ଭାରତ ହୁଏତ ବିଶ୍ୱକପ୍ ୨୦୨୩୩ର ଫାଇନାଲକୁ ଅଷ୍ଟ୍ରେଲିଆ ଠାରୁ ହାରିଥାଇପାରେ। କିନ୍ତୁ ଭାରତୀୟ ଟିମ୍ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ୍ ଟିମ୍କୁ ସମର୍ଥନ କରୁଥିବା ଦେଖାଯାଏ।
ଟିମ୍ ଇଣ୍ଡିଆ ଯେଉଁ ବୋଲିଂ ଆଧାରରେ ଏଯାଏ ପହଞ୍ଚିଥିଲା ସେହି ବୋଲିଂ ଫାଇନାଲରେ ପ୍ରଭାବହୀନ ହୋଇଗଲା। ଭାରତୀୟ ଖେଳାଳିମାନେ କେବଳ ବୋଲିଂରେ ନୁହେଁ ବ୍ୟାଟିଂରେ ମଧ୍ୟ ଫ୍ଲପ୍ ହୋଇଥିଲେ। ଭାରତୀୟ ଟିମ୍ର ଏଭଳି ସାଙ୍ଘାତିକ ପରିସ୍ଥିତି ପାଇଁ ଅନେକ କାରଣ ରହିଛି। ଆସନ୍ତୁ ଏହାର ୮ଟି କାରଣ ଉପରେ ନଜର ପକେଇ ନେବା।
କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍ରେ ହାରିଲା ଭାରତ ।
କ୍ରିକେଟ୍ ଫିଭରରେ କମ୍ପୁଛି ସାରା ଦେଶ... ଶୁଭୁଛି ଇଣ୍ଡିଆ ଇଣ୍ଡିଆ । ଗାଁରୁ ସହର, ପିଲା ଠୁ ବୟସ୍କ, ପୁରୁଷ-ମହିଳା... ଏପରିକି ଦେଶର ସିପାହୀ । ସଭିଏଁ ଆଜି କ୍ରିକେଟ୍ ଫ୍ୟାନ୍ ।
କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍ରେ ହାରିଲା ଭାରତ ।
କ୍ରିକେଟ୍ ଫିଭରରେ କମ୍ପୁଛି ସାରା ଦେଶ... ଶୁଭୁଛି ଇଣ୍ଡିଆ ଇଣ୍ଡିଆ । ଗାଁରୁ ସହର, ପିଲା ଠୁ ବୟସ୍କ, ପୁରୁଷ-ମହିଳା... ଏପରିକି ଦେଶର ସିପାହୀ । ସଭିଏଁ ଆଜି କ୍ରିକେଟ୍ ଫ୍ୟାନ୍ ।
ସାମିଙ୍କ ଯୋଗୁଁ ଭାରତ କ୍ରିକେଟ୍ ବିଶ୍ୱକପ ୨୦୨୩ ଜିତିବ ବୋଲି ରଜନୀକାନ୍ତ କରିଛନ୍ତି ଭବିଷ୍ୟବାଣୀ। ତେବେ ଆଜିର ଫାଇନାଲ ମ୍ୟାଚ୍କୁ ନେଇ ଅନେକଙ୍କ ମଧ୍ୟରେ ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ ରଜନୀକାନ୍ତଙ୍କ ଏହି ଭବିଷ୍ୟବାଣୀ ସତ ହେବ କି?
ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା । ୫୦ ଓଭରରେ ୨୪୦ ରନରେ ସୀମିତ ରହିଥିଲା ଭାରତ । ୨୪୧ ରନ କଲେ ଷଷ୍ଠ ଥର ବିଶ୍ୱ ବିଜେତା ହେବ ଅଷ୍ଟ୍ରେଲିଆ । କେଏଲ ରାହୁଲ ୬୬ ରନ ସହ ସର୍ବୋଚ୍ଚ ସ୍କୋରର୍ ।
ବିଶ୍ୱକପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ଫାଇନାଲରେ ମନ୍ଥର ବ୍ୟାଟିଂ କଲା ଭାରତ ।
ଯୁବକ ଜଣକ ପାଲେଷ୍ଟାଇନ ପତାକା ଧରି କୋହଲିଙ୍କ କାନ୍ଧରେ ହାତ ପକାଇଥିଲେ । ଏପରି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ପଡ଼ିଆକୁ ଯାଇ ଯୁବକକୁ କାବୁ କରିଥିଲେ ।
ପ୍ରଥମେ ରୋହିତ ଶର୍ମା ଓ ପରେ ବିରାଟଙ୍କ ବୋଲ୍ଡ କ୍ରିକେଟ୍ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ବିରାଟଙ୍କ ଏପରି ଆଉଟ୍ ହେବା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଦୁଃଖ ଆଣି ଦେଇଛି ।
ଯେତେବେଳେ ଆମେ ଇଂରାଜୀରେ Gully ଗଲୀ ବୋଲି ଲେଖୁ ଏହା ଗଳି, ଡ୍ରେନ୍, ସଂକୀର୍ଣ୍ଣ ରାସ୍ତା ଆଦିକୁ ବୁଝାଏ। ତେବେ କ୍ରିକେଟର କଥା କହିଲେ ଗଲୀ ପୋଜିଜନ୍କୁ ସ୍ଲିପ୍ ମଝିରେ ଥିବା ସଂକୀର୍ଣ୍ଣ ଚ୍ୟାନେଲ୍ କିମ୍ବା ପଏଣ୍ଟକୁ ବୁଝାଏ। କେମିତି ଆସିଲା ଏହି ଶବ୍ଦ…
ପୁନିତ ଗୁପ୍ତା ଆହୁରି ଲେଖିଛନ୍ତି ଗତଥର ମୋ ସାଥୀରେ କେବଳ କିଛି ସାଥୀଥିଲେ । ଯାହାଙ୍କ ସହ ମୁଁ ଖୁସି ବାଣ୍ଟିଥିଲି । କିନ୍ତୁ ଏଥର ମୋସହ କିଛି ଆଷ୍ଟ୍ରୋଟକ୍ ୟୁଜର୍ସ ଅଛନ୍ତି । ମୁଁ ତାଙ୍କ ସହ କିଛି କରିବାକୁ ଚାହୁଁଛି ।
ଟସ୍ ଜିତି ବୋଲିଂ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି ନେଇଛି ।
ଆଜି ଉଭୟ ଦଳ ପାଇଁ ମହାମଞ୍ଚ ପ୍ରସ୍ତୁତ । ଯିଏ ଜିତିବ ସେ ହେବ ବିଶ୍ୱ ବିଜେତା । ମୋଟ ଉପରେ କହିବାକୁ ଗଲେ ଭାରତ ଜବରଦସ୍ତ ଫର୍ମରେ ଥିବା ବେଳେ ଲଗାତାର ୮ଟି ମ୍ୟାଚ ଜିତି ଅଷ୍ଟ୍ରେଲିଆର ଆତ୍ମ ବିଶ୍ୱାସ ମଧ୍ୟ ଉଚ୍ଚା ରହିଛି ।
ସୁପର ସଣ୍ଡେରେ ହେବ ସୁପର ଫାଇଟ୍... ଫାଇନାଲ ଜିତି ଟାଇଟଲ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ ... ଲକ୍ଷାଧିକ ଫ୍ୟାନଙ୍କ ଉପସ୍ଥିତିରେ କମ୍ପିବ ମୈଦାନ ...
ଭାରତ ମାତା କି ଜୟ ନାରାରେ କମ୍ପିଲା ଘାଟ....ଗଙ୍ଗା ସେବା ନିଧି ପକ୍ଷରୁ ହୋଇଥିବା ଏହି ଆଳତିରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ...
ଫାଇନାଲ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ଅଧିନାୟକ ରୋହିତ ଶର୍ମା । ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦ୍ରାବିଡଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ରୋହିତ । ଚଳିତ ବିଶ୍ୱକପ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ଜିତିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।
ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ସୁପର ମୁକାବିଲା ଲାଗି ସାରା ଦେଶରେ ବଢିଚାଲିଛି କ୍ରିକେଟ ଫିଭର୍ ।
ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ସୁପର ମୁକାବିଲା ଲାଗି ସାରା ଦେଶରେ ବଢିଚାଲିଛି କ୍ରିକେଟ ଫିଭର୍ ।
୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ଥର ଚାମ୍ପିୟନ ହେବାକୁ ପ୍ରାଣପଣେ ଚେଷ୍ଟା କରିବ ଭାରତ । ଚଳିତ ବିଶ୍ୱକପ୍ରେ ଅପରାଜେୟ ରହିଛି ଘରୋଇ ଟିମ୍ ।
ଆସନ୍ତାକାଲି ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।
ବିଶ୍ୱକପରେ ସୂର୍ଯ୍ୟକିରଣ ଟିମର ଜଲୱା । ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆକାଶରେ ସୂର୍ଯ୍ୟ କିରଣ ଏରୋବାଟିକ୍ ଟିମ୍ ଦେଖାଇବ ଜଲୱା ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ବକପର ଫାଇନାଲ ଫାଇଟ୍ । ସୁପରସଣ୍ଡେରେ ହେବ ସୁପର ମୁକାବିଲା ।
ଚଳିତ ବିଶ୍ୱକପ୍ରେ ପ୍ରତିଶୋଧ ନେବା ମୁଡ୍ରେ ରହିଛି ଭାରତ। ପ୍ରଥମେ ନ୍ୟୁଜିଲାଣ୍ଡଠାରୁ ୨୦୧୯ ସେମି ଫାଇନାଲ ହାରିବାର ପ୍ରତିଶୋଧ ନେବା ପରେ ଏବେ ଅଷ୍ଟ୍ରେଲିଆକୁ ଫାଇନାଲରେ ପରାସ୍ତ କରି ୨୦୦୩ର ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ।