• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sports News

Virender Sehwag Divorce News
Virender Sehwag Divorce News: ଅଲଗା ହେବେକି ବିରେନ୍ଦ୍ର ସେହୱାଗ ଏବଂ ପତ୍ନୀ ଆରତୀ ଅହଲାୱତ...

ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।

Virat Kohli To Play Ranji Trophy
Virat Kohli To Play Ranji Trophy: ରାଣଜୀକୁ ବିରାଟଙ୍କ କମବ୍ୟାକ୍‌; ୧୨ ବର୍ଷ ପରେ ଘରୋଇ କ୍ରିକେଟ ଖେଳିବେ କିଙ୍ଗ କୋହଲି...

୧୨ ବର୍ଷ ପରେ ରଣଜୀ ମଇଦାନକୁ ଓହ୍ଲାଇବେ ବିରାଟ । ବିସିସିଆଇର ନୂଆ ନିୟମ ଅନୁସାରେ କୋହଲି ରେଡ୍ ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । 

Virat Kohli Leaves Fans Shocked
Virat Kohli Leaves Fans Shocked: ପୋଷ୍ଟ କଲେ ରନ୍‌ ମେସିନ୍‌: ଚମକିପଡ଼ିଲେ ଫ୍ୟାନ୍‌, ଜାଣନ୍ତୁ କାହିଁକି...

ବିରାଟଙ୍କ ପୋଷ୍ଟକୁ ନେଇ ହଟଚମଟ ହେଲେ ଫ୍ୟାନ୍‌ । ଯିଏ ଦେଖିଲା ସିଏ ହେଲା ଆଶ୍ଚର୍ଯ୍ୟ ଚକିତ । କା଼ରଣ ପୋଷ୍ଟ ହିଁ ଥିଲା ସେମିତି । ଫ୍ୟାନ୍‌ ଭାବିଲେ ଅବସର ନେଇଗଲେ ରନ୍‌ ମେସିନ୍‌ ।

 Sanju samson Father Accused Dhoni
Sanju Samson Father Accused Dhoni: ସଞ୍ଜୁ ସାମ୍‌ସନଙ୍କ ବାପାଙ୍କ ବିସ୍ପୋରକ ବୟାନ; କହିଲେ-ଧୋନି, ବିରାଟ ଓ ରୋହିତ ମୋ ପୁଅର କ୍ୟାରିୟର ନଷ୍ଟ କରିଦେଲେ

ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି  କ୍ରିକେଟର ସଞ୍ଜୁ ସାମ୍‌ସନଙ୍କ ବାପା ସାମ୍‌ସନ ବିଶ୍ୱନାଥ । 

Vinod kambli
ଚାଲିପାରୁ ନାହାନ୍ତି ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ଭିଡିଓ ଭାଇରାଲ୍

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ ! ଭେଟେରାନ କ୍ରିକେଟର ଚାଲିବାକୁ ସଂଘର୍ଷ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।

India is certain to win in the semi finals against new Zealand
ନିଜ ମାଟିରେ କଡା ଜବାବ ଦେବ ଭାରତ; ଆଣ୍ଠେଇବ ନ୍ୟୁଜିଲ୍ୟାଣ୍ଡ!

ୱାନ୍‌ଖେଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲ୍ୟାଣ୍ଡ୍‌ ସହ ମୁକାବିଲା କରିବ। ଏହି ମ୍ୟାଚ୍ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ମ୍ୟାଚ୍‌ରେ ଭାରତକୁ ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ପଡିବ। ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ୍‌ ଭାରତକୁ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଭାରତକୁ ଏଥର ଜିତି ପ୍ରତିଶୋଧ ନେବାକୁ ପଡିବ।

Neeraj Chopra Diet
Neeraj Chopra Diet: ଗୋଲ୍‌ଡେନ୍ ବୟ ନୀରଜ୍ କାହିଁକି ଏତେ ଫିଟ୍… ଜାଣନ୍ତୁ ତାଙ୍କ ଡାଏଟ୍ ଚାଟ୍

ଗୋଲ୍‌ଡେନ୍ ବୟ ନୀରଜ୍ ଚୋପ୍ରା ହଙ୍ଗେରୀରେ ହେଉଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ ଖୁବ ସଚେତନ। ଆସନ୍ତୁ ଜାଣିବା ସକାଳୁ ଉଠିବା ଠାରୁ ବେଡ୍‌କୁ ଯିବା ପର୍ଯ୍ୟନ୍ତ ସେ କ’ଣ ଖାଆନ୍ତି।

IPL Auction
ଅକ୍ଟୋବର ୧୭ରେ ହେବ ଆଇପିଏଲର ଆଗାମୀ ଅକ୍ସନ୍: ଦୁଇ ନୂଆ ଦଳ ସାମିଲ୍

ଆଇପିଏଲ୍‌ର ଆଗାମୀ ସିଜନ୍‌ରେ ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି। ନୂଆ ଦଳ ନିଲାମ ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି। ଏନେଇ ବିସିସିଆଇ ଦ୍ୱାରା ଅକ୍ଟୋବର ୧୭ରେ ନିଲାମ ପ୍ରକ୍ରିୟା ଆୟୋଜନ କରାଯାଇପାରେ। ୨୦୨୨ ରୁ ଆଇପିଏଲ୍‌ରେ ୮ ଟି ଟିମ୍ ପରିବର୍ତ୍ତେ ୧୦ଟି ଟିମ୍ ପ୍ରବେଶ କରିବେ। ଜାନୁଆରୀରେ ଏନେଇ ଏକ ମେଗା ଅକ୍ସନ୍ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି।