ବିଶ୍ୱକପ୍ ସେମି ଫାଇନାଲରେ ବିରାଟ କୋହଲିଙ୍କ ବିରାଟ ଶତକ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ୫୦ ତମ ସେଞ୍ଚରୀ କରି ସେ ସଚିନଙ୍କ ରେକର୍ଡ ଭାଙ୍ଗିବା ସହ କ୍ରିକେଟରେ ବିରାଟ ରେକର୍ଡ କରିଛନ୍ତି ବିରାଟ କୋହଲି ।
ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।
ଆଶ୍ଚର୍ଯ୍ୟ ହେଲେ ବି ସତ । ଗୋଟିଏ ଦିନରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ ।
ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୬ଟି ୱିକେଟ୍ ହରାଇ ୧୬୪ ରନ୍ କରିଥିବା ବେଳେ ୧୬୫ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ ।ଭାରତ ମୋଟ୍ ୫ ୱିକେଟ୍ ହରାଇ ୧୯.୪ ଓଭରରେ ୧୬୬ ରନ୍ କରି ବିଜୟ ହୋଇଛି ।