ମ୍ୟାରେଜ ସମ୍ପର୍କରେ ଗୁପ୍ତ ରଖିଥିଲେ ଦୀପ୍ତି। ସେ ନିଜ ପ୍ରେମିକା ବା ପ୍ରେମିକାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିନଥିଲେ। ତେଣୁ ରେଶ୍ମା କିମ୍ୱା ତାଙ୍କ ପରିବାର ଲୋକ ଦୀପ୍ତିଙ୍କ ବିବାହ ବିଷୟରେ କିଛି ଜାଣିନଥିଲେ।
ଏ ଚୋର ସାଧାରଣ ଚୋର ନୁହେଁ । ସୁଟ୍ ବୁଟ୍ ପିନ୍ଧି ବିବାହ ମଣ୍ଡପ ଯାଏ । ନିମନ୍ତ୍ରିତ ଅତିଥି ଭଳି ବ୍ୟବହାର କରେ । ମଉକା ଦେଖି ଗହଣାଗାଣ୍ଠି ଓ ଟଙ୍କା ଧରି ଚମ୍ପଟ ମାରେ । ଗହଳି ଭିତରେ ହିଁ ଚୋରି କରେ । ବାରମ୍ୱାର ଏଭଳି ଘଟଣା ଘଟିବା ପରେ ଚିନ୍ତାରେ ପଡିଯାଇଥିଲା ପୋଲିସ୍ । ପୁରୀରେ ହୋଟେଲ୍ କର୍ମଚାରୀ ଏହି ଚୋରକୁ ଧରି ପୋଲିସ୍ ଜିମା ଦେଇଛନ୍ତି ।
ଧଳା ଜହରର ହବ୍ ପାଲଟିଛି ବାଲେଶ୍ବର। ବେଧଡକ୍ ଚାଲିଛି କାରବାର। ରୋକିବାକୁ ଯେମିତି କିହି ନାହିଁ । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଓ ଜଳେଶ୍ୱରରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର କାରବାର ହେଉଛି।
ଓଡ଼ିଶାରେ ପ୍ରସ୍ତୁତ ହୁଏନି ବ୍ରାଉନସୁଗାର, ମାତ୍ର ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାର ଓ ଜଳେଶ୍ୱର ସହରରେ ବିପୁଳ ପରିମାଣରେ ବିକ୍ରି ହେଉଛି। ଏମିତିକି ଏହା କୁଟୀର ଶିଳ୍ପରେ ପରିଣତ ହୋଇଛି।
ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟ ଓ ଘର ପରେ ଏବେ ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ। ପୋଲିସର ନାକ ତଳେ ଲୁଟି ନେଇଛନ୍ତି ୧୦ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ସହ ଅଢେଇ ଲକ୍ଷର ନଗଦ।
ଝାରପଡା ଜେଲରେ ଆଇଟି । ହଂସିତା-ଅନୀଲକୁ ମାରାଥନ ଜେରା, ବଡବଡିଆଙ୍କ ଛାତି ଧଡ଼ଧଡ଼ । ଧୀରେ ଧୀରେ ଖୋଲୁଛି ଠକ ଯୋଡିଙ୍କ ଠକ ସାମ୍ରାଜ୍ୟର ଗୁମର । ସ୍ପଷ୍ଟ ହେଉଛି ବେନାମୀ ସଂପତ୍ତିର ମାଲିକାନା ।
ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟ ଓ ଘର ପରେ ଏବେ ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ। ପୋଲିସର ନାକ ତଳେ ଲୁଟି ନେଇଛନ୍ତି ୧୦ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ସହ ଅଢେଇ ଲକ୍ଷର ନଗଦ। ହୋଟେଲ୍ ସିସିଟିଭିରେ କଏଦ ହୋଇଛି ଲୁଟେରାର ପୁରା କାରନାମା।
ନିଜ ଶାଳୀକୁ ମାରିବା ପାଇଁ ଯୋଜନା କରିଥିଲା ଭିଣୋଇ । ଏଥିପାଇଁ ସେ ୪୦ହଜାର ଟଙ୍କା ଲୋନ୍ କରିଥିଲା ।
ମଲାବେଳେ ବାପା ମୁହଁରେ ପୁଅ ନିଆଁ ଦେବାର ବିଧି ରହିଛି। ତେବେ ମଧ୍ୟ ପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୃଦୟ ଥରିଯିବ। ବାପାଙ୍କ ମୃତ୍ୟୁ ପରେ ବିବାଦ କାରଣରୁ ଶବକୁ ଦୁଇଖଣ୍ଡ କରି କାଟି ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ ଦୁଇ ଭାଇ।
ପୂରା କାର୍ଯ୍ୟାଳୟ ଖୋଲିଥିଲା ସଟ୍ଟାଡନ ହିତେଶ ଜୈନ । ପୋଲିସ ଜବତ କରଥିବା ୨୦ ଟି ମୋବାଇଲ ଓ ତିନୋଟି ଲ୍ୟାପଟପରୁ ଜଣାପଡୁଛି, କେମିତି ଚାଲିଥିଲା ଅନଲାଇନ ଗେମିଂ । ଅଶୀ ଗୁଣ ଫେରସ୍ତର ଲୋଭ ଦେଖାଇ, ଯୁବକ ମାନଙ୍କୁ ଦୀର୍ଘ ଦିନରୁ ଲୁଟି ଆସୁଛି ହିତେଶ । କଣ୍ଟାବାଂଜିରୁ ସଟ୍ଟା କାରବର ଆରମ୍ଭ କରି, ଏବେ ଦୁଇ ତିନୋଟି ରାଜ୍ୟରେ ନିଜର କାରବାର ବଢାଇ ଚାଲିଛି ସଟ୍ଟାଡନ ହିତେଶ ଜୈନ । ତେଣୁ କାହିଁ କେତେ ଦିନରୁ ତିନିଜଣ ବିହାରୀ ଯୁବକଙ୍କୁ ଆଣି କାମରେ ଲଗାଇଥିଲା ହିତେଶ ।
ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଚୋର ତସ୍କରଙ୍କ ଆତଙ୍କ ବଢିବାରେ ଲାଗିଛିା ଚୋରି କରିବାର ଭିନ୍ନ ଭିନ୍ନ ତରିକା ବାହାର କରୁଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା । ପୂର୍ବରୁ ଆପଣ ଦେଖିଥିବେ ଘରର କବାଟ ଭାଙ୍ଗି କାନ୍ଥ ତାଡି ଲୁଟେରା ମାନେ ଲୁଟ କରୁଥିଲେ। ହେଲେ ଏହି ସ୍ମାର୍ଟ ଲୁଟେରା ଗୋଷ୍ଠୀ ଆପଣେଇଥିଲେ ଭିନ୍ନ ଚାଲ୍। ଆଉ ସମସ୍ତଙ୍କ ଆଖିରେ କଳାକନା ଗେଞ୍ଜି ଲୁଟି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା।
ସେଦିନ ଥାଏ ୨୦୦୬ ଫେବ୍ରୁଆରି ୧୦ ତାରିଖ। ଡିଭିଲ ହଠାତ୍ ରଞ୍ଜିନୀଙ୍କ ଉକ୍ତ ଭଡ଼ା ଘରେ ପହଞ୍ଚିଥିଲା। ଡିଭିଲକୁ ଦେଖି ରଞ୍ଜୀନି ଖୁସି ହୋଇଯାଇଥିଲେ। ଯମଜ ସନ୍ତାନଙ୍କ ଜନ୍ମ ପ୍ରମାଣପତ୍ର ଆବଶ୍ୟକତା ଥିବାରୁ ଡାକ୍ତରଖାନାର କାଗଜପତ୍ର ସହିତ ରଞ୍ଜିନୀଙ୍କ ମା ସାନ୍ତାମ୍ମାଙ୍କୁ ଡିଭିଲ୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇଥିଲେ। ସାନ୍ତାମ୍ମା ବାହାରେ ଥିବା ସମୟରେ ରାଜେଶ ପୂର୍ବ ଷଡ଼ଯନ୍ତ୍ର ମୁତାବକ ଡିଭିଲଙ୍କ ସହଯୋଗରେ ରଞ୍ଜିନୀ ଏବଂ ତାଙ୍କ ଦୁଇ ଯମଜ ଶିଶୁଙ୍କୁ ହତ୍ୟା କରିଥିଲା।
ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ରେଡ୍ କରିବା ସହ ଶହେ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ଏହାରି ଭିତରେ ଆୟକର ବିଭାଗ ହାତରେ ୫୮କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ ଲାଗିଥିଲା। ଯେଉଁଥିରେ ୧୭ କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବା ନେଇ ପ୍ରମାଣ ମିଳିଛି ।
ଆଜି ଅପରାହ୍ନରେ ଏମ୍ଡି ଆଲାମ୍ ହୁସେନ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ନିକଟସ୍ଥ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଜାନୁଆରୀ ୧୨ ତାରିଖର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ପୀତାପଲ୍ଲି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ କାର ଛାଡି ଫେରାର ହୋଇଯାଇଥିଲେ ଚାଳକ।
ଉନସୁଗାର କାରବାର ଉପରେ ପୋଲିସର କଡ଼ା ନଜର ପରେ ଏବେ ଗଂଜେଇ କାରବାରରେ ମାତିଛନ୍ତି ନିଶାବେପାରୀ। ଖୋର୍ଦ୍ଧାର ବିଭିନ୍ନ ଥାନା ଅଞ୍ଚଳରୁ ଗତ ମାସକ ଭିତରେ ଅବକାରୀ ବିଭାଗ ପକ୍ଷରୁ ୫ଟି ଗାଡି ସହ ମୋଟ ୭୦ ଲକ୍ଷର ଗଂଜେଇ ଧରାପଡିଛି । ମାମଲାରେ ଏବେସୁଦ୍ଧା ୮ ଅଭିଯୁକ୍ତ ବନ୍ଧା ହୋଇଛନ୍ତି।
ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଭଦେଶ୍ୱରମ୍ରେ ରହିଛି କୋନେରୁ ଲକ୍ଷ୍ମାୟା ଏଜୁକେସନ୍ ଫାଉଣ୍ଡେସନ୍ (KLEF)। ଏହି ଶିକ୍ଷାନୁଷ୍ଠାନଟି ସରକାରୀ ନୁହେଁ, ଡିଇମ୍ଡ ଟୁ ବି ପ୍ରାଇଭେଟ୍ ୟୁନିଭର୍ସିଟି।
ଛାତ୍ରୀ ଜଣକ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଆସିଥିଲେ। ଜାନୁଆରୀରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟ ଯିବେନି ବୋଲି ରୋକ୍ଠୋକ୍ ଭାବେ କହିଥିଲେ। ଘର ଲୋକେ ବିଦ୍ୟାଳୟ ଯିବା ପାଇଁ ଯେତେ କହିଲେ ମଧ୍ୟ ସେ ଯିବା ପାଇଁ ରାଜି ହୋଇନଥିଲେ।
ଚୋର ତ ଚୋର ଆପଣ ଏମାନଙ୍କୁ ସାହାସୀ ଚୋର କହିପାରିବେ । କାରଣ ଏମାନେ ଏମିତି ସେମିତି ନୁହେଁ ବରଂ ବଡ଼ ବିଦ୍ୟୁତ ସମ୍ପର୍ଣ୍ଣ ୧୧ କେଭି ତାର ଓ ଟ୍ରାନ୍ସଫରମରକୁ କରୁଥିଲେ ଟାର୍ଗେଟ୍।
ପୋଲିସ ଗାଡ଼ିକୁ ଲିଫ୍ଟ ମାଗି ଫସିଗଲେ ଲୁଟେରା। ଫସର ଫାଟିଗଲା ସବୁ ଚାଲାକି। ଜବତ ହେଲା ୩ କୋଟି ୫୧ ଲକ୍ଷ ଟଙ୍କା ।
ସରୋଜିନୀଙ୍କ ପାଖକୁ ଆସିଥିବା ଯୁବକ ଜଣକ ସଉଦା ମାଗିଥିଲେ। ଆଉ ସରୋଜିନୀ ସାମଗ୍ରୀ ଆଣିବା ପାଇଁ ଦୋକାନ ଭିତରକୁ ଯାଉଥିବା ବେଳେ ଦୁର୍ବୃତ୍ତ ଜଣକ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ଯାହାର ଓଜଳ ୧୫ ଗ୍ରାମ ହେବ ବୋଲି ଜଣାପଡ଼ିଛି।
ଏହି ମାମଲାରେ MIDC ପୋଲିସ ଏକ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପରିବାର ପକ୍ଷରୁ ଦୁର୍ବ୍ୟବହାରର କୌଣସି ଅଭିଯୋଗ କରାଯାଇ ନାହିଁ ।
ଗିରଫଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ସଦସ୍ୟ ବୁଲୁ ମହାରଣା । CBI ଟିମ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜ୍ୟୋତି ବିହାର ପରିସରରେ ଥିବା ବୁଲୁ ମହାରଣାଙ୍କ ସରକାରୀ ବାସ ଭବନକୁ ସିଲ କରିଛନ୍ତି।
ଚୋର ତ ଚୋର ଆପଣ ଏମାନଙ୍କୁ ସାହାସୀ ଚୋର କହିପାରିବେ । କାରଣ ଏମାନେ ଏମିତି ସେମିତି ନୁହେଁ ବରଂ ବଡ଼ ବିଦ୍ୟୁତ ସମ୍ପର୍ଣ୍ଣ ୧୧ କେଭି ତାର ଓ ଟ୍ରାନ୍ସଫରମରକୁ କରୁଥିଲେ ଟାର୍ଗେଟ୍।
ପୋଲିସକୁ ଲିଫ୍ଟ ମାଗି ଫସିଗଲେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ ସଦସ୍ୟ। ଯାହାଙ୍କୁ ଧରି ସବୁ ତଥ୍ୟ ଉଗାରିବା ପରେ ଜଙ୍ଗଲ ଭିତରୁ ପୁଳା ପୁଳା ନୋଟକୁ ଜବତ କରିଥିଲା କଳାହାଣ୍ଡି ପୋଲିସ। କେମିତି ଥିଲା ପୂରା ଘଟଣା, ଆସନ୍ତୁ ଜାଣିବା...