• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhubneswar

fake incense sticks Seized In Odisha Capital, 2 Arrested
ଭୁବନେଶ୍ୱରରେ ବି ନକଲି; ଅସଲି ବ୍ରାଣ୍ଡ୍ ନାଁ ରେ ଲୋକଙ୍କୁ ଦେଉଥିଲେ ନକଲି ଧୂପକାଠି

ରାଜଧାନୀରୁ ନକଲି ସାମ୍ରାଜ୍ୟ ଠାବ । ଭୁବନେଶ୍ୱର ବରମୁଣ୍ଡା ଏବଂ ବଡଗଡବ୍ରିଟ କଲୋନୀରେ ଥିବା ଗୋଦାମ ଉପରେ ଚଢାଉ ଫଳରେ ବିପୁଳ ପରିମାଣର ଅଗରବତୀ ସହ କଞ୍ଚାମାଲ, ଯନ୍ତ୍ରପାତି ଓ ବିଭିନ୍ନ କମ୍ପାନୀର ଲୋଗୋ ଜବତ ହୋଇଛି ।

Wing Commander Dies
ଆରପାରିରେ ୱିଙ୍ଗ୍ କମାଣ୍ଡର କିରଣ ଶଙ୍କର ସାହୁ

ଆର ପାରିରେ ୱିଙ୍ଗ୍ କମାଣ୍ଡର କିରଣ ଶଙ୍କର ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା

Youth Kidnapped For Ramson Rescued From Laxmi Sagar Area In Bhubaneswar
ଫେଲ୍‌ ମାରିଲା କିଡ୍‌ନାପିଂ ପ୍ଲାନ୍‌: ଉଦ୍ଧାର ହେଲେ ଅପହୃତ ଯୁବକ

ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହୃତ ଯୁବକକୁ ଉଦ୍ଧାର କରାଯାଇଛି । କମିଶନରେଟ୍ ପୋଲିସ ଅପହୃତଙ୍କୁ ଉଦ୍ଧାର କରିବା ସହ ୫ ଜଣ ଅପହରଣକାରୀଙ୍କୁ ଅଟକ ରଖିଛି । ଏନେଇ ପୋଲିସ ଥାନାରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।

Robbers Posing As Customers Loot Cash From Battery Store In Bhubaneswar
ଲୁଟେରା ହବ୍‌ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର; ସୁଟ୍‌ ବୁଟ୍‌ରେ ଆସିଲେ ଲୁଟି ନେଇ ପଳାଇଲେ

ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । ଇନଫୋସିଟି ଥାନା ଅ଼ଞ୍ଚଳର ଶିଖରଚଣ୍ଡୀ ବସ୍ତି ନକଟରେ ଥିବା ଏକ ବ୍ୟାଟେରୀ ଦୋକାନ କ୍ୟାସ ବକ୍ସରୁ ଲୁଟେରା ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

Republic Day full dress rehearsal in Bhubaneswar
ରାଜଧାନୀରେ ଜୋରସୋରରେ ଚାଲିଛି ଫୁଲ୍‌ଡ୍ରେସ୍‌ ରିହର୍ସଲ

ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ ।

Chilly Winter Night Scenes Across Odisha
ରାଜଧାନୀରେ ଶୀତ ରାତିରେ ସବୁ ଶୂନଶାନ୍, ତଥାପି...

ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତର ପ୍ରକୋପରେ ଭୁବନେଶ୍ୱର ସହର ରାତିରେ ଶୂନଶାନ ହୋଇଯାଉଛି । ତଥାପି ଜୀବନ ଜୀବିକା ପାଇଁ ବାହାରିବାକୁ ପଡୁଛି ।

elderly woman and her son allegedly made house arrest since last 7 days
ପୁଅ କାନ୍ଦୁଛି ଭୋ ଭୋ ମାଆକୁ କିଏ କରିଛି ବନ୍ଦୀ?

ମାଉସୀ ଜଣକ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଚାକିରି କାଳରେ ବହୁ ପିଲାଙ୍କୁ ମଣିଷ କରିଛନ୍ତି। ସ୍ୱାମୀ କେବେଠାରୁ ଆରପାରିକୁ ଚାଲିଗଲେଣି। ଆଉ ଏବେ ପରିଣତ ବୟସରେ ତାଙ୍କ ନିଜ ଘରେ ତାଙ୍କୁ ବନ୍ଦି କରି ରଖା ଯାଇଛିଯ। ନୂଆ ବର୍ଷରେ ସମସ୍ତେ ମଉଜ କରୁଥିବା ବେଳେ ୬ଦିନ ହେଲାଣି ତାଙ୍କୁ କେହି ଆସି ବନ୍ଦି କରି ଦେଇ ଯାଇଛି। ବାହାରେ ପୁଅ ଭୋ ଭୋ କାନ୍ଦୁଛନ୍ତି...

A Mission Against Addiction In Odisha
ନିଶା ଛଡାଉଛନ୍ତି ପଟେଲ୍ ସାର

ଦିନେ ଥିଲେ ନିଶାଖୋର୍ । ଆଉ ଏବେ ପାଲଟିଛନ୍ତି ନିଶାଡିଙ୍କ ଉଦ୍ଧାରକର୍ତ୍ତା । ନିଶା ନିବାରଣ କେନ୍ଦ୍ର ଖୋଲି ଶହ ଶହ ଯୁବକ ଯୁବତୀଙ୍କୁ ନିଶା କବଳରୁ ମୁକ୍ତ କଲେଣି ଭୁବନେଶ୍ୱରର ପ୍ରଭୁଦତ୍ତ ପଟେଲ । ପ୍ରାୟ ୨୦ ବର୍ଷ ତଳେ ସେ ଯେଉଁ ନର୍କରେ ପାଦ ଦେଇଥିଲେ ଆଉ ସେ ନର୍କରେ କେହି ପାଦ ନ ଦିଅନ୍ତୁ ବୋଲି ସେ ପ୍ରୟାସ ଚଳାଇଛନ୍ତି ।

A Mission Against Addiction In Odisha
ପଟେଲ୍ ସାରଙ୍କ କଥାରେ ନିଶା ପାଣି ଛାଡୁଛନ୍ତି

ଏ ହେଉଛନ୍ତି ପଟେଲ ସାର। ତାଙ୍କ କଥାରେ ଶହ ଶହ ଅଭ୍ୟାସଗତ ନିଶାଖୋର ବ୍ୟକ୍ତି ନିଶା ଛାଡିସାରିଲେଣି। ଦେଖନ୍ତୁ ତାଙ୍କ ସଫଳ କାହାଣୀ କିପରି ନିଜେ ଥିଲେ ଜଣେ ଅଭ୍ୟାସଗତ ନିଶାଡି, ହେଲେ ଆଜି ଛଡାଉଛନ୍ତି ନିଶା।