• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

Cell Broadcast Alert System creates panic among people in Odisha
ହଠାତ୍‌ ମୋବାଇଲରେ ବାଜିଲା ସାଇରନ୍; ଏମର୍ଜେନ୍ସି ଆଲର୍ଟ ମେସେଜ୍‌କୁ ନେଇ ହଇଚଇ

ମୋବାଇଲ୍ ଫୋନ୍ ଭାଇବ୍ରେସନ୍ ସାଙ୍ଗକୁ ଆଲର୍ଟ ସାଉଣ୍ଡ.... ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ହଠାତ୍ ନିଜ ନିଜ ମୋବାଇଲରେ ଏମିତି ଶବ୍ଦ ଶୁଣିଥିଲେ ଉପଭୋକ୍ତା । ଫୋନ୍ ଦେଖିଲା ବେଳକୁ ସ୍କ୍ରିନରେ ଥିଲା ଏମର୍ଜେନ୍ସି ଆଲର୍ଟ ମେସେଜ୍ ।

  • Wednesday, 25 October 2023
High alert message issued on phones by All India Emergency Alert System
ଫୋନରେ ବାଜୁଛି ବିପର୍ଯ୍ୟୟ ଆଲାର୍ମ

ଲୋକଙ୍କ ମୋବାଇଲରେ ଆଲାର୍ମ ବାଜୁଥିବା ସୂଚନା ମିଳିଛି । ହଠାତ୍‌ କିଁ କିଁ ସାଉଣ୍ଡ୍‌ କରି ମୋବାଇଲ ବାଜି ଉଠୁଛି । ବିପର୍ଯ୍ୟୟ ବେଳେ ଦେଶର ନାଗରିକ ମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି ।

  • Wednesday, 25 October 2023
Emergency Alert
ସାବଧାନ୍‌ ! ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ, ବାଜୁଛି ଆଲାର୍ମ.. ଜାଣନ୍ତୁ କିଏ ଦେଉଛି ସୂଚନା ?

ଫୋନରେ ବାଜୁଛି ବିପର୍ଯ୍ୟୟ ଆଲାର୍ମ ...ବିପର୍ଯ୍ୟୟ ବେଳେ ସବୁ ନାଗରିକଙ୍କ ପାଖରେ ପହଞ୍ଚିବ ସତର୍କ ସୂଚନା ...ସାରାଦେଶରେ ନାଗରିକମାନଙ୍କୁ ସତର୍କ କରାଇବାକୁ ବ୍ୟବସ୍ଥା ...

SBI Technical Issue
ହଇରାଣ ହେଉଛନ୍ତି ଗ୍ରାହକ; ତିନି ଦିନ ହେଲା ଅକାମୀ SBI UPI ସେବା

ପ୍ରତିଦିନ ତାଙ୍କର ବ୍ୟବସାୟରେ ଲକ୍ଷାଧିକ ଟଙ୍କାର ଦେଣନେଣ ହୋଇଥାଏ। ସେଥିରୁ ୮୦ ଭାଗ ଦେଣନେଣ ହୁଏ ୟୁପିଆଇ ଜରିଆରେ । ଶନିବାରଠୁ କିନ୍ତୁ ସବୁ ଠପ୍ ।

America
ଭାରତର ଟେକ୍ନୋଲୋଜି ଉପରେ ନାସାର ନଜର, ଇସ୍ରୋ ମୁଖ୍ୟ କଲେ ଖୁଲାସା

ସ୍ବପ୍ନ ଦେଖିବା ହେଉଛି ସବୁଠାରୁ ସାହସର କାମ । ତାକୁ ସଫଳ କରିବା ତା’ଠାରୁ କଠିନ । ନୂଆ ଭାରତ ସ୍ବପ୍ନ ଦେଖୁଛି ଓ ତାକୁ ସଫଳ କରିବାକୁ କାମ ମଧ୍ୟ କରୁଛି । ଏହାଠାରୁ ବଡ଼ ସଫଳତା ଆଉ କଣ ହୋଇ ପାରେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।

Mission Gaganyaan
ଇସ୍ରୋର ମହତ୍ୱାକାଂକ୍ଷୀ ମିଶନ; ଆସନ୍ତା ୨୧ରେ ଗଗନଯାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍

ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଏହାର ପରୀକ୍ଷଣ ହେବ । ପରୀକ୍ଷଣରେ ଏହି ପ୍ରୋଜେକ୍ଟର କ୍ରିଉ ମଡ୍ୟୁଲକୁ ଅନ୍ତରୀକ୍ଷକୁ ପ୍ରେରଣ ଏବଂ ଏହାକୁ ଭୂପୃଷ୍ଠକୁ ପୁଣି ଥରେ ଫେରାଇବା ଆଣିବା ଅନ୍ତର୍ଭୁକ୍ତ ।

  • Monday, 16 October 2023
  • ISRO
PhonePe, Google Pay, Paytm transactions fail for last 3 days
କାମ କରୁନି UPI ପେମେଣ୍ଟ ! ଫୋନ୍ ପେ’, ପେଟିଏମ୍, ଗୁଗଲ୍ ପେ’ରେ ହେଉନି ଟ୍ରାଞ୍ଜାକ୍ସନ !

ଟଙ୍କା ପଠାଇବା ବେଳେ ବାରମ୍ବାର ଫେଲ୍ ହେବା ସହ ଟେକ୍ନିକାଲ୍‌ ସମସ୍ୟା ଦେଖିବାକୁ ମିଳିଛି । ବିଶେଷ ଭାବେ ଫୋନ୍ ପେ’ରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି । 

Robot
ଯୋଗ ଓ ସୂର୍ଯ୍ୟ ନମସ୍କାର କରୁଛି ରୋବୋଟ୍, ଭିଡିଓ ସେୟାର କଲେ ଏଲନ୍‌ ମସ୍କ

ମସ୍କଙ୍କ କମ୍ପାନୀ ଟେସଲା ହ୍ୟୁମାନୋଇଡ୍ ରୋବୋଟ୍ ଅପ୍ଟିମସର ଏହି ଭିଡିଓ ସେୟାର କରିଛି । ଏଥିରେ ରୋବୋଟ୍ ମଣିଷ ପରି ଅନେକ କାର୍ଯ୍ୟ କରୁଛି। ଘର କାମଠାରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର ଓ ଯୋଗ ମଧ୍ୟ କରୁଛି ।

 whatsapp chat
ମେଟାର ନୂଆ ପ୍ଲାନ୍‌; Whatsappରେ ଗୋଟିଏ ମେସେଜ୍‌ କଲେ ଦେବେ ୪୦ ପଇସା !

ଦୁନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍‌ ହେଉଛି Whatsapp । ଏହି ପ୍ଲାଟଫର୍ମକୁ ୨ଶହ କୋଟି ଲୋକ ପ୍ରତିଦିନ ବ୍ୟବହାର କରିଥା’ନ୍ତି ।

live location
ସ୍ମାର୍ଟଫୋନ୍‌ରୁ ଜାଣିପାରିବେ ସତ, କେଉଁଠି ବୁଲୁଛନ୍ତି ଆପଣଙ୍କ ବନ୍ଧୁ ?

କ’ଣ ଆପଣ ଜାଣନ୍ତି କି ? ଆପଣଙ୍କ ସ୍ମାର୍ଟଫୋନ୍‌ ଜଣାଇଦେବ ଆପଣଙ୍କ ବନ୍ଧୁଙ୍କ ମିଛ ? ଆପଣ ଘରେ ରହି ସ୍ମାର୍ଟଫୋନ୍‌ ଜାରିଆରେ ଜାଣିପାରିବେ ଆପଣଙ୍କ ବନ୍ଧୁ କେଉଁଠି ଅଛନ୍ତି ।

  • Sunday, 17 September 2023
Chandrayaan-2 Orbiter
ଚନ୍ଦ୍ରୟାନ-୨ ଫଟୋ ଉଠାଇଲା ବିକ୍ରମ; ଟ୍ୱିଟରରେ ସେୟାର କରି ISRO ଦେଲା ଅପ୍‌ଡେଟ୍‌

ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ତୃତୀୟ ଚନ୍ଦ୍ର ମିଶନ୍ ଚନ୍ଦ୍ରୟାନ୍-୩ ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ଅଞ୍ଚଳରେ ଅବତରଣ କାରିଥିଲା ।

SBI PO
ଆଉ ଲୋଡ଼ା ନାହିଁ ଡେବିଟ୍ କାର୍ଡ ! UPI ଦ୍ୱାରା ATMରୁ କାଢ଼ିହେବ ଟଙ୍କା, ଦେଖନ୍ତୁ ଭିଡିଓ...

ଏହି ATMରୁ ଡେବିଟ, କ୍ରେଡିଟ କାର୍ଡ ବିନା UPI ଦ୍ୱାରା ଟଙ୍କା ଉଠାଯାଇପାରିବ ।

Chandrayaan-3
ସ୍ଲିପ୍ ମୋଡରେ ରୋଭର ପ୍ରଜ୍ଞାନ; ଚନ୍ଦ୍ରରେ ରାତି ଆସିବା ପୂର୍ବରୁ ଶୁଆଇଦେଲା ଇସ୍ରୋ

ରୋଭରରେ ଥିବା ବ୍ୟାଟେରୀ ଫୁଲ୍ ଚାର୍ଜ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ । ତେବେ ରୋଭରରେ ଥିବା ସୋଲାର ପ୍ୟାନେଲ ଆସନ୍ତା ସୂର୍ଯ୍ୟୋଦୟ ଅର୍ଥାତ ୨୨ ତାରିଖରେ ସୂର୍ଯ୍ୟାଲୋକ ପାଇବ ବୋଲି ଆକଳନ କରାଯାଇଛି ।

 Laika Dog In Space Know Background
ପ୍ରଥମ ଥର ପାଇଁ ମହାକାଶକୁ ଯାଇଥିଲା କୁକୁର ଲାଇକା; ହେଲେ ତା’ପରେ ବନିଗଲା ଇତିହାସ

ଲାଇକା ସ୍ପୁଟନିକ୍ ମହାକାଶଯାନରେ ପୃଥିବୀର କକ୍ଷପଥ ଭ୍ରମଣ କରିଥିଲା । ଏହି ମିଶନ୍ ଜରିଆରେ ସୋଭିଏତ୍ ୟୁନିଅନ୍ ଜାଣିବାକୁ ଚେଷ୍ଟା କରୁଥିଲା ଯେ, ଯଦି ଜଣେ ମଣିଷକୁ ମହାକାଶକୁ ପଠାଯାଏ, ତେବେ ସେ ସେଠାରେ କେତେ ସୁରକ୍ଷିତ ରହିବ ?

  • Saturday, 02 September 2023
  • Space
ISRO  Aditya-L1
ଇତିହାସ ରଚିଲା ଇସ୍ରୋ; ଲଞ୍ଚ ହେଲା ଆଦିତ୍ୟ L1

ନିର୍ଦ୍ଧାରତ ସମୟ ଅନୁସାରେ ଦିନ ୧୧ଟା ୫୦ରେ ‘ଆଦିତ୍ୟ L1’ ଉତ୍‌କ୍ଷେପଣ କରାଯାଇଛି । PSLV-C57ରେ ‘ଆଦିତ୍ୟ L1’ର ଉତ୍‌କ୍ଷେପଣ ହୋଇଛି ।

  • Saturday, 02 September 2023
  • ISRO
ADITYA L1
ମିଶନ୍ ଆଦିତ୍ୟ ପାଇଁ କାଉଣ୍ଟଡାଉନ୍; ଚନ୍ଦ୍ରଯାନ ଭଳି ସୂର୍ଯ୍ୟଯାନରେ ବି ଲାଗିଛି ଓଡ଼ିଶା ଯନ୍ତ୍ର

ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ PSLV-XL କ୍ଲାସ୍ ରକେଟ୍ ।

  • Friday, 01 September 2023
Elon Musk
ହ୍ୱାଟ୍ସଆପ୍‌କୁ ଟକ୍କର ଦେବ କି ଏଲନ୍‌ଙ୍କ ‘X’...

ଏହି ସେବା ପାଇଁ ୟୁଜର୍ସଙ୍କୁ ଫୋନ୍ ନମ୍ବର ଦରକାର ପଡିବନି। ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଖୁବଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ। 

X Elon Musk
‘X’ରେ ହେଲା ବଡ଼ ପରିବର୍ତ୍ତନ, ବିନା ନମ୍ବରରେ କରିହେବ କଲ୍-ଭିଡିଓ କଲ୍

ଅଡିଓ, ଭିଡିଓ କଲ୍ ସୁବିଧା ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଲେ ଏଲନ୍ ମସ୍କ ।

Google Flights
ଗୁଗୁଲର ନୂଆ ଫିଚର, ଏଥିରେ ସବୁଠୁ ଶସ୍ତାରେ କରିପାରିବେ ଫ୍ଲାଇଟ୍‌ ଟିକେଟ୍‌ ବୁକିଂ

ଯାତ୍ରୀମାନେ ଖୁବ୍‌ ସରଳ ଭାବେ ଜାଣିପାରିବେ ତାଙ୍କ ପାଇଁ କେଉଁ ସମୟରେ ଗଲେ ଟିକେଟ ଶସ୍ତା ରହିବ ।

Aditya-L1
ସୂର୍ଯ୍ୟ ମିଶନକୁ ନେଇ ଇସ୍ରୋର ବଡ଼ ଘୋଷଣା; ଶନିବାର ଏହି ସମୟରେ ଲଞ୍ଚ ହେବ 'ଆଦିତ୍ୟ- L1'

ଅଗଷ୍ଟ ୨୬ ତାରିଖ ଦିନ ସେପ୍ଟେମ୍ବର ୨ରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1 ଲଞ୍ଚ୍‌ ହେବାନେଇ ଘୋଷଣା କରାଯାଇଥିଲା । ହେଲେ ସମୟ ଧାର୍ଯ୍ୟ କରିନଥିଲା ଇସ୍ରୋ ।

  • Monday, 28 August 2023
  • ISRO
 ISRO releases graph of temperature variation on lunar surfac
ଜହ୍ନର ଦକ୍ଷିଣ ମେରୁ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ

ଜହ୍ନର ଦକ୍ଷିଣ ମେରୁରେ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ । ତାପମାତ୍ରା ମାପିଲା ସ୍ୱତନ୍ତ୍ର ପେ'ଲୋଡ୍ 'ଚାସ୍ତେ' । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ସ୍ୱତନ୍ତ୍ର ଯନ୍ତ୍ର ଚାସ୍ତେ ପରଖିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା ।

 ISRO releases graph of temperature variation on lunar surfac
ଜହ୍ନର ଦକ୍ଷିଣ ମେରୁ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ

ଜହ୍ନର ଦକ୍ଷିଣ ମେରୁରେ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ । ତାପମାତ୍ରା ମାପିଲା ସ୍ୱତନ୍ତ୍ର ପେ'ଲୋଡ୍ 'ଚାସ୍ତେ' । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ସ୍ୱତନ୍ତ୍ର ଯନ୍ତ୍ର ଚାସ୍ତେ ପରଖିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା ।

ISRO Aditya L1
ISROର ବଡ଼ ଘୋଷଣା; ସେପ୍ଟେମ୍ବର ୨ରେ ଲଞ୍ଚ ହେବ ଆଦିତ୍ୟ L-1

ପୂର୍ବରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ଏହି ମିଶନ ରହିଥିବା କୁହାଯାଇଥିଲା । ଅଭିଯାନ ସଫଳ ହେଲେ ଏହା ସୂର୍ଯ୍ୟ ଉପରେ ଗବେଷଣା ପାଇଁ ମହାକାଶରେ ଅବସ୍ଥାପିତ ପ୍ରଥମ ଭାରତୀୟ ଅବଜର୍ଭେଟରି ହେବ ।

Chandrayaan-3
କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣି

ଏବେସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ୮ ମିଟର ବାଟ ଅତିକ୍ରମ କରିସାରିଲାଣି ବୋଲି ସୂଚନା ଦେଇଛି ଇସ୍ରୋ । ୬ ଚକିଆ ରୋଭରର ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର, ଉଚ୍ଚତା ୩୯.୭ ସେଣ୍ଟିମିଟର ଏବଂ ଓଜନ ୨୬ କେଜି ।

moon mission
ଚନ୍ଦ୍ରୟାନ-୩; ସଫଳତା ପଛରେ ଓଡ଼ିଆ ପୁଅ

୨୦୦୬ରୁ ଶ୍ରୀହରିକୋଟାରେ ମେକାନିକାଲ୍ ଇଞ୍ଜିନିୟର ଥିବା ଦେବାଶିଷ, ଯେଉଁ ଇନ୍ଧନ ଦ୍ୱାରା ସଫଳତାର ସହ PSLV ଉତକ୍ଷେପଣ କରାଯାଇଥିଲା, ସେହି ଇନ୍ଧନ ପାଇଁ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ତଥା ଲିକ୍ୟୁଡ୍ ସରଫକଟାଣ୍ଟ ତିଆରି କାମରେ ଲାଗିଥିଲେ ।