ଆପଣଙ୍କ ହାତ ଧରି ଚାଲିବ... ଆପଣଙ୍କ ପୋଷାକର ଯତ୍ନ ନେବ... ଆପଣ ଖାଇଛନ୍ତି କି ନାହିଁ ତାହା ବି ପଚାରି ବୁଝିବ... ଆଉ ଯଦି ଆପଣ କ୍ଳାନ୍ତ ଅନୁଭବ କରନ୍ତି ଘରେ କିଛି କାମ କରିନାହାନ୍ତି ତା’ ବି କରିଦେବ ଏ ନୂଆ ଅତିଥି ।
ଡେଲି ମିରର୍ ରିପୋର୍ଟ ଅନୁଯାୟୀ, ଏହି ରୋବୋଟ୍ଟି ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟରେ ସାହାଯ୍ୟ କରୁଥିଲା। ଟିମ୍ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରୋବଟ୍ ଗୁମି ସହରର ବାସିନ୍ଦାଙ୍କୁ ପ୍ରାୟ ଏକ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା।
ଜଳସୀମା ରୋବୋ ୫ ଶହରୁ ୬ ଶହ ମିଟର ଗଭୀରତାକୁ ଯାଇପାରିବାର କ୍ଷମତା ରଖିଛି । କେବଳ ପାଣି ଭିତରେ ଏହା ବୁଲିବ ତାହା ନୁହେଁ, ବଡ ବଡ ଡ୍ୟାମର ସ୍ଥିତି, ପାଣି ଭିତରେ ଥିବା ଅନେକ ବ୍ରିଜର ସ୍ଥିତି କଣ ରହିଛି ଏହି ରୋବୋ କିଛି କ୍ଷଣ ମଧ୍ୟରେ କହିପାରୁଛି।
ବିଜ୍ଞାନ ଓ ପ୍ରଯୁକ୍ତିରେ ଦେଶ ବହୁ ଅଗ୍ରଗତି କଲାଣି । ପ୍ରାୟ ସମସ୍ତ କାମରେ ବର୍ତ୍ତମାନ ରୋବଟର ବ୍ୟବହାର ହେଉଛି । ସରଳ କାମଠାରୁ ଆରମ୍ଭ କରି ଜଟିଳ ପର୍ଯ୍ୟନ୍ତ, ରୋବଟଗୁଡିକ ପ୍ରାୟ ପ୍ରତ୍ୟେକ ଶିଳ୍ପରେ ପ୍ରବେଶ କରି ସାରିଲେଣି । ରୋବଟଙ୍କ ଉପସ୍ଥିତି ପୂରା ଦୁନିଆକୁ ପରିବର୍ତ୍ତନ କରିଦେଲାଣି ।
ମସ୍କଙ୍କ କମ୍ପାନୀ ଟେସଲା ହ୍ୟୁମାନୋଇଡ୍ ରୋବୋଟ୍ ଅପ୍ଟିମସର ଏହି ଭିଡିଓ ସେୟାର କରିଛି । ଏଥିରେ ରୋବୋଟ୍ ମଣିଷ ପରି ଅନେକ କାର୍ଯ୍ୟ କରୁଛି। ଘର କାମଠାରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର ଓ ଯୋଗ ମଧ୍ୟ କରୁଛି ।
ଆପଣ ଏହି କଥା ଶୁଣିଛନ୍ତି କି, ଏବେ AI ଆପଣଙ୍କ ମନ କଥା ବୁଝିପାରିବ । ଆପଣ ମନରେ କ’ଣ ଭାବୁଛନ୍ତି ତାହା AI ଜାଣିପାରିବ । ଆଉ ଆପଣଙ୍କୁ ମଧ୍ୟ ଜଣେଇବ । ତେଣୁ ସାବଧାନ ।
ସଂକଟରେ ଏବେ ଓକିଲାତି। ବାହାରିଛି ବିଶ୍ୱର ପ୍ରଥମ ରୋବଟ୍ ଓକିଲ। ଫେବୃଆରୀରେ ଲଢିବ ପ୍ରଥମ ମାମଲା। ଖୁବ କମ୍ ଟଙ୍କାରେ ସମାଧାନ ହେବ କେସ୍।