• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

Know How To Found Your Lost Phone
ଏବେ ଚୋର ନିଜେ ଫେରାଇବ ଚୋରି ମୋବାଇଲ୍‌ ! ସହଜ ଉପାୟ କହିଲେ IPS ଅଧିକାରୀ

କିଛି ଲୋକ ଚୋରି ମୋବାଇଲ୍‌ ମିଳିବା ନେଇ ଆଶା ଛାଡ଼ି ଦେଇଥିବା ବେଳେ ଆଉ କିଛି ଲୋକ ଦୀର୍ଘ ଦିନ ଯାଏ ମୋବାଇଲ୍‌ ମିଳିବାର ଆଶା ରଖିଥାନ୍ତି। ହେଲେ ଏବେ ଆପଣଙ୍କୁ ଟେନ୍‌ସନ୍‌ ନେବାର ଆଉ କୌଣସି ଆବଶ୍ୟକତା ନାହିଁ।

  • Thursday, 08 June 2023
AI
ଗୁଗୁଲ ଆଣିଲା AI ଦ୍ୱାରା ପ୍ରସ୍ତୁତ ସିକ୍ୟୁରିଟି ସିଷ୍ଟମ, IT କମ୍ପାନୀ ରହିବେ ଅଧିକ ସୁରକ୍ଷିତ...

ଗୁଗୁଲ କ୍ଲାଉଡ୍‌ ସିକ୍ୟୁରିଟି ଏଆଇ ୱର୍କ ବେଞ୍ଚ ଆରମ୍ଭ କରିବା ନେଇ ଗୁଗୁଲ ନିଜେ ଘୋଷଣା କରିଛି । ଏହା ସ୍ୱୟଂ ଏକ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଯୁକ୍ତ ଫ୍ଲାଟ୍‌ଫର୍ମ ।

India's First Self-Driving Car zPod
ଭାରତ ମାଟିରେ ପ୍ରଥମ କରି ଗଡିଲା ମାନବବିହୀନ ଚାରି ଚକିଆ ଯାନ

ଚାରି ଚକିଆ ଯାନରେ ଯାତ୍ରୀଙ୍କ ବସିବା ଲାଗି ରହିଛି ୪ଟି ସିଟ୍ । ଯାତ୍ରୀ ବସିବା ପରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ପାରୁଛି ଏହି ଜେଡ ପଟ୍ ।

  • Tuesday, 06 June 2023
Apple introduces the 15-inch MacBook Air
ଦୁନିଆର ସବୁଠାରୁ ପତଳା ଲାପ୍‌ଟପ୍‌ MacBook Air ଲଞ୍ଚ କଲା Apple, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌...

ଆପଲ୍‌ ୧୫ ଇଞ୍ଚ ମ୍ୟାକ୍‌ବୁକ୍‌ ଏୟାର ଲଞ୍ଚ୍‌ କରାଯାଇଛି। ଦାବି କରାଯାଉଛି ଯେ, ଏହା ହେଉଛି ଦୁନିଆର ସବୁଠର ପତଳା ୧୫ ଇଞ୍ଚ୍‌ର ଲାପ୍‌ଟପ୍‌। ଯାହାର ଓଜନ ୩.୩ ପାଉଣ୍ଡ(ପାଖାପାଖି ଦେଢ଼ କିଲୋ)

  • Tuesday, 06 June 2023
What is Anti Collision System; How can it prevent rail accidents
ଆଣ୍ଟି କୋଲିଜିଅନ୍ ସିଷ୍ଟମ କ’ଣ; ଏହା କିପରି ରୋକିବ ରେଳ ଦୁର୍ଘଟଣା

କୁହାଯାଉଛିଯେ, “ଆଣ୍ଟି କୋଲିଜିଅନ୍ ସିଷ୍ଟମ ଥିଲେ ଦୁର୍ଘଟଣା ଘଟି ନଥାନ୍ତା”। ତେବେ ଏହି ଆଣ୍ଟି କୋଲିଜିଅନ୍ ସିଷ୍ଟମ ବା ରେଳ ସୁରକ୍ଷା ‘କବଚ’ କ’ଣ? ଏହା କିପରି କାମ କରେ ଜାଣିବା ପାଇଁ ପଢନ୍ତୁ।

Android users alert
ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି କି ? ଏହି ଭାଇରସ୍‌ ହ୍ୟାକ୍‌ କରିପାରେ ଆପଣଙ୍କ କଲ୍‌ ରେକର୍ଡ...

ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଗ୍ୟାଜେଟ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି।

  • Saturday, 27 May 2023
know how to keep yourself safe from WhatsApp scams
ଭୁଲ୍‌ରେ ହ୍ୱାଟ୍ସଆପ୍‌ରେ ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ, ଜାଣନ୍ତୁ କେମିତି ଠକାମିରୁ ବର୍ତ୍ତିବେ...

ଠକମାନଙ୍କ କବଳରୁ ବର୍ତ୍ତିବା ପାଇଁ WhatsApp ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁଜର୍ସ ମଧ୍ୟ ଜାଣିବା ଦରକାର କିଭଳି ସ୍କାମ୍‌ରୁ ବର୍ତ୍ତିବେ ଓ ନିଜ  ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ସୁରକ୍ଷିତ ରଖିବେ।

  • Saturday, 20 May 2023
Cyber Crime, Sanchar Sathi
ଏଣିକି ଖୁବ୍‌ ସହଜରେ ପାଇପାରିବେ ହଜିଯାଇଥିବା ମୋବାଇଲ, ଆସିଲା ‘ସଂଚାର ସାଥି’

ସାଇବର କ୍ରାଇମ ରୋକିବାକୁ ଟେଲିକମ୍ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ସଂଚାର ସାଥୀ ପୋର୍ଟାଲ ।

36 lakh Whatsapp Ban
ବନ୍ଦ ହେଲା ୩୬ ଲକ୍ଷ ଫେକ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ, ଆଗକୁ ଆହୁରି ବନ୍ଦ ହେବ...

ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା ।

WhatsApp New Feature Chat Lock Rolls Out
ଆସିଲା WhatsAppର ନୂଆ ଫିଚର: ଚାଟ୍‌ ଲକ୍‌ କରି ଲୁଚାଇ ପାରିବେ ପ୍ରାଇଭେଟ୍‌ ମେସେଜ୍‌

ମେଟା ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp) ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଦୀର୍ଘ ଦିନ ଧରି ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିବାବେଳେ ବିଟା ଭର୍ସନ ଉପରେ କମ୍ପାନୀ ଏହାକୁ ଦୀର୍ଘ ଦିନ ଧରି ଟେଷ୍ଟ କରୁଥିଲା।

Mobile Safety Tips
ସାବଧାନ ! ଗରମ ହୋଇଯାଉଛି କି ଆପଣଙ୍କ ମୋବାଇଲ୍‌ ? ଆପଣାନ୍ତୁ ଏହି ଉପାୟ...

ବ୍ୟବହାର କରାଯାଉଥିବା କିଛି ମୋବାଇଲ ଗରମ ହୋଇଯାଉଥିବା ଖବର ପ୍ରାୟ ସାମ୍ନାକୁ ଆସୁଛି । ବେଳେବେଳେ ମୋବାଇଲ୍‌ର ବ୍ୟାଟେରୀ ମଧ୍ୟ ବିସ୍ଫୋରଣ ହେଉଛି । ତେଣୁ ମୋବାଇଲ୍‌ ବ୍ୟବହାରକାରୀମାନେ ସତର୍କ ରହିବା ଜରୁରୀ ।

Apple users won’t be able to use key Facebook app
Apple ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଜୁନ୍‌ରୁ ଆଉ ଏହି ସୁବିଧା ମିଳିନପାରେ...

ଆପଲ୍‌ ୱାଚ୍‌ ବ୍ୟବହାର କରି ଆପଣ ମେସେଜ ପଠାଇବା ସହ ଫୋନ୍‌ କଲ୍‌, କଣ୍ଟ୍ରୋଲ ମ୍ୟୁଜିକ୍‌ ସମେତ ଅନେକ ଫିଚରର ବ୍ୟବହାର କରିପାରିବେ।

Twitter To Allow Calls Soon
ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର: ଖୁବ୍‌ଶୀଘ୍ର କଲ୍‌ ସହ ଭିଡିଓ ଚାଟ୍‌ ମଧ୍ୟ କରିପାରିବେ...

ଖୁବ୍‌ଶୀଘ୍ର ଟ୍ୱିଟରରେ ନୁଆ ଫିଚର ସାମିଲ ହେବାକୁ ଯାଉଛି। ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟ୍ୱିଟରର ସିଇଓ ତଥା ବିଜ୍‌ନେସ୍‌ମ୍ୟାନ୍‌ ଏଲନ ମସ୍କ ଏନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Scientists develop AI model that can read human mind
ସାବଧାନ ! ଆପଣ ମନରେ କିଛି ବି ଚିନ୍ତା କରନ୍ତୁ, ତାକୁ ଚଟ୍‌ କି ଧରିଦେବ AI...

ଆପଣ ଏହି କଥା ଶୁଣିଛନ୍ତି କି, ଏବେ AI ଆପଣଙ୍କ ମନ କଥା ବୁଝିପାରିବ । ଆପଣ ମନରେ କ’ଣ ଭାବୁଛନ୍ତି ତାହା AI ଜାଣିପାରିବ । ଆଉ ଆପଣଙ୍କୁ ମଧ୍ୟ ଜଣେଇବ । ତେଣୁ ସାବଧାନ । 

 fake voice calls
ଜରୁରୀ ଅଛି, କିଛି ଟଙ୍କା ପଠାନ୍ତୁ...ଏମିତି ବି ଆସିପାରେ ଆପଣଙ୍କ ବନ୍ଧୁଙ୍କ ନକଲି ଭଏସ୍ କଲ୍, ତା’ପରେ...

ପ୍ରକୃତ କଲ୍ ଏବଂ AI ଦ୍ୱାରା ନିର୍ମିତ ନକଲି ଭଏସ୍ କଲ୍ ମଧ୍ୟରେ ପାର୍ଥକ୍ୟ ଜାଣିବା ଅସମ୍ଭବ । ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ଏହି ନକଲି ଭଏସ୍ କଲ୍ ଯୋଗୁଁ ୮୩ ପ୍ରତିଶତ ଭାରତୀୟ ଟଙ୍କା ହରାଇଛନ୍ତି ।

  • Tuesday, 02 May 2023
  • AI
The Godfather of AI Leaves Google
ଆଗକୁ ଭୟଙ୍କର ବିପଦ ଆଣିବ AI ! ଏମିତି ଚେତାବନୀ ଦେଇ ଗୁଗଲ୍‌ ଛାଡ଼ିଲେ ‘AI ର ଗଡ୍‌ଫାଦର’

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି(Artificial intelligence-AI)ର ଗଡ୍‌ଫାଦର କୁହାଯାଉଥିବା ଜିଓଫ୍ରେ ହିଣ୍ଟନ(Geoffrey Hinton) ଟେକ୍‌ କମ୍ପାନୀ ଗୁଗଲ୍‌(Google)ରୁ ଇସ୍ତଫା ଦେଇଛନ୍ତି।

Big Job Loss In Next 5 years
କ୍ଷତି ସହୁଛନ୍ତି କମ୍ପାନୀ, ଦେଖାଦେବ ବିରାଟ ମାନ୍ଦାବସ୍ଥା ! ୮୦୦ କମ୍ପାନୀ କରିବେ ବଡ଼ ଛଟେଇ

ଯେଉଁ କାମ ପାଇଁ ପୂର୍ବରୂ ୧୦ ଜଣ ଲୋଡ଼ା ପଡ଼ୁଥିଲେ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ସେହି କାମକୁ ଦୁଇ ଜଣ ତୁଲାଇ ପାରିବେ । ତେଣୁ ଏଠାରେ ୮ ଜଣଙ୍କ ଚାକିରି ଯିବା ନିଶ୍ଚିତ ।

Whatsapp New Feature
Whatsapp New Feature: ଏଣିକି ଗୋଟିଏ ନୁହେଁ, ୪ ମୋବାଇଲରେ ସମାନ ହ୍ୱାଟ୍‌ସଆପ୍‌

ଫେସ୍‌ବୁକ୍‌ ଫାଉଣ୍ଡର ମାର୍କ ଜୁକର ବର୍ଗ ନିଜେ ସୋସିଆଲ ମିଡିଆରେ ଲେଖି ସୂଚନା ଦେଇଛନ୍ତି ।

internet
ଶୀଘ୍ର ଶେଷ ହୋଇଯାଉଛି କି ଆପଣଙ୍କ ଡାଟା ? ଜାଣନ୍ତୁ ଏହି ଉପାୟ, ସରିବନି ନେଟ୍‌ପ୍ୟାକ୍ !

ଅନ୍‌ଲାଇନ୍‌ କ୍ଲାସ୍‌ ଦ୍ୱାରା ଘରେ ରହି ପିଲାମାନେ ଏବେ ପାଠ ପଢ଼ୁଛନ୍ତି । ଆଉ ଏଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି । କିଛି ଜରୁରୀ କାମ ପାଇଁ ଆପଣ ଇଣ୍ଟରନେଟ୍‌ ବ୍ୟବହାର ମଧ୍ୟ କରୁଥିବେ। ଆପଣଙ୍କ ଡାଟା ମଧ୍ୟ ଶୀଘ୍ର ସରିଯାଉଛି। ତେବେ ଆପଣଙ୍କ ସ୍ମାର୍ଟ ଫୋନ୍‌ରେ ଆପଣ କିପରି ନେଟ୍‌ପ୍ୟାକ୍ ସଞ୍ଚୟ କରିପାରିବେ, ଜାଣନ୍ତୁ ।

  • Monday, 24 April 2023
Students discovered anti-sleep alarm device for drivers safety
ଦୁର୍ଘଟଣା ରୋକିବ ଡିଭାଇସ୍‌: ଡ୍ରାଇଭରଙ୍କ ଆଖି ଲାଗିଲେ ଭାଙ୍ଗିଦେବ ନିଦ

ମନେକର ଗାଡ଼ି ଚଲାଉଥିବେ, ସେତିକି ବେଳେ ନିଦ ଲାଗିଗଲା... କଣ କରିବେ ?

Twitter Blue Tick
ଦେୟ ନଦେଲେ ଆଜିଠୁ ଆକାଉଣ୍ଟରୁ ହଟିଯିବ ବ୍ଲୁ ଟିକ୍‌ ମାର୍କ !

ଫେସବୁକ୍‌ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍‌ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ତେବେ ଯେଉଁମାନେ ଟ୍ୱିଟର୍‌ ବ୍ଲୁରେ ସବସ୍କ୍ରିପସନ୍‌ କରିନଥିବେ କିମ୍ବା ବ୍ଲୁ ଟିକ୍‌ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଆଜିଠୁ ବ୍ଲୁ ଟିକ୍‌ ହଟିଯିବ । 

Sundar Pichai
Alକୁ ନେଇ ଚିନ୍ତାରେ ଗୁଗୁଲ୍‌ ସିଇଓ : କହିଲେ, ରାତିରେ ଶୋଇପାରୁନି

Alକୁ ନେଇ ଗୁଗୁଲ୍‌ ସିଇଓଙ୍କ ଚେତାବନୀ । ଭୁଲ ହାତକୁ ଗଲେ ବିପଦ ସୃଷ୍ଟି କରିବ Al।

Android devices can now automatically archive
ଏଣିକି ଟେନ୍‌ସନ୍‌ ଫ୍ରି ! ଆଉ ଫୁଲ୍‌ ହେବନି ଫୋନ୍‌ ଷ୍ଟୋରେଜ୍‌, ଜାଣନ୍ତୁ ଉପାୟ...

ଆଣ୍ଡ୍ରଏଡ୍‌ ଡିଭାଇସ୍‌ ପାଇଁ ଗୁଗଲ୍‌(Google) ଏକ ଖାସ୍‌ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ଫିଚରର ନାଁ ‘Auto-Archive’ । ଏକ ବ୍ଲଗ୍‌ ପୋଷ୍ଟ ଜରିଆରେ କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

NASA revealed this is how humans will live on Mars
ମଙ୍ଗଳ ଗ୍ରହରେ ରହିବ ମଣିଷ ! ବାଥରୁମ୍‌ ଓ ବେଡ୍‌ ରୁମ୍‌ର ଫଟୋ ସେୟାର କଲା ନାସା

ମହାକାଶଚାରୀମାନେ ପ୍ରଥମେ ମଙ୍ଗଳ ଗ୍ରହରେ ରହିବାକୁ ଯିବେ।