• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Woman

Crime News
ମାଟି ତଳୁ ମିଳିଲା ଟୁକୁଡ଼ା ଟୁକୁଡ଼ା ମୃତଦେହ; କିଏ କଲା ଯୁବତୀଙ୍କୁ ୩୧ ଖଣ୍ଡ ?

ଘଟଣାସ୍ଥଳଠୁ କିଛି ଦୂରରେ ଯୁବତୀଙ୍କ ପୋଡ଼ା ପୋଷାକ ଓ ଏକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ହତ୍ୟା କରିବା ପରେ, ଯୁବତୀଙ୍କୁ ୩୧ ଖଣ୍ଡ କରାଯାଇଥିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଲୁଣ ଦେଇ ମାଟିରେ ପୋତାଯାଇଥିବା ଫରେନ୍ସିକ ତଦନ୍ତରୁ ଜଣାପଡ଼ିଛି ।

Paid Period Leave
ବିଶ୍ୱ ଋତୁସ୍ରାବ ପରିଚ୍ଛନତା ଦିବସ: ଦେୟଯୁକ୍ତ ଛୁଟି ଦାବି କରି ଓଡ଼ିଆ ଝିଅଙ୍କ ଅନ୍‌ଲାଇନ୍‌ କ୍ୟାମ୍ପେନ୍‌

ସମ୍ବଲପୁରର ଏହି ଝିଅଙ୍କ ଅଭିନବ ପ୍ରୟାସ ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ ଏକ ଅଭିନବ ପ୍ରୟାସ କରିଛନ୍ତି ।

Odisha Woman Sarpanch Begs For A Living
ଦୁଆର ଦୁଆର ବୁଲି ଭିକ୍ଷା ମାଗୁଛନ୍ତି ମହିଳା ସରପଞ୍ଚ, ଦିନେ ବାଣ୍ଟୁଥିଲେ, ଆଜି ହାତ ପାତୁଛନ୍ତି

ଯିଏ ଦିନେ ଅନ୍ଯମାନଙ୍କ ସାହାରା ପାଲଟିଥିଲେ, ସେ ନିଜେ ଆଜି ବେସାହାରା। ନେତା ମନ୍ତ୍ରୀଙ୍କ ପାଖରେ ଠିଆ ହୋଇ ଯିଏ ନିଜ ଗାଁ ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ, ସେ ଆଜି ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି। ଏମିତି ଦୁର୍ଭାଗ୍ଯ ଘଟଣା ଘଟିଛି ଗଂଜାମ ଜିଲ୍ଲାର ଜଣେ ମହିଳା ସରପଞ୍ଚଙ୍କ ଭାଗ୍ଯରେ।

woman carrying monkey
ମାଙ୍କଡ଼ ପ୍ରେମରେ ମୋନାଲିସା, କାଖ ହୁଅନ୍ତି, ମୁଣ୍ଡରେ ବସନ୍ତି

ଆଜିକାଲି ମଣିଷ ବି ମଣିଷକୁ ବିନା ସ୍ୱାର୍ଥରେ ଶ୍ରଦ୍ଧା କରୁନି। କିନ୍ତୁ ଇଏ ଏମିତି ଜଣେ ମହିଳା, ଯିଏ ମାଙ୍କଡ଼ ମାନଙ୍କ ପାଇଁ ପାଲଟି ଯାଇଛନ୍ତି ମାଆ। ମାଙ୍କଡ଼ମାନେ ତାଙ୍କ ଘରର ମେମ୍ବର ପରି ଚଳନ୍ତି। ସେମାନେ ତାଙ୍କ କୋଳରେ ବସନ୍ତି, କାଖ ହୁଅନ୍ତି, ମୁଣ୍ଡରେ ବସନ୍ତି । ପୁଣି ଗୋଟିଏ ମାଙ୍କଡ଼ ନୁହେଁ, ପଲ ପଲ ମାଙ୍କଡ଼ଙ୍କ ଭିତରେ ସେ ଖାଦ୍ୟ ବାଣ୍ଟୁଥିବା ଦୃଶ୍ୟ ଦେଖିଲେ ଆପଣଙ୍କ ମନ ଛଳଛଳ ହେଇଯିବ। ଦେଖନ୍ତୁ କିଛି ଦୃଶ୍ୟ।

Odisha Woman Throws Self At Collector\'s Feet Demanding Justice
ମତେ ଠକିଛ, ମୁଁ ଜିଲ୍ଲାପାଳଙ୍କ ଦୁଆରେ ଧାରଣାରେ ଶୋଇବି

ସିଧା ଆସିଲେ ଜିଲ୍ଲାପାଳଙ୍କ ଦୁଆରବନ୍ଧରେ ଶୋଇଲେ। କଥା ହେଲା ମତେ ନ୍ୟାୟ ନମିଳିଲା ଯାଏଁ ଏଇଠି ଶୋଇବି। ଦର୍ଶକ ବନ୍ଧୁ ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖର ଦୃଶ୍ୟ