ପ୍ରେମ ନାଁରେ ଧର୍ମ ପରିବର୍ତ୍ତନ ବା ଲଭ୍ ଜିହାଦ୍ ଉଦ୍ୟମ ମାମଲାର ଯେତିକି ଖୋଳତାଡ଼ ହେଉଛି, ଅଭିଯୁକ୍ତର କାର୍ଯ୍ୟକଳାପ ଓ ଗତିବିଧିକୁ ନେଇ ବଢୁଛି ନାନା ଆଶଙ୍କା। ଆତଙ୍କୀ ସଂଗଠନଠୁ ସାଇବର୍ ଅପରାଧ ଯାଏଁ, ଅଭିଯୁକ୍ତ ମହମ୍ମଦ ସମୀର ମନସୁରର ସଂପୃକ୍ତିକୁ ଏଡ଼ାଇ ପାରୁନି କମିଶନରେଟ୍ ପୋଲିସ।
ଲଭ୍ ଜିହାଦ୍ ଭଳି ଜଘନ୍ୟ କାଣ୍ଡର ଅଭିଯୁକ୍ତ ମହମ୍ମଦ୍ ସମୀର୍ ମନସୁରର ରହିଛି କି ଆତଙ୍କୀ ଲିଙ୍କ୍ ? ଜାମ୍ମ-କାଶ୍ମୀରରୁ ଜଗତସିଂହପୁର ଭାୟା ବିହାର । ଚଳାଇ ଆସୁଥିଲା କି ସାଇବର୍ ଅପରାଧର ନେଟୱର୍କ ?
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।
ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।
ଚାଞ୍ଚଲ୍ୟକର ଘଟଣା । ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ! ସରାଇ କାଲେ ଖାନ୍ ଅଞ୍ଚଳର ଘଟଣା ଏଭଳି ଜଘନ୍ୟ ଘଟଣା ଘଟିଛି ବୋଲି କୁହାଯାଉଛି । ଦୁଷ୍କର୍ମ ପରେ ପରିତ୍ୟକ୍ତ ଅଞ୍ଚଳରେ ଫୋପାଡ଼ି ମହିଳାଙ୍କୁ ଦେଇଥିଲେ ।
ଘଟଣାସ୍ଥଳଠୁ କିଛି ଦୂରରେ ଯୁବତୀଙ୍କ ପୋଡ଼ା ପୋଷାକ ଓ ଏକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ହତ୍ୟା କରିବା ପରେ, ଯୁବତୀଙ୍କୁ ୩୧ ଖଣ୍ଡ କରାଯାଇଥିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଲୁଣ ଦେଇ ମାଟିରେ ପୋତାଯାଇଥିବା ଫରେନ୍ସିକ ତଦନ୍ତରୁ ଜଣାପଡ଼ିଛି ।
ସମ୍ବଲପୁରର ଏହି ଝିଅଙ୍କ ଅଭିନବ ପ୍ରୟାସ ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ ଏକ ଅଭିନବ ପ୍ରୟାସ କରିଛନ୍ତି ।
ଯିଏ ଦିନେ ଅନ୍ଯମାନଙ୍କ ସାହାରା ପାଲଟିଥିଲେ, ସେ ନିଜେ ଆଜି ବେସାହାରା। ନେତା ମନ୍ତ୍ରୀଙ୍କ ପାଖରେ ଠିଆ ହୋଇ ଯିଏ ନିଜ ଗାଁ ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ, ସେ ଆଜି ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି। ଏମିତି ଦୁର୍ଭାଗ୍ଯ ଘଟଣା ଘଟିଛି ଗଂଜାମ ଜିଲ୍ଲାର ଜଣେ ମହିଳା ସରପଞ୍ଚଙ୍କ ଭାଗ୍ଯରେ।
ଆଜିକାଲି ମଣିଷ ବି ମଣିଷକୁ ବିନା ସ୍ୱାର୍ଥରେ ଶ୍ରଦ୍ଧା କରୁନି। କିନ୍ତୁ ଇଏ ଏମିତି ଜଣେ ମହିଳା, ଯିଏ ମାଙ୍କଡ଼ ମାନଙ୍କ ପାଇଁ ପାଲଟି ଯାଇଛନ୍ତି ମାଆ। ମାଙ୍କଡ଼ମାନେ ତାଙ୍କ ଘରର ମେମ୍ବର ପରି ଚଳନ୍ତି। ସେମାନେ ତାଙ୍କ କୋଳରେ ବସନ୍ତି, କାଖ ହୁଅନ୍ତି, ମୁଣ୍ଡରେ ବସନ୍ତି । ପୁଣି ଗୋଟିଏ ମାଙ୍କଡ଼ ନୁହେଁ, ପଲ ପଲ ମାଙ୍କଡ଼ଙ୍କ ଭିତରେ ସେ ଖାଦ୍ୟ ବାଣ୍ଟୁଥିବା ଦୃଶ୍ୟ ଦେଖିଲେ ଆପଣଙ୍କ ମନ ଛଳଛଳ ହେଇଯିବ। ଦେଖନ୍ତୁ କିଛି ଦୃଶ୍ୟ।
ସିଧା ଆସିଲେ ଜିଲ୍ଲାପାଳଙ୍କ ଦୁଆରବନ୍ଧରେ ଶୋଇଲେ। କଥା ହେଲା ମତେ ନ୍ୟାୟ ନମିଳିଲା ଯାଏଁ ଏଇଠି ଶୋଇବି। ଦର୍ଶକ ବନ୍ଧୁ ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖର ଦୃଶ୍ୟ