Advertisment

କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା ?

କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା ? ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ । ଅଧିକ ତଦନ୍ତ ପାଇଁ କରିବେ କି ଆବେଦନ ? ଅସନ୍ତୁଷ୍ଟ ଥିବା ଜଣାଇଲେ ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ସନ୍ତୁଷ୍ଟ ନଥିଲେ ସିବିଆଇ ତଦନ୍ତ ପାଇଁ ଜଣାନ୍ତୁ ବିଜେପି ।

author-image
Sujit kumar Swain

କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା? ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ । ଅଧିକ ତଦନ୍ତ ପାଇଁ କରିବେ କି ଆବେଦନ ? ଅସନ୍ତୁଷ୍ଟ ଥିବା ଜଣାଇଲେ ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ସନ୍ତୁଷ୍ଟ ନଥିଲେ ସିବିଆଇ ତଦନ୍ତ ପାଇଁ ଜଣାନ୍ତୁ ବିଜେପି ।

Advertisment
Naba Das
Advertisment
Advertisment