• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Computer Training

How to shutdown pc or laptop using keyboard
ସ୍ମାର୍ଟ ହେବା ପାଇଁ ଜାଣନ୍ତୁ କମ୍ପ୍ୟୁଟର ବନ୍ଦ କରିବାର ୫ଟି ସହଜ ଉପାୟ

ସାଧାରଣତଃ ଅଧିକାଂଶ ଲୋକ ସେଟିଂକୁ ଯାଇ ସେମାନଙ୍କ ସିଷ୍ଟମକୁ ବନ୍ଦ କରନ୍ତି। ଅଧିକାଂଶ ଲୋକ କିନ୍ତୁ ସିଷ୍ଟମ ବନ୍ଦ କରିବାର ସର୍ଟକଟ୍ କୀ ଜାଣି ନାହାନ୍ତି। ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ସର୍ଟକଟ୍ କୀ ସାହାଯ୍ୟରେ ସେମାନଙ୍କ ସିଷ୍ଟମ ବନ୍ଦ କରନ୍ତି।

World Computer Literacy Day 2023
World Computer Literacy Day: ବ୍ୟକ୍ତି ଏବଂ ସମ୍ପ୍ରଦାୟକୁ କିପରି ସଶକ୍ତ କରେ କମ୍ପ୍ୟୁଟର ଶିକ୍ଷା...

ଆଜିର ଯୁବ ପିଢିଙ୍କ ପାଇଁ କମ୍ପ୍ୟୁଟର ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ କମ୍ପ୍ୟୁଟର ବିଷୟରେ ମୌଳିକ ଜ୍ଞାନ ବିନା ଜଣେ ଯେତେ ସାକ୍ଷର ହେଲେ ମଧ୍ୟ ଜୀବନରେ କିଛି ବି କରିପାରିବେ ନାହିଁ। ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଛୋଟରୁ ବଡ କ୍ଷେତ୍ର ପର୍ଯ୍ୟନ୍ତ କମ୍ପ୍ୟୁଟରର ବ୍ୟବହାର କରୁଛି।

Special Story | Koraput Collector makes provision for computer training to blind students
କମ୍ପ୍ୟୁଟର ଦେଖିନାହାନ୍ତି କିନ୍ତୁ ଟାଇପ୍‌ କରିବାରେ ଏମାନେ ମାଷ୍ଟର....

ଆଖିକୁ ଦେଖାଯାଉନି, କମ୍ପ୍ୟୁଟରକୁ କେବେ ଦେଖିନାହାନ୍ତି। କିନ୍ତୁ ଟାଇପ୍‌ ଏମିତି କରୁଛନ୍ତି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ କେମିତି ଧଡାଧଡ୍‌ ଟାଇପ୍‌ କରୁଛନ୍ତି ଏଇ ଦୃଷ୍ଟିବାଧିତ ପିଲା...

Special Story - Man without sight repairs cycle
ଆଖିକୁ ଦେଖାଯାଉନି...ଅଣ୍ଡାଳି ଅଣ୍ଡାଳି ସଜାଡ଼ୁଛନ୍ତି ସାଇକେଲ୍‌....ଗୀତ ଏମିତି ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବେ...

ଆଖିକୁ ଜମାରୁ ଦେଖାଯାଉନି। କିନ୍ତୁ ନମ୍ବର ୱାନ ସାଇକେଲ୍ ମେକାନିକ୍‌। ନୂଆ ହେଉ କି ପୁରୁଣା...ସାଇକେଲ୍‌ ସଜାଡ଼ିବାରେ ସେ ମାହିର। ଆଉ ୟାଙ୍କ ସାଇକେଲ୍‌ ଦୋକାନକୁ ଯିଏ ଆସିଛି ସିଏ ସାଇକେଲ୍‌ ତ ସଜାଡ଼ିଛି ଆଉ ଦିଲ୍ଲୀପଙ୍କ ସୁମଧୁର ଭଜନ ଓ ଜଣାଣ ଶୁଣି ନିଜକୁ ଧନ୍ୟ ମନେ କରୁଛି...ଦେଖନ୍ତୁ କେମିତି ସାଇକେଲ ସଜାଡ଼ିବା ସହ ଗାଉଛନ୍ତି ଗୀତ ।