼ୋଶୀଙ୍କ ଘରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ନିଖୋଜ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ବାଳକର ମୃତଦେହ ଉଦ୍ଧାର କରାଯାଇଛି।  ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର।