ମହାକାଶଚାରୀମାନେ ପ୍ରଥମେ ମଙ୍ଗଳ ଗ୍ରହରେ ରହିବାକୁ ଯିବେ।
AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି ।
ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ।
ପ୍ରାୟ ୧୫,୬୮୦,୦୦୦ ପାସ୍ୱାର୍ଡକୁ ନେଇ PassGAN ବୋଲି ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରୁ ପ୍ରାୟ ୫୧ ପ୍ରତିଶତ ପାସ୍ୱାର୍ଡକୁ ୧ ମିନିଟ୍ରୁ କମ୍ ସମୟ ମଧ୍ୟରେ ହ୍ୟାକର ମାନେ ପାଇପାରିବେ ।
ହ୍ୱାଟ୍ସ ଆପ୍ର ନୂଆ ଫିଚର୍କୁ ୟୁଜର୍ସ ମନରେ ଉତ୍କଣ୍ଠା।
ଯଦି କେହି ସିମ୍ ଅପବ୍ୟବହାର କରି ଧରାପଡ଼ନ୍ତି, ତାଙ୍କୁ ଜୋରିମାନା ସହ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିପାରେ।
୩ ଦିନ ବି ରହିପାରିଲା ନାହିଁ ଡଗି । ପୁଣି ନୀଳ ପକ୍ଷୀକୁ ଫେରାଇ ଆଣିଲେ ଏଲନ୍ ମସ୍କ ।
ଆଜକୁ ଠିକ୍ ୫୦ ବର୍ଷ ତଳେ ଲଞ୍ଚ ହୋଇଥିଲା ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍। ଫାଦର ଅଫ୍ ସେଲଫୋନ୍ ନାଁରେ ପରିଚିତ ବା ମୋବାଇଲ୍ ଫୋନର ଉଦ୍ଭାବକ ଆମେରିକୀୟ ଇଞ୍ଜିନିୟର୍ ମାର୍ଟିନ କୁପର୍ ନ୍ୟୁୟର୍କର 6TH ଆଭେନ୍ୟୁରୁ ପ୍ରଥମ ଫୋନ୍ କଲ୍ କରିଥିଲେ ବୋଲି ଜଣାପଡ଼ିଛି । ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍ ଲଞ୍ଚ କରିଥିବା କମ୍ପାନୀ ହେଉଛି ମୋଟୋରଲା ।
ଚାହୁଁଚାହୁଁ ମୋବାଇଲ ଫୋନ୍କୁ ପୂରିଲା ୫୦ ବର୍ଷ । ଏପ୍ରିଲ ୩ରେ ତିଆରି ହୋଇଥିଲା ପ୍ରଥମ ମୋବାଇଲ୍...ଚାର୍ଜ ହେବାକୁ ଲାଗୁଥିଲା ୧୦ ଘଂଟା
ବିଳମ୍ବିତ ରାତିରେ ଟ୍ୱିଟରରେ ବଡ ପରିବର୍ତ୍ତନ । ଟ୍ୱିଟର ଆକାଉଣ୍ଟରେ ନୀଳ ପକ୍ଷୀ ବଦଳରେ ଏକ କୁକୁର (ଡଗି)କୁ ଦେଖିବାକୁ ମିଳିଥିଲା । ଏହା ଦେଖି ୟୁଜର୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ବାଣିଜ୍ୟ ଓ ପରିବହନ ଏବଂ ନଗର ଉନ୍ନୟନ ବିଭାଗର ସଚିବ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲେ ।
ହ୍ୱାଟ୍ସଆପ୍ ବ୍ୟବହାରକାରୀମାନେ ଯେପରି କ୍ଲିକ୍ କରି ଅଡିଓ ମେସେଜ କରିପାରୁଛନ୍ତି । ସେହିପରି କ୍ଲିକ୍ କରିବା ମାତ୍ର ଭଏସ୍ ନୋଟ୍ ମଧ୍ୟ ପଠାଇପାରିବେ । ଯାହା ଖୁବ୍ଶୀଘ୍ର ଗ୍ରାହକମାନଙ୍କ ପାଇଁ କମ୍ପାନୀ ନେଇଆସୁଥିବା ସୂଚନା ମିଳିଛି ।
ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ପୂର୍ବରୁ ଟ୍ୱିଟର୍ରେ ବ୍ଲୁ ଟିକ୍ ପାଇଛନ୍ତି ଏବଂ ସବ୍ସ୍କ୍ରିପସନ୍ ପାଇଁ ଟଙ୍କା ଦେଇନାହାନ୍ତି, ଏପ୍ରିଲ୍ରୁ ସେମାନଙ୍କ ଆକାଉଣ୍ଟରେ ଆଉ ବ୍ଲୁ ଟିକ୍ ରହିବ ନାହିଁ ।
ପେଟିଏମ୍ ୟୁପିଆଇ ଲାଇଟ୍(Paytm UPI LITE) ଏକ ନୂଆ ଫିଚର ଆଣିଛି। ମାତ୍ର ଗୋଟିଏ କ୍ଲିକ୍ରେ ଆପଣ ବିନା ୟୁପିଆଇ ପିନ୍ ନମ୍ବର ଦେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ।
ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନଷ୍ଟାଗ୍ରାମ ଡାଉନ୍ ଥିବା ସୂଚନା ମିଳିଛି। ଇନଷ୍ଟାଗ୍ରାମ ପେଜ୍ ଖୋଲିବା ମାତ୍ରେ ଏଥିରେ ଏରର୍ ଆସୁଥିବା ଦେଖିବାକୁ ମିଳିଛି।
ଜାଣନ୍ତୁ କେମିତି ବଢ଼ିବ ଇ-ସ୍କୁଟର ମାଇଲେଜ ?
ମୋବାଇଲ ଦେଖୁଦେଖୁ ଅନ୍ଧ ହୋଇଗଲେ ଯୁବତୀ !
ହାର୍ଡଡଲ୍ କଂପାନୀ ଦ୍ୱାରା ତିଆରି ଏଲ୍ଇଡି ୱାଟରପ୍ରୁଫ୍ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ। ଏହି ଲ୍ୟାମ୍ପକୁ ଆପଣ ଘରେ ଲଗାଇ ଅଧିକ ବିଦ୍ୟୁତ୍ ବିଲ୍ରୁ ମୁକ୍ତି ପାଇପାରିବେ। ଯାହାକି ବିଦ୍ୟୁତ୍ ବିଲ୍କୁ କମ୍ କରିବାରେ ସହାୟତା ହେବ।
ହ୍ୱାଟ୍ସଆପ୍ର ନୂଆ ଅପଡେଟ୍ରେ ଅନେକ ଫିଚର୍ସକୁ ସାମିଲ କରାଯାଇଛି। ଏଥିରେ ନିଜେ ନିଜକୁ ମେସେଜ୍ କରିବା, ଡେଟ୍ ଅନୁଯାୟୀ ମେସେଜ୍ ସର୍ଚ୍ଚ କରିବା, ଡ୍ରାଗ୍ ଆଣ୍ଡ୍ ଡ୍ରପ୍ ଟୁ ଶେୟାର ଇମେଜ ଫିଚର ପାଇ ପାରିବେ।
ପରୀକ୍ଷଣ କଲେ କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାର୍ ଓଏସ୍ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗୁରୁତ୍ୱ ।
ଜାନୁଆରୀ ଶେଷ ସପ୍ତାହରେ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଏହା ଖାଲି ଆଖିରେ ଦେଖାଯିବ।
ଆଣ୍ଡ୍ରୋଏଡ୍ IOS ଭଳି ମୋବାଇଲ୍ ପାଇଁ ଆଉ ଏକ ଅପରେଟିଂ ସିଷ୍ଟମ୍
ଏହାକୁ ଛିଡ଼ା କରିବା ପାଇଁ ମାତ୍ର କେଇ ଘଣ୍ଟା ହିଁ ସମୟ ଲାଗିବ । ଆଉ ଏହାର ଚାହିଦା ବି ଧିରେ ଧିରେ ବଢ଼ିବାରେ ଲାଗିଲାଣି ।
ଏମିତିକି ଗାଡ଼ିକୁ ପଛକୁ ନେଲା ବେଳେ ଚାଳକଙ୍କ ଗୋଡ଼ ବି ତଳେ ଲାଗୁନି ।
ସବୁ କମ୍ପାନୀ ବା ବ୍ରାଣ୍ଡକୁ ଟାଇପ୍ ସି ଉପରେ ହିଁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି ।