• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

KIIT
KIIT Suicide Row: ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା, କିଟ ସାମ୍ନାରେ ପୋଲିସର ଲାଠିମାଡ଼

କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାରେ ମଙ୍ଗଳବାର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାଳନା କରିଛି ପୋଲିସ। ଆତ୍ମହତ୍ୟା ଘଟଣାକୁ ୧୫ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନଥିଲା। ମାମଲା ଶିଥିଳ ପଡି ଯାଇଥିବା ବେଳେ ମଙ୍ଗଳବାର କଂଗ୍ରେସ ସଂଖ୍ୟାଲଘୁ ସେଲ୍ ପକ୍ଷରୁ କିଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

  • Tuesday, 04 March 2025
himani
Himani Narwal Death: ସୁଟକେଶରେ ହିମାନୀଙ୍କ ମୃତ ଶରୀର ନେଉଥିଲା ସଚିନ, ଭାଇରାଲ ହେଉଛି ସିସିଟିଭି ଫୁଟେଜ

ହିମାନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତାଙ୍କୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ମୋବାଇଲ ଚାର୍ଜର ତାରରେ ହିମାନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ। ଫେବୃଆରୀ ୨୭ ତାରିଖରେ ହିମାନୀଙ୍କ ଘରେ ତାଙ୍କୁ ହତ୍ୟା କରିଥିଲା।

Murder
Badhuhatya: ‘ଖାଲି ଝିଅ ଜନ୍ମ କରୁଛୁ... ୫ଟା ହେଲେଣି; ବାପ ଘରୁ ଟଙ୍କା ଆଣ’

ଏମିତି କୁଆଡ଼େ ବାରମ୍ବାର ନାଲି ଆଖି ଦେଖାଇ ଧମକ ଦେଉଥିଲା ସ୍ବାମୀ । ଶାଶୁଘର ଲୋକ ବି ଅକଥନୀୟ ନିର୍ଯାତନା ଦେଉଥିଲେ । ଦୁଃଖ ସହି ସହି ଆଖିର ଲୁହ ପିଇ କଟୁଥିଲା ତନୁସୂୟାଙ୍କ ଦିନ। ଆଉ ଏବେ ସେହି ତନୁସୂୟା ଶବ ପାଲଟିଯାଇଛନ୍ତି ।

Joint Raid
Transport Scam: ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ରେଡ୍, EOW ଓ STF ର ମିଳିତ ଚଢ଼ାଉ

ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ୍ ପଏଣ୍ଟରେ ରେଡ୍ ହେଉଛି। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମର ଗୋପାଳପୁରରେ ମଧ୍ୟ ରେଡ୍ କରିଛନ୍ତି EOW ଏବଂ STF । ଗତକାଲି ବି ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ EOW । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା କରିଥିଲା EOW । 

Marriage
Groom Beat Bride: ବର ମାଗିଲା ବୋଲେରୋ: ବେଦିରେ ଉଡ଼ିଲା ଚେୟାର୍‌

ଉତ୍ତରପ୍ରଦେଶର ରାମପୁର ସ୍ଥିତ ଶୁମାଲି ଅଞ୍ଚଳ। ଏଠାକାର ତ୍ରିଲୋକି ସିଂହ ଦିବାକରଙ୍କ ଝିଅର ବାହାଘର ୬ ମାସ ପୂର୍ବେ ଶାହଜାହାଦ ନଗର ଥାନା ସ୍ଥିତ ଦୁଦାଇରେ ରହୁଥିବା ସୁଭାଷଙ୍କ ସହ ସ୍ଥିର ହୋଇଥିଲା। ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ନଗଦ ଓ ଜିନିଷ ପତ୍ର ଦେବାକୁ କନିଆଁ ପକ୍ଷ ରାଜି ହୋଇଥିଲେ।

Murder
Son killed Father: ବାପାକୁ ଦିଗଡ଼ କଲା; ମୁଣ୍ଡ ଧରି ଥାନାରେ ପହଞ୍ଚିଲା

ଗତକାଲି ବିଳମ୍ବ ରାତିରେ ସାନ ପୁଅ ସମ୍ବୁନାଥ ଧାରୁଆ ଅସ୍ତ୍ରରେ ବାଇଧରଙ୍କ ଉପରେ ଆକ୍ରମଣ କରିଥିଲା। ବାପାକୁ ହାଣି ଦିଗଡ କରିଥିଲା। ବାପାକୁ ହାଣୁଥିବା ଦେଖି ମା’ ଦୌଡ଼ି ଆସିଥିଲା। ପୁଅ କବଳରୁ ନିଜ ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା।

BJD Leader Deepali Criticised for Silence on CBI Probe into Min Naba Das' Murder
ବିଜେଡି ଚାପରେ ଦୀପାଲି ଚେପା !

ବିଜେଡି ଚାପରେ ଦୀପାଲି ଚେପା ! ଖେଲିଲେ ମୁହଁ ଆହୁରି ବଢ଼ିବ ବିପଦ ! ନବଙ୍କ ହତ୍ୟାକୁ ନେଇ ଦୀପାଲିଙ୍କ ହାତ ଖାଲି, ପାଟି ବି ଚୁପ୍‌ । ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବାକୁ କହିଥିବା ଦୀପାଲି ଏବେ ମୁହଁ ବନ୍ଦ କରି ବସିଛନ୍ତି । ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିନି ଦୀପାଲିଙ୍କ ଚିଠି । ଆଉ ଏହାକୁ ନେଇ ପୁଣି ମୁହଁ ଖୋଲିଛନ୍ତି, ବିଜେପି ସାଂସଦ ପ୍ରଦୀପ ପୁରୋହିତ ।

Odisha Woman Allegedly Killed by Husband In-Laws Over Dowry
ଖାଲି କ’ଣ ଝିଅ ଜନ୍ମ କରିବାକୁ ଆସିଛୁ...

ଖାଲି ଝିଅ ଜନ୍ମ କରୁଛୁ... ଗୋଟେ ଗୋଟେ କରି ୫ଟା ଝିଅ ହେଲେଣି... ବାପ ଘରୁ ଟଙ୍କା ଆଣ୍... ମୋର ଯୌତୁକ ଦରକାର... ଖାଲି କ’ଣ ଝିଅ ଜନ୍ମ କରିବାକୁ ଆସିଛୁ... ୪ଟା ଝିଅ ସିନା ନାହାନ୍ତି, ହେଲେ ଏବେ ତ ଜଣେ ଅଛି...  

Uttar Pradesh Groom Physically Assaults Bride Over Denying Dowry
ବେଦି ଉପରେ ବୋଲେରୋ ଡିମାଣ୍ଡ କରିଥିଲା ବର, ତା’ପରେ...

ଯୌତୁକକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ। ବେଦି ଉପରେ ବୋଲେରୋ ଡିମାଣ୍ଡ କରିଥିଲା ବର। ତା’ପରେ ମଣ୍ଡପ ଉପରେ ହିଁ ବର-କନ୍ୟାଙ୍କ ଆରମ୍ଭ ହୋଇଯାଇଥିଲା ତୁ ତୁ ମେଁ ମେଁ । ଦେଖୁ ଦେଖୁ ଏହା ମହାଭାରତର ରୂପ ନେଇଥିଲା। ହୋଇଥିଲା ଖଣ୍ଡଯୁଦ୍ଧ। ଚାପୁଡା ଉପରେ ପଡିଥିଲା ଚାପୁଡା।

police
Police Encounter: ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି

ମହେଶ ପୁଲିସକୁ ଦେଖି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଓ ଏଥିସହ ପୁଲିସ ଉପରକୁ ଗୁଳି କରିଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ମହେଶର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

Murder
Murder: ପୁଅ ଖେଳିଲା ରକ୍ତର ହୋଲି; ବାପାମା’, ଭଉଣୀକୁ ମାରିଦେଲା

ଗତକାଲି ରାତିରେ କୌଣସି କଥାକୁ ନେଇ ବାପାମା’ଙ୍କ ସହ ବଣ୍ଟିର ବଚସା ହୋଇଥିଲା। ପରେ ବଣ୍ଟି ଉତ୍‌କ୍ଷିପ୍ତ ହୋଇ ବାପାମା’ ଓ ଭଉଣୀକୁ ଘରେ ଥିବା ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା।

Transport scam
Transport scam: ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲା: ବିଜେଡି ନେତା ରାଜା ଚକ୍ରଙ୍କୁ EOW ଜେରା

ଭୁବନେଶ୍ବରସ୍ଥିତ EOW ଅଫିସରେ ତାଙ୍କୁ ଦିନ ୧୧ଟାରୁ ଜେରା ଚାଲିଥିବା ସୂଚନା ମିଳିଛି। ପ୍ରାୟ ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ରାଜା  ଚକ୍ରଙ୍କୁ ଜେରା ହେଉଥିବା ଜଣାପଡ଼ିଛି।

Tattoo
Tattoo in Foreign woman’s; ଧାର୍ମିକ ଭାବନାକୁ ଆଘାତ; ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ

ଭୁବନେଶ୍ୱରର ଏକ ଟାଟୁ ସେଣ୍ଟରରେ ଏଭଳି ଟାଟୁ କରାଇଥିଲେ ଜଣେ ବିଦେଶୀ ମହିଳା। ନିଜ ସୋସାଲ ମିଡିଆ ଆକାଉଣ୍ଟରେ ମହିଳା ଜଣକ ଏହାକୁ ଅପଲୋଡ୍ କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

Thrilling Attack in Bhubaneswar SUV Car Torched in Movie-Style Blaze!
ସାବଧାନ ଭୁବନେଶ୍ୱରବାସୀ

ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ। ଭିଭିଆଇପି ନମ୍ୱର ବ୍ଲାକ ସ୍କୋରପିଓ ଉପରେ ପେଟ୍ରୋଲ ଢାଳିଲେ। ଆଉ ଗୋଟିଏ ଦିଆସିଲରେ ପୂରା ଗାଡ଼ିକୁ ଜାଳି ଛାରଖାର କରିଦେଲେ। ଥରେ ଦେଖନ୍ତୁ ସେ ସମୟରର ଛାତି ଥରା ଦୃଶ୍ୟ ।

Allegations of Misconduct
ଅଧ୍ୟାପକଙ୍କ ଅସଦାଚାରଣରୁ ଜୀବନ ହାରିଲେ!

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚାଲିଛି ପୋଲିସର ତନାଘନା। ପରୀକ୍ଷା ବେଳେ କପି ଚେକିଂ ବାହାନାରେ ଜଣେ ଅଧ୍ୟାପକ ଅସଦାଚରଣ କରିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ଗତକାଲି ତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ତେବେ କଲେଜ କର୍ତ୍ତୃପକ୍ଷ ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

  • Sunday, 02 March 2025
Heartless Woman Beats Mother for Wealth Threatens to Drink Blood
ମାଆକୁ ପିଟିଲା, ରକ୍ତ ପିଇବି କହିଲା

ସମ୍ପତି ଲୋଭରେ ଅନ୍ଧ ହୋଇଯାଇଛି ହରିୟାଣାର ଜଣେ ଝିଅ। ଏପରିକି ନିଜ ଜନ୍ମ କଲା ମା’କୁ ବି ଭୁଲି ଯାଇଛି। ପପର୍ଟି ପାଇଁ  ରକ୍ତ ସମ୍ପର୍କକୁ କରିଦେଇଛି ପର। ପେଟ ଚିରି ଜନ୍ମ ଦେଇଥିବା ନିଜ ମା’କୁ ମାନିସିକ ଓ ଶାରୀରିକ ରୂପେ ଦେଇଛି ନର୍ଯତନା।

  • Sunday, 02 March 2025
Allegations of Misconduct
Girl Student Suicide: ପରୀକ୍ଷା ବେଳେ କପି ଚେକିଂ ଆଳରେ ଅସଦାଚରଣ ! ଜୀବନ ହାରିଲେ ଛାତ୍ରୀ

ପରୀକ୍ଷା ହଲ୍‌କୁ ପ୍ରବେଶ ପୂର୍ବରୁ କପି ଚେକ୍ ବାହାନାରେ ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟ ଥିବା ଜଣେ ପୁରୁଷ ଅଧ୍ୟାପକ ଝିଅକୁ ଏକ ନିରୋଳା ସ୍ଥାନକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ଏକଥା କାହା ଆଗରେ ପ୍ରକାଶ ନକରିବାକୁ ଧମକ ବି ଦେଇଥିଲେ ।

Congress' Himani Narwal Found Dead in Suitcase
ମର୍ଡର ମିଷ୍ଟ୍ରି, ସୁଟ୍‌କେସ୍‌ରେ କଂଗ୍ରେସ ନେତ୍ରୀ

ସୁଟ୍‌କେସରୁ ମିଳିଛି କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ମୃତଦେହ। ରୋହତକର ସାମ୍ପଲ ବସଷ୍ଟାଣ୍ଡ ନିଟକରେ ପଡ଼ିଥିବା ଏକ ନୀଳ ରଙ୍ଗର ବଡ଼ ସୁଟକେଶ ଭିତରୁ ବହାରିଛି ତାଙ୍କ ଶବ। ଏହାକୁ ନେଇ ଚାରିଆଡେ ଖେଳିଯାଇଛି ହଇଚଇ। 

murder
Drishyam Style Murder: ଦୃଶ୍ୟମ ଷ୍ଟାଇଲରେ ମର୍ଡର, ପର ସ୍ତ୍ରୀକୁ ଘରୁ ଭଗେଇ ମାରି କୂଅରେ ଫୋପାଡିଲା

ରୂପବତୀ ଗାଁର ୩୫ ବର୍ଷୀୟା ଦୟା ସାଭାଲିୟା ଘରୁ ସୁନା ଗହଣା ଓ ନଗଦ ୯ ଲକ୍ଷ ଟଙ୍କା ଧରି କେଉଁ ଆଡ଼େ ଚାଲି ଯାଇଥିଲେ। ଏନେଇ ତାଙ୍କ ସ୍ୱାମୀ ବିସାଭଦର ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍‌ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

 Elderly Woman Brutally tortured
Brutality On Mother: ନୃଶଂସତାର ସୀମା ଟପିଲା ଝିଅ, ସମ୍ପତ୍ତି ଲୋଭରେ ମାଆକୁ କାମୁଡ଼ି କହିଲା, ‘ତୋ ରକ୍ତ ପିଇବି’

ସମ୍ପତ୍ତି ଲୋଭରେ ବୃଦ୍ଧା ମାଆକୁ ଅକଥନୀୟ ନିର୍ଯାତନା । ଚାପୁଡା, କାମୁଡା, ବିଧା ମାରିବା ସହ ଚୁଟି ଧରି ଘୋଷାଡିଲା ନିର୍ଦ୍ଦୟ ଝିଅ । ସୋସିଆଲ ମିଡିଆରେ ଭାଇରାଲ ହେଲା ହୃଦୟ ବିଦାରକ ଭିଡ଼ିଓ ।

ପୁଅ ରଚିଲା ଷଡ଼ଯନ୍ତ୍ର
Crime Story: ସମ୍ପତ୍ତି ଲୋଭରେ ବାପାଙ୍କୁ ହତ୍ୟା କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚିଲା ପୁଅ

ଏହି ଭୟ ଯୋଗୁ ଫେବୃଆରୀ ୧୬ ତାରିଖରେ ସେ ହତ୍ୟା ପାଇଁ ତାଙ୍କ ସମ୍ପର୍କୀୟ ଭାଇ ରାଜେଶ ଏବଂ ଛୋଟେଙ୍କୁ ୩୦ ହଜାର ଟଙ୍କା ଦେଇ ହତ୍ୟାକାଣ୍ଡର ଏକ ଡିଲ୍ କରିଥିଲା। ଯୋଜନା ଅନୁଯାୟୀ, ୧୬ ତାରିଖ ରାତିରେ ରାକେଶ ପ୍ରଥମେ ଯାଇ ବାପା କେଉଁଠି ଶୋଇଛନ୍ତି, ଦେଖିଥିଲା। ବାପା ଘର ବାହାରେ ଥିବା ଏକ ବଖରାରେ ଶୋଇଥିବା ବେଳେ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ତାଙ୍କ ଦୁଇ ସମ୍ପର୍କୀୟ ଭାଇ ରାଜେଶ ଓ ଛୋଟେଙ୍କୁ ଆକ୍ରମଣ କରିବାକୁ ପଠାଇଲା।

Body found in suitcase
Body In Suitcase: ହାତରେ ମେହେନ୍ଦୀ, ବେକରେ ଓଢ଼ଣୀ...ସୁଟ୍‌କେଶରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ସୁଟ୍‌କେଶ ଭିତରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ । ହାତରେ ଲାଗିଛି ମେହେନ୍ଦୀ, ବେକରେ ଓଢ଼ଣୀ । ତାଙ୍କୁ କେହି ଗଳାଚିପି ହତ୍ୟା କରିବା ପରେ ସୁଟ୍‌କେଶ ଭିତରେ ମୃତଦେହ ପୁରାଇ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Series Loot
Series Loot: ଯାତ୍ରା ଦେଖୁଥିଲେ ଲୋକେ, ଏଣେ ଗାଁରୁ ଟଙ୍କା ସୁନାଗହଣା ପୋଛିନେଲେ ଚୋର

କଟକ ଜିଲ୍ଲା ବାଙ୍କି ବ୍ଲକ ପୁଇଁଚା ଗ୍ରାମରେ ସିରିଜ୍ ଲୁଟ୍ । ଗାଁରେ ଜାଗର ଯାତ୍ରା ଚାଲିଥିବାବେଳେ ୫ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଚୋର ।

BJP
କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା ?

କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା ? ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ । ଅଧିକ ତଦନ୍ତ ପାଇଁ କରିବେ କି ଆବେଦନ ? ଅସନ୍ତୁଷ୍ଟ ଥିବା ଜଣାଇଲେ ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ସନ୍ତୁଷ୍ଟ ନଥିଲେ ସିବିଆଇ ତଦନ୍ତ ପାଇଁ ଜଣାନ୍ତୁ ବିଜେପି ।

Crime
ATM Loot In Bhubaneswar: ରାତିରେ ତାଡ଼ି ନେଇଥିଲେ ଏଟିଏମ୍‌... ୬ ଜଣଙ୍କୁ ମାସକ ପରେ ଧରିଲା ପୋଲିସ୍‌

ଏଟିଏମ୍‌ ଲୁଟ୍ ନେଇ ଅଭିଯୋଗ ହେବା ପରେ କମିସନରେଟ୍‌ ପୋଲିସ୍‌ ତତ୍ପର ହୋଇଥିଲା। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ପୋଲିସ୍‌ ଏଟିଏମ୍‌ କାଉଣ୍ଟରରେ ଲାଗିଥିବା ସିସିଟିଭିକୁ ଧରି ତଦନ୍ତ ଆରମ୍ଭ କରିଥିଲା। ଆଉ ଶେଷରେ ମୁଖ୍ୟ ଅଭିଯୁକ୍ତ ଦେବୀପାଖରେ ପହଞ୍ଚିଥିଲା ପୋଲିସ୍‌।