• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mohammed Siraj

ସିରାଜଙ୍କ ପାଇଁ ବଡ଼ ସୁଯୋଗ
Mohammed Siraj IPL 2025 Opportunity: ମହମ୍ମଦ ସିରାଜଙ୍କ ପାଇଁ କେତେ ଗୁରୁତ୍ୱ ରଖେ IPL ପ୍ରଦର୍ଶନ ?

ଆଇପିଏଲ୍ ୨୦୨୫ରେ ଚହଳ ସୃଷ୍ଟି କରିଛନ୍ତି ଗୁଜରାଟ ଟାଇଟନ୍ସର ପେସର୍ ମହମ୍ମଦ ସିରାଜ । ହ୍ୱାଇଟ୍‌-ବଲ୍ ଟିମ୍‌କୁ ପ୍ରତ୍ୟାବର୍ତ୍ତନ ଲାଗି ଲିଗ୍‌ର ୧୮ତମ ସିଜନ୍ ତାଙ୍କ ପାଇଁ ବଡ଼ ସୁଯୋଗ । ଏଥିରେ ସେ ଫିଟ୍‌ନେସ୍ ସହ ନିରନ୍ତରତା ବଜାୟ ରଖିବା ନିହାତି ଜରୁରୀ ।

ICC ODI Ranking
ICC ODI Rankingରେ ଗିଲ୍ ନମ୍ବର ୱାନ୍ ବ୍ୟାଟର ଓ ସିରାଜ ଏକ ନମ୍ବର ବୋଲର

ଆଇସିସି ପକ୍ଷରୁ ଏକଦିବସୀୟ ରାଙ୍କିଙ୍ଗରେ ଶୁଭମନ୍ ଗିଲ୍ ନମ୍ବର ୱାନ୍ ବ୍ୟାଟର । ସେହିପରି ବୋଲିଂ ମହମ୍ମଦ ସିରାଜ ଏକ ନମ୍ବର ବୋଲର ରହିଛନ୍ତି।

Mohammed Siraj
ବିରାଟଙ୍କୁ ହାଇଦ୍ରାବାଦୀ ବିରିୟାନୀ ଖୁଆଇଲେ ସିରାଜ

ସିରାଜ ହାଇଦ୍ରାବାଦ୍‌ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍‌ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ।