• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

india-beat-west-indies
ଟିମ୍‌ ଇଣ୍ତିଆର ନୂଆ ରେକର୍ଡ..ଲଗାତାର ଜିତିଲେ ୧୩ଟି ସିରିଜ୍

ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ୍‌ରେ ଦିନିକିଆ ଶୃଙ୍ଖଳା ଜିତିଛି । ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ହୋଇଛି ।

IND vs WI
ଟିମ୍‌ ଇଣ୍ତିଆର ନୂଆ ରେକର୍ଡ..ଲଗାତାର ଜିତିଲେ ୧୩ଟି ସିରିଜ୍

ମଙ୍ଗଳବାର ରାତିରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନ୍‌ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ସଫଳତା ପାଇଛି।

Jasprit Bumrah
ଆୟର୍ଲାଣ୍ତ ସିରିଜ୍‌ରେ ମଙ୍ଗ ଧରିବେ ବୁମ୍ରା; ରିଙ୍କୁ ସିଂ, ଜିତେଶ ଶର୍ମା ନୂଆ ଚେହେରା

ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇଛି । ବହୁତ ଦିନ ପରେ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ।

Air hostess captures MS Dhoni sleeping on flight
ଶୋଇଥିଲେ ଧୋନି, ଭିଡିଓ କଲେ ଏୟାର ହୋଷ୍ଟେସ୍‌...ୟୁଜର୍ସ କହିଲେ- ‘ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ’...

ବିମାନ ଭିତରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଶୋଇଥିବା ଭିଡିଓ ରେକର୍ଡିଂ କରି ଟ୍ରୋଲ୍‌ ହେଲେ ଏୟାର ହୋଷ୍ଟେସ୍‌। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ଧୋନିଙ୍କ ଫ୍ୟାନ୍ସ ଏୟାର ହୋଷ୍ଟେସ୍‌ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

  • Monday, 31 July 2023
 Commonwealth Championship glory
କମନ ୱେଲଥ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଅଟୋ ଚାଳକଙ୍କ ପୁଅ

ଢେଙ୍କାନାଳ ମାଟିର ପୁଅ ହୃଦାନନ୍ଦ ଦାସ ଜିତିଲେ ସ୍ୱର୍ଣ୍ଣ ପଦକ, ଭାରୋତ୍ତୋଳନ ପ୍ରତିଯୋଗିତା ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ

Ind Vs Pak
ICC World Cup 2023: ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

ଅକ୍ଟୋବର ୧୫ ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ୍‌ । ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

IND Vs WI
ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ କବଜା କଲା ଭାରତ

ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଛି।

Will Carlos Alcaraz lead the new generation in tennis?
ଟେନିସ୍‌ରେ ନୂଆ ପିଢ଼ିର ନେତୃତ୍ୱ ନେବେ କି କାର୍ଲୋସ୍ ଅଲ୍‌କାରାଜ୍

ପେସାଦାର ଟେନିସ୍‌ର ନୂଆ ନାୟକ ଭାବେ ଉଭା ହୋଇଛନ୍ତି ୨୦ ବର୍ଷୀୟ ସ୍ପେନୀୟ ଖେଳାଳି କାର୍ଲୋସ୍ ଅଲ୍‌କାରାଜ୍ । ସେ ନିକଟରେ ୱିମ୍ବଲ୍‌ଡନ୍ ଜିତିବା ପରେ ଦୁଇଟି ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ଟେନିସ୍‌ରେ ରାଫେଲ୍ ନାଡାଲ୍ ଓ ନୋଭାକ୍ ଜୋକୋଭିଚ୍‌ଙ୍କ ଯୁଗ କ’ଣ ସରିଆସିଲାଣି? ଅଲ୍‌କାରାଜ୍ କ’ଣ ଟେନିସ୍‌ରେ ନୂଆ ପିଢ଼ିର ନେତୃତ୍ୱ ନେବେ?

Virat Kohli
ପୁଅକୁ ନୁହେଁ ବରଂ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଆସିଲେ ୱେଷ୍ଟଇଣ୍ତିଜ୍‌ ଖେଳାଳିଙ୍କ ମାଆ

କୋହଲିଙ୍କୁ ଦେଖି ଖୁସିରେ ଆଲିଙ୍ଗନ କରିଲେ ୱେଷ୍ଟିଣ୍ତିଜ କିପର୍‌ ଜୋଶୁଆ ଡିସିଲ୍ଭାଙ୍କ ମାଆ ।

Divyang girl
ଦିବ୍ୟାଙ୍ଗ ବୁଝିଲେ ଦିବ୍ୟାଙ୍ଗଙ୍କ ଦୁଃଖ : ଖେଳିବା ଲାଗି କିଣିଦେଲେ ୩.୫ ଲକ୍ଷ ଟଙ୍କାର ସାମଗ୍ରୀ

ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍‌ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ

Virat Kohli
ସାଢ଼େ ୪ ବର୍ଷ ପରେ ବିଦେଶ ମାଟିରେ ବିରାଟଙ୍କ ବ୍ୟାଟରୁ ଶତକ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପୋର୍ଟଅଫ୍ ସ୍ପେନ ଟେଷ୍ଟରେ ଶକତ ହାସଲ । ଟେଷ୍ଟରେ ୨୯ ଶତକ ସହ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ।

Odia Boy Pintu In Promo Video Of ODI World Cup 2023
ବିଶ୍ୱରେ ଚମକିଲେ ବିରାଟଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁ

ICC ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରମୋରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପିଣ୍ଟୁ। ଏଠି ବି ତାଙ୍କର ସେହି ଅନ୍ଦାଜ। ଆଉ ଯେଉଁଥିରେ ସେ ବେଷ୍ଟ୍‌ ତାକୁ ଦର୍ଶାଯାଇଛି। 

Team India's new star Yashshwi Jaiswal
ଭାରତୀୟ କ୍ରିକେଟ୍‌ରେ ଯଶସ୍ୱୀ ଜୟସ୍ୱାଲଙ୍କ ଚର୍ଚ୍ଚା; ଦିନେ କ୍ୟାରିଅର୍‌ ପାଇଁ ବିକୁଥିଲେ ଗୁପ୍‌ଚୁପ୍

ଏକଦା ନିଜ କ୍ୟାରିଅର୍‌କୁ ଆଗକୁ ନେବା ପାଇଁ ଗୁପ୍‌ଚୁପ୍ ବିକିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ନେଇ ଏବେ ଭାରତୀୟ କ୍ରିକେଟ୍‌ରେ ବେଶ୍‌ ଚର୍ଚ୍ଚା । ଜୁନିଅର୍ କ୍ରିକେଟ୍‌, ପ୍ରଥମ-ଶ୍ରେଣୀ କ୍ରିକେଟ୍‌, ଆଇପିଏଲ୍‌ର ସଫଳ ଯାତ୍ରା ପରେ ସେ ନିଜ ପଦାର୍ପଣ ଟେଷ୍ଟରେ ହିଁ ଶତକ ଲଗାଇ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି ।

India - West Indies
India VS West Indies: ୱେଷ୍ଟ ଇଣ୍ଡିଜ୍‌ର ଶୋଚନୀୟ ପରାଜୟ, ଭାରତ ୧-୦ରେ ଆଗୁଆ

ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରି ନ ଥିଲା ଘରୋଇ ଦଳ।

yashasvi-jaiswal
ଡେବ୍ୟୁ ଟେଷ୍ଟରେ ଧୁଆଁଧାର ବ୍ୟାଟିଂ, ଦ୍ୱିଶତକ ଆଡ଼କୁ ଯାଉଛନ୍ତି ଯଶସ୍ୱୀ

ଏବେ ସୁଦ୍ଧା ଭାରତୀୟ ଦଳ ୧୬୨ ରନ୍‌ରେ ଆଗୁଆ ରହିଛି ।

Volleyball player
ବାପାଙ୍କଠାରୁ ମାଡ ଖାଇଲେ, ମାଆ ତାଗିଦ୍‌ କଲେ..କିନ୍ତୁ ଖେଳ ଛାଡିନଥିଲେ

ସ୍କୁଲ ଯାଉଥିଲେ କିନ୍ତୁ ଖେଳରେ ବିଶେଷ ରୁଚି ଥିଲା..ପଡିଆରୁ ବାପାଙ୍କଠାରୁ ମାଡ ଖାଉଥିଲେ, ରାତିରାତି ମାଆ ଘରେ ବସି ବୁଝାଉଥିଲେ । ଖେଳ ପ୍ରତି ଥିବା ଭଲପାଇବା କେବେ କମିନଥିଲା । ଆଜି ଖେଳ ପାଇଁ ପୂରା ଦେଶରେ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା

Rahul Sports Man
ବାପାଙ୍କଠାରୁ ମାଡ ଖାଇଲେ, ମାଆ ତାଗିଦ୍‌ କଲେ...କିନ୍ତୁ ଖେଳ ଛାଡିନଥିଲେ : ଏବେ ଦେଶରେ ଚାଲିଛି ପ୍ରଶଂସା

ସ୍କୁଲ ଯାଉଥିଲେ କିନ୍ତୁ ଖେଳରେ ବିଶେଷ ରୁଚି ଥିଲା..ପଡିଆରୁ ବାପାଙ୍କଠାରୁ ମାଡ ଖାଉଥିଲେ, ରାତିରାତି ମାଆ ଘରେ ବସି ବୁଝାଉଥିଲେ । ଖେଳ ପ୍ରତି ଥିବା ଭଲପାଇବା କେବେ କମିନଥିଲା । ଆଜି ଖେଳ ପାଇଁ ପୂରା ଦେଶରେ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା

  • Thursday, 13 July 2023
IND Vs WI
ସ୍ପିନ୍‌ ବଲ୍‌ରେ ଫସିଲା ୱେଷ୍ଟଇଣ୍ତିଜ୍‌; ଅଶ୍ୱିନ୍‌ଙ୍କୁ ୫ ୱିକେଟ୍‌

ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା ରହିଛି । ଘରୋଇ ଦଳ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଛି ।

IND Vs WI
ଆଜିଠୁ ଭାରତ-ୱେଷ୍ଟ ଇଣ୍ଡିଜ ପ୍ରଥମ ଟେଷ୍ଟ; ଓପନ୍‌ କରିପାରନ୍ତି ଯଶସ୍ୱୀ ଯଶୱାଲ

ଚେତେଶ୍ୱର ପୂଜାରାଙ୍କୁ ବାଦ ଦିଆଯାଇ ଜଶୱାଲ ଓ ରୁତୁରାଜ ଗାଏକୱାଡଙ୍କୁ ଦଳରେ ସାମିଲ କରାଯାଇଛି ।

Sakshi Dhoni Says She Knows Tamil Bad Words
Viral Video: ପତ୍ନୀ ସାକ୍ଷୀ କହିଲେ- ‘ମୁଁ ତାମିଲ ଗାଳି ଜାଣିଛି’...ଏମିତି ରିଆକ୍ଟ କଲେ ଧୋନି

ନିଜ ପ୍ରଡକ୍ସନ ଫିଲ୍ମ ‘LGM’ର ଟ୍ରେଲର ଲଞ୍ଚ୍‌ ଅବସରରେ କ୍ରିକେଟର ଏମ୍‌ଏସ୍‌ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ଧୋନି ନିକଟରେ ଚେନ୍ନାଇରେ ଥିଲେ। ତେବେ ଇଭେଣ୍ଟରେ ଏମିତି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

World Cup 2023
ପାକିସ୍ତାନ କ୍ରୀଡ଼ାମନ୍ତ୍ରୀଙ୍କ ଧମକ; ଭାରତ ଏସିଆ କପ୍ ଖେଳିବାକୁ ନଆସିଲେ, ଆମେ ବି..

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍ ?

Will 2023 be a game changer for the Indian football team?
ଭାରତୀୟ ଫୁଟ୍‌ବଲ୍ ଟିମ୍ ପାଇଁ ଗେମ୍ ଚେଞ୍ଜର୍ ହେବ କି ୨୦୨୩

ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଫୁଟ୍‌ବଲ୍ ଟିମ୍ ଗୋଟିଏ ମାସ ମଧ୍ୟରେ ଦୁଇଟି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଜିତିବା ସହ ଫିଫା ମାନ୍ୟତାର ଟପ୍‌-୧୦୦କୁ ପ୍ରତ୍ୟାବର୍ତ୍ତନ କରିଛି । ଚଳିତ ବର୍ଷ ଟିମ୍ ସମ୍ମୁଖରେ ବିଶ୍ୱକପ୍ କ୍ୱାଲିଫାୟର୍‌, ଏସିଆଡ୍ ଭଳି ବଡ଼ ଚାଲେଞ୍ଜ୍ ରହିଛି । ଏବେ ଚର୍ଚ୍ଚା ହେଉଛି ଯେ ୨୦୨୩ ଭାରତୀୟ ଫୁଟ୍‌ବଲ୍ ପାଇଁ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ କି?

Happy Birthday MSD
୪୨ ବର୍ଷରେ ପାଦ ଥାପିଲେ କ୍ୟାପ୍ଟେନ୍‌ କୁଲ୍‌ ମାହି

ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।

India announce squad for T20 series against West Indies
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ବିସିସିଆଇ ପକ୍ଷରୁ ଘୋଷିତ ତାଲିକାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।

Fans Sing Vande Mataram After Indian Football Team Wins
ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ବିଜୟ ପରେ...ଫ୍ୟାନ୍ସ ଗାଇଲେ ‘ବନ୍ଦେ ମାତରମ୍‌’, କମ୍ପିଲା ଷ୍ଟାଡିୟମ

ପୁଣି ଦେଶ ପାଇଁ ଗର୍ବ ଓ ଗୌରବ। ମାସକ ମଧ୍ୟରେ ଭାରତ ୨ଟି ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜୟୀ ହୋଇପାରିଛି। ଭାରତର ବିଜୟ ପରେ ପରେ ‘ମା ତୁଝେ ସଲାମ୍’ ଓ ‘ବନ୍ଦେ ମାତରମ୍‌’ ସଙ୍ଗୀତରେ ଷ୍ଟାଡିୟମ କମ୍ପି ଉଠିଥିଲା।