• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Market Building

BMC
BMC ଅଫିସ୍ ଆଗରେ ଧାରଣାରତ ଦିବ୍ୟାଙ୍ଗମାନଙ୍କ ପତ୍ତା ମିଳୁନି !

ବିଏମସି ଅଫିସ୍ ଆସି ବି ଖୋଜାଖୋଜି କରିଛନ୍ତି। ହେଲେ କାହାଠୁ କୌଣସି ସନ୍ତୋଷଜନକ ଉତ୍ତର ପାଇନାହାନ୍ତି।

Bhubaneswar Market Building
ଉଠା ଦୋକାନୀ-ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପୁଣି କଳି

ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ।

market building
୧୯ ଦିନର ଟଣାଓଟରା ପରେ ଖୋଲିଲା ମାର୍କେଟ୍ ବିଲଡିଂ; ବସିପାରିବେନି ଅସ୍ଥାୟୀ ବ୍ୟବସାୟୀ

ଖୋଲିଲା ରାଜଧାନୀର ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ୧୯ ଦିନ ପରେ ପୁଣି ଚଳଚଂଚଳ ହୋଇ ଉଠିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ଆଜି ସକାଳୁ ପ୍ରଥମେ ଛୋଟ ରେଡିମେଡ୍ ଦୋକାନ ଖୋଲିଥିବା ବେଳେ ସନ୍ଧ୍ୟାରେ ସୋରୁମ୍ ମଧ୍ୟ ଖୋଲିଛି । ନିଷ୍ପତ୍ତି ଅନୁସାରେ ଏଣିକି ମାର୍କେଟ୍ ବିଲ୍ଡିଂ ପରିସରରେ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ । ମୋଟ୍ ୧୨ଟି ପଏଣ୍ଟରେ ସ୍ଥାୟୀ ବ୍ୟବସାୟୀ ଓ BMC ମଧ୍ୟରେ ଏକ ଚୁକ୍ତି ହୋଇଛି । ସେପଟେ କିନ୍ତୁ ମାର୍କେଟ୍ ବିଲ୍ଡିଂ ପରିସରରେ ବସିବା ଜିଦ୍‌ରେ ଅଟଳ ରହିଛନ୍ତି ଉଠା ଦୋକାନୀ ।

Unit 2 Market Building
ଖୋଲିଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ, ଶୋ’ ରୁମ୍‌ ବନ୍ଦ

ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ- BMC ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍‌ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ ।

Central Market Building Association protest
ଭୁବନେଶ୍ୱର ଛାତି ଉପରେ ଥିବା ୟୁନିଟ୍-ଟୁ ମାର୍କେଟ୍ ବିଲ୍ଡିଂରେ ତାଲା

ରାଜଧାନୀର ହାର୍ଟ ଅଫ୍ ମାର୍କେଟ୍- ୟୁନିଟ-୨ମାର୍କେଟ୍ ବିଲ୍ଡିଂ। ଯେଉଁଠି ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି ବ୍ୟବସାୟୀ ଓ ଉଠାଦୋକାନୀ। ଦୋକାନ ବନ୍ଦ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାକୁ ଓହ୍ଲାଇଛି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସଏନ୍।

Central Market Building Association
ପୁଣି ତେଜିଲା ଭୁବନେଶ୍ୱର ମାର୍କେଟ ବିଲଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବି

ପୁଣି ତେଜିଲା ଭୁବନେଶ୍ୱର ମାର୍କେଟ ବିଲଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବି । ଅନିର୍ଦ୍ଧିଷ୍ଟକାଳ ଧାରଣାରେ ସେଣ୍ଟ୍ରାଲ ବ୍ୟବସାୟୀ ସଂଘ । ବିଏମ୍ସି କହୁଛି ଆଲୋଚନାରେ ତୁଟିଯିବ ବିବାଦ । ଉଠାଦୋକାନୀଙ୍କ ଜିଦ୍, ଆମ ପାଖେ ଅଛି ହାଇକୋର୍ଟ ଷ୍ଟେ ଅର୍ଡର

Market Building Firemishap
ପୁଣି ମାର୍କେଟ ବିଲ୍ଡିଂରେ ନିଆଁ

ମାର୍କେଟ ବିଲ୍ଡିଂର ଗୋଟିଏ ଦୋକାନରେ ନିଆଁ ଲାଗିଥିବା ସୂଚନା । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି ।

Market Building
ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍‌ ବିଲ୍ଡିଂ

ଅସ୍ଥାୟୀ ଦୋକାନୀଙ୍କୁ ସଂପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘର ଦାବି । ଅସ୍ଥାୟୀ ଦୋକାନୀଙ୍କୁ ନହଟାଇବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ- ସଂଘ ।