ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ। ଭିଭିଆଇପି ନମ୍ୱର ବ୍ଲାକ ସ୍କୋରପିଓ ଉପରେ ପେଟ୍ରୋଲ ଢାଳିଲେ। ଆଉ ଗୋଟିଏ ଦିଆସିଲରେ ପୂରା ଗାଡ଼ିକୁ ଜାଳି ଛାରଖାର କରିଦେଲେ। ଥରେ ଦେଖନ୍ତୁ ସେ ସମୟରର ଛାତି ଥରା ଦୃଶ୍ୟ ।
Published By: Sujit kumar Swain
Last updated: 03 March 2025, 08:40 AM IST
ମହାରାଷ୍ଟ୍ରର ପୁଣେରୁ ପହଲଗାମ ବୁଲିବାକୁ ଆସିଥିଲେ ଆଶାବରୀ । ଆଶାବରୀଙ୍କ କହିବା ଅନୁଯାୟୀ, ଆତଙ୍କୀମାନେ ସ୍ଥାନୀୟ ପୋଲିସ ବର୍ଦ୍ଦିରେ ଥିଲେ ଏବଂ ମାସ୍କ ପିନ୍ଧିଥିଲେ । ଆତଙ୍କୀମାନେ କେବଳ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ । ବିଶେଷକରି ହିନ୍ଦୁମାନଙ୍କୁ ଜବରଦସ୍ତ କଲମା ପଢାଇବାକୁ ଚେଷ୍ଟା କରୁଥିଲେ । ଯେଉଁମାନେ; ପଢି ପାରୁ ନ ଥିଲେ ସେମାନଙ୍କୁ ଗୁଳି ମାରୁଥିଲେ ।