ସାମିଙ୍କ ସମେତ ୨୬ ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।
ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା । ୫୦ ଓଭରରେ ୨୪୦ ରନରେ ସୀମିତ ରହିଥିଲା ଭାରତ । ୨୪୧ ରନ କଲେ ଷଷ୍ଠ ଥର ବିଶ୍ୱ ବିଜେତା ହେବ ଅଷ୍ଟ୍ରେଲିଆ । କେଏଲ ରାହୁଲ ୬୬ ରନ ସହ ସର୍ବୋଚ୍ଚ ସ୍କୋରର୍ ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୭ଟି ୱିକେଟ ନେଇଛନ୍ତି ମହମ୍ମଦ ସାମି । ମାତ୍ର ୫୭ରନ ଦେଇ ୭ଟି ୱିକେଟ ଅକ୍ତିଆର କରିଥିଲେ ଶାମୀ । ଗତକାଲି ୱାଙ୍ଖଡେରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିଥିଲା ।