• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: South Africa

କଳଙ୍କିତ କ୍ୟାପଟେନ୍
South African Cricketer Hansie: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଦକ୍ଷିଣ ଆଫ୍ରିକାର କଳଙ୍କିତ ଅଧିନାୟକ ହାନ୍‌ସୀ କ୍ରୋନିଏ

ଆନ୍ତର୍ଜାତିକ କ୍ୟାରିଅର୍‌ର ମଧ୍ୟଭାଗରେ ନାୟକରୁ ଖଳନାୟକ ସାଜିଥିଲେ ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ପରିଗଣିତ ହାନ୍‌ସୀ କ୍ରୋନିଏ । ମ୍ୟାଚ୍ ଫିକ୍ସିଂରେ ସମ୍ପୃକ୍ତି ଯୋଗୁଁ ତାଙ୍କ ଉଲ୍ଲେଖନୀୟ କ୍ୟାରିଅର୍‌ର ହୋଇଥିଲା ନାଟକୀୟ ପତନ । ଏହାପରେ ମାତ୍ର ୩୨ ବର୍ଷ ବୟସରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏହି କଳଙ୍କିତ କ୍ରିକେଟର୍ ।

ଚୋକର୍ସରୁ ଚାମ୍ପିଅନ୍
South Africa: ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ବିଶ୍ୱବିଜୟକୁ ନେଇ କାହିଁକି ହେଉଛି ଚର୍ଚ୍ଚା

ଡବ୍ଲ୍ୟୁଟିସି ୨୦୨୩-୨୫ ଚକ୍ରର ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ନିଜ ଉପରୁ ‘ଚୋକର୍ସ’ ଦାଗ ଲିଭାଇ ‘ବିଶ୍ୱ ଚାମ୍ପିଅନ୍‌’ ହୋଇଛି ଟେମ୍ବା ବଭୁମାଙ୍କ ଟିମ୍ । ଦକ୍ଷିଣ ଆଫ୍ରିକାର ଏହି ବିଶ୍ୱବିଜୟକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।

eden
Aiden Markram Century:ମାରକ୍ରମଙ୍କ ଫାଇଟବ୍ୟାକ, ୨୪ ବର୍ଷ ତଳର ସ୍ମୃତି ତାଜା କଲେ

ଏଭଳି ଏକ ଚମତ୍କାରୀ ଇନିଂସ ୨୦୦୧ରେ ଦେଖିବାକୁ ମିଳିଥିବା ବେଳେ ସମାନ କାରନାମା ୨୪ ବର୍ଷ ପରେ ଆଉଥରେ ଦେଖିବାକୁ ମିଳିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଉଭୟ ଥର ଅଷ୍ଟ୍ରେଲଆ ପରାଜିତ ହୋଇଛି।

ଦକ୍ଷିଣ ଆଫ୍ରିକା ବିଶ୍ୱ ଚାମ୍ପିୟନ୍‌
WTC Final 2025: ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ୨୭ ବର୍ଷ ପରେ ଜିତିଲା ICC ଟ୍ରଫି

୧୯୯୮ ମସିହା ପରେ ଦ୍ୱିତୀୟ ଥର ଦକ୍ଷିଣ ଆଫ୍ରିକା ଆଇସିସି ଟ୍ରଫି ନିଜ ନାମରେ କରିଛି । ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ୧୯୯୮ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।

ଆଜି ଭାରତ-ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦
SA vs IND 2nd T20: ଆଜି ଭାରତ-ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦, ଡେବ୍ୟୁ କରିପାରନ୍ତି ଏହି ଷ୍ଟାର ବୋଲର...

ଆଜି ଖେଳିଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ଲାଭ କରି ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଖେଳାଯିବ ।

South Africa
କୌଣସି ବିଶ୍ବକପରେ ପ୍ରଥମ ଥର ଫାଇନାଲରେ ଦ. ଆଫ୍ରିକା; ଆଫଗାନିସ୍ତାନକୁ ହରାଇ ରଚିଲା ଇତିହାସ

ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ ଗଲା ଦ. ଆଫ୍ରିକା ଟିମ୍‌ । ୫୭ ରନ୍‌ର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରି ନେଇଛି ।

Ind vs Sa test Series
ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ସିରିଜ୍ ବରାବର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ପ୍ରଥମ ଟେଷ୍ଟରେ ମାତ୍ର ୩ ଦିନରେ ପରାଜୟ ବରଣ କରିଥିଲା ଭାରତ। ତେଣୁ ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କରି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ।

Ind vs sa
ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ, ଡେବ୍ୟୁ ମ୍ୟାଚ୍‌ରେ ଚମକ ଦେଖାଇଲେ ସାଇ ସୁଦର୍ଶନ

ବ୍ୟାଟିଂ ଆରମ୍ଭରୁ ହିଁ ବ୍ୟାକଫୁଟ୍‌ରେ ରହିଥିଲା ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ଓଭରରେ ଲଗାତର ଦୁଇଟି ୱିକେଟ ନେଇ ଘରୋଇ ଦଳକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲା ଭାରତ ।

India  vs Australia
ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

ଦ୍ୱିତୀୟ ଦଳ ଭାବେ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଲା ଅଷ୍ଟ୍ରେଲିଆ। ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଦକ୍ଷିଣ ‍ଆଫ୍ରିକାକୁ ୩ ୱିକେଟରେ ହରାଇ ହାତେଇଲା ଫାଇନାଲ୍‌ ଟିକେଟ୍।

South Africa
ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ବିଶ୍ୱ ରେକର୍ଡ; ଶ୍ରୀଲଙ୍କା ଆଗରେ ୪୨୯ ରନର ବିଶାଳ ଲକ୍ଷ୍ୟ

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ସାଉଥ ଆଫ୍ରିକା ବିଶ୍ୱ ରେକର୍ଡ କରିଛି ।

Cricket
IND vs SA: ୧୫ ଘଣ୍ଟା ବ୍ୟାଟିଂ ସହ ୮୫୯ ବଲ୍‌ ଖେଳିଲେ, ତଥାପି ହାରିଲା ଦକ୍ଷିଣ ଆଫ୍ରିକା

ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ସେହି ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଇନିଂସରେ ଭାରତ ୩୩୪ ରନ୍ ସଂଗ୍ରହ କରିଥିଲା ।

Elephant Attack
ମରୁ ମରୁ ବଞ୍ଚିଲେ ସଫାରି ଗାଇଡ୍: ଦେଖନ୍ତୁ ଏହି ଭିଡିଓ...

ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍ ରିଜର୍ଭ ଜଙ୍ଗଲରେ ହାତୀ ଆକ୍ରମଣ । ଜୀବନ ବଞ୍ଚାଇବା ପାଇଁ ଦୌଡିଲେ ଗାଇଡ୍ । ତେବେ ଏଭଳି ଅଭାବନୀୟ ଘଟଣା କ୍ରୁଗ ନ୍ୟାସନାଲ ପାର୍କରେ ଦେଖିବାକୁ ମିଳିଛି । ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Sourabh Ganguly Jaya Shah
କରୋନା ଭୟ ! ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ

ତିନି ଟିକିଆ ଟେଷ୍ଟ, ୩ ଟିକିଆ ଦିନିକିଆ ଓ ୪ ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସରିଜ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯାଇଥାନ୍ତା ଭାରତୀୟ ଟିମ୍ । ଚଳିତ ମାସ ୧୭ ତାରିଖରେ ଜୋହନ୍ସବର୍ଗରେ ପ୍ରଥମ ମ୍ୟାଚ୍ ଖେଳାଯାଇଥାନ୍ତା ।

Indian Cricket Team
ବାତିଲ ହୋଇପାରେ ଭାରତର ସାଉଥ୍‌ ଆଫ୍ରିକା ଗସ୍ତ, ନେଦରଲ୍ୟାଣ୍ଡ ବି ଅଧାରୁ ଫେରିବ..

୧୭ ଡିସେମ୍ବରରୁ ଭାରତର ସାଉଥ୍‌ ଆଫ୍ରିକା ଗସ୍ତ ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୭ ସପ୍ତାହ ଧରି ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍ ଖେଳିବା ନେଇ ସ୍ଥିର ହୋଇଛି ।

New Covid Variant 'C.1.2' Detected In South Africa
କରୋନାର ଏହି ନୂଆ ଭାରିଏଣ୍ଟ ବେଶ୍ ଭୟଙ୍କର

ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ ସି.୧.୨। ଡେଲଟା ଠାରୁ ବି ଅଧିକ ବିପଦଜନକ ସି.୧.୨।

South Africa President
ଦକ୍ଷିଣ ଆଫ୍ରିକାରେ ଭାରତୀୟ ନାଗରିକଙ୍କ ବିରୋଧରେ ହିଂସା

ଦକ୍ଷିଣ ଆଫ୍ରିକାର କେତେକ ପ୍ରଦେଶରେ ଆଜିକାଲି ଭାରତୀୟ ଏବଂ ଅଶ୍ୱେତ ଆଫ୍ରିକୀୟ ସମୁଦାୟ ମଧ୍ୟରେ ଜାତିଗତ ତିକ୍ତତା ଚାଲିଛି। ତେଣୁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶୁକ୍ରବାର କହିଛନ୍ତି ଯେ ସେ ପୋଲିସ ମନ୍ତ୍ରୀ ଓ କ୍ୱାଜୁଲୁ ନାଟାଲ ପ୍ରଦେଶର ମୁଖ୍ୟଙ୍କୁ ଡର୍ବାନ ସହରକୁ ପଠାଇଛନ୍ତି।

ball tampering
ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କଲା ଅଷ୍ଟ୍ରେଲିଆ

କେପଟାଉନ୍:  ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛି ଅଷ୍ଟ୍ରେଲିଆ ଦଳ। କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍‌କ୍ରଫଟ୍‌  ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟ୍ୟାମ୍ପରିଂ କରୁଥବା କ୍ୟାମେରାରେ କଏଦ୍ ହୋଇଥିଲା। ଅମ୍ପାୟାର୍ ନିଗେଲ୍ ଲଙ୍ଗ୍ ଓ ରିଚାର୍ଡ ଇଲିଙ୍ଗ ଓ୍ୱର୍ଥ ଏନେଇ ବାନ୍‌କ୍ରଫଟ୍‌ଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବାନ୍‌କ୍ରଫଟ୍‌ ପକେଟରୁ ଏକ ଚଷମା ଖୋଳ ବାହାର କରି ଦେଖାଇଥିଲେ। ଫଳରେ ସେହି ସମୟରେ […]