ଡଗଲସ୍ ୧୯୬୦ ଦଶକରେ "ଅନ୍ଲାଇନ୍ ସିଷ୍ଟମ୍" ରେ କାମ କରିବା ଆରମ୍ଭ କରିଥିଲେ। ଉପଭୋକ୍ତାମାନଙ୍କୁ କମ୍ପ୍ୟୁଟର ସହିତ ସହଜରେ ଯୋଗାଯୋଗ କରିବାକୁ ଏହି ପ୍ରକଳ୍ପର ଲକ୍ଷ୍ୟ ଥିଲା। ଏହି ସମୟରେ, ସେ ଏକ ଡିଭାଇସ୍ ତିଆରି କରିଥିଲେ ଯାହା ମାଧ୍ୟମରେ ପରଦାରେ କର୍ସର୍ ନିୟନ୍ତ୍ରଣ ହୋଇପାରିବ।
ସ୍କୁଲର କମ୍ପ୍ୟୁଟର କ୍ଲାସରେ ପ୍ରସ୍ତୁତ ହୋଇ ରହିଛି କଂପ୍ୟୁଟର । ଭିତ୍ତିଭୂମି ବି ପ୍ରସ୍ତୁତ । ବୈଷୟିକ ଶିକ୍ଷା ଲାଗି ଛାତ୍ରଛାତ୍ରୀ ବି ବେଶ୍ ଆଗ୍ରହୀ ଅଛନ୍ତି । କିନ୍ତୁ କମ୍ପ୍ୟୁଟର ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ ।
ଆଜିର ଯୁବ ପିଢିଙ୍କ ପାଇଁ କମ୍ପ୍ୟୁଟର ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ କମ୍ପ୍ୟୁଟର ବିଷୟରେ ମୌଳିକ ଜ୍ଞାନ ବିନା ଜଣେ ଯେତେ ସାକ୍ଷର ହେଲେ ମଧ୍ୟ ଜୀବନରେ କିଛି ବି କରିପାରିବେ ନାହିଁ। ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଛୋଟରୁ ବଡ କ୍ଷେତ୍ର ପର୍ଯ୍ୟନ୍ତ କମ୍ପ୍ୟୁଟରର ବ୍ୟବହାର କରୁଛି।