• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

who-will-win-today-s-ipl-match-between-gujarat-titans-and-rajasthan-royals
ଆଜି ପ୍ରଥମ କ୍ୱାଲିଫାୟାର: ମୁହାଁମୁହିଁ ହେବେ ଗୁଜରାଟ-ରାଜସ୍ଥାନ

ଆସନ୍ତା ୨୭ରେ ଦ୍ୱିତୀୟ କ୍ୱାଲିଫାୟାର ରହିଛି।

 Barabati Stadium To Host T20I Against South Africa
ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌ ପାଇଁ ଜୋରଦାର୍‌ ପ୍ରସ୍ତୁତି; ପାର୍କିଂରେ ରହିବ ୧୫ ରୁ ୨୦ ହଜାର ଗାଡ଼ି

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚକୁ ସଫଳ ଭାବେ ଆୟୋଜନ ପାଇଁ ପାର୍କିଂ ଏକ ବଡ଼ ଚାଲେଞ୍ଜ । ଏଣୁ ସଠିକ ଟ୍ରାଫିକ ପରିଚାଳନା ପାଇଁ ତଳ ଓ ଉପର ବାଲିଯାତ୍ରା ପଡିଆ ବୁଲି ଦେଖିଛନ୍ତି କଟକ ଡିସିପି ପିନାକ୍ ମିଶ୍ର, ସିଏମ୍ସି କମିଶନର ଅନନ୍ୟା ଦାସ ଏବଂ ଓସିଏର ପଦାଧିକାରୀ ।

Rahul Tripathi
ରାହୁଲ ତ୍ରିପାଠୀଙ୍କୁ ଦଳରେ ସାମିଲ କରାନଯିବାରୁ ରାଗିଲେ ସେହୱାଗ-ହରଭଜନ

ପ୍ରଥମ ଥର ପାଇଁ ଦଳରେ ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ସାମିଳ କରାଯାଇଛି ।

INDvsSA
ସାଉଥ୍ ଆଫ୍ରିକା ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଇଂଲଣ୍ଡର ବର୍ମିଂହାମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ଦଳ ଘୋଷଣା କରିଛି ବିସିସିଆଇ। 

R Praggnanandhaa Defeats World Chess Champion Magnus Carlsen
ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍‌ଙ୍କୁ ପରାସ୍ତ କଲେ ୧୬ ବର୍ଷୀୟ ରାମବାବୁ ପ୍ରଜ୍ଞାନାନନ୍ଦା

ଭାରତୀୟ ଚେସ୍ ଖେଳାଳିଙ୍କ କମାଲ। ମାତ୍ର ୧୬ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍‌ଙ୍କୁ ଚଖେଇଲେ ପରାଜୟର ସ୍ୱାଦ। ତାଙ୍କୁ ଦ୍ୱିତୀୟ ଥର କଲେ ପରାସ୍ତ।

Barabati banks on hover cover to keep pitch & outfield dry during India-South Africa T20I in Cuttack
ଏଣିକି ବାରବାଟୀରେ ଲଣ୍ଡନ୍‌ ସୁବିଧା ପାଇବେ ଦର୍ଶକ; ବର୍ଷାରେ ବି ଓଦା ହେବନି ଷ୍ଟାଡିଅମ ପଡିଆ

ଏଣିକି ବାରବାଟୀରେ ଲଣ୍ଡନ ଷ୍ଟାଡିଅମ ପରି ସୁବିଧା ପାଇବେ ଦର୍ଶକ ।

RR vs CSK
ଚେନ୍ନାଇକୁ ହରାଇ କ୍ୱାଲିଫାୟର-୧ ରେ ଗୁଜରାଟକୁ ଭେଟିବ ରାଜସ୍ଥାନ

ଡିଫେଣ୍ତିଙ୍ଗ ଚାମ୍ପିୟନ୍‌ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ରାଜସ୍ଥାନ ରୟାଲ୍ସ କ୍ୱାଲିଫାୟର୍‌-୧ ରେ ନିଜ ସ୍ଥାନ ପକ୍କା କରିଛି । ଅଶ୍ୱିନୀଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଧରାସାୟୀ ହୋଇପଡ଼ିଥିଲା ଚେନ୍ନାଇ ସୁପରକିଙ୍ଗ୍ସ ।

 Barabati Stadium To Host T20I Against South Africa
ଜୁନ୍ ୧ରୁ ବାରବାଟୀ ଟି ଟ୍ୱେଣ୍ଟି ପାଇଁ ଟିକେଟ୍‌ ବିକ୍ରି

ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି।

Nikhat Zareen
ଦେଶ ପାଇଁ ଗର୍ବ ! ବକ୍ସିଂରେ ଭାରତର ନିଖତ୍‌ ଜରିନ୍‌ ବିଶ୍ୱ ଚାମ୍ପିଅନ, ଆଣିଲେ ସ୍ୱର୍ଣ୍ଣ ପଦକ

ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିବାରେ ଜରିନ୍ ଭାରତର ପଂଚମ ମହିଳା ଖେଳାଳି । ତେଲେଙ୍ଗାନା ନିଜାମବାଦର ଏହି ବକ୍ସର ପୂର୍ବରୁ ଜୁନିଅର୍ ୟୁଥ୍ ୱାର୍ଲଡ ଚାମ୍ଫିଅନ୍ ରହିସାରିଛନ୍ତି ।

Maxwell
ମାଥ୍ୟୁ ୱେଡଙ୍କୁ ଅମ୍ପାୟାର ଦେଲେ ଆଉଟ୍, ରାଗିଯାଇ ଡ୍ରେସିଂ ରୁମ୍‌ରେ କଲେ ଭଙ୍ଗାରୁଜା ! ଦେଖନ୍ତୁ ଭିଡିଓ..

ଗୁଜୁରାଟ ଟାଇଟାନ୍ସର ମାଥ୍ୟୁ ୱେଡଙ୍କୁ ଆଉଟ୍‌ ଦିଆଯିବାରୁ ସେ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ । ଡ୍ରେସିଂ ରୁମରେ ପହଞ୍ଚି ସେ ଭଙ୍ଗାରୁଜା କରିଥିଲେ ।

Amit Rohidas
ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଦଳର ଅଧିନାୟକ

ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି ।

 Barabati Stadium To Host T20I Against South Africa
ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ T-20 ମ୍ୟାଚ୍, BCCI ଦେଲା ଅନୁମତି

ବାରବାଟୀର ହେବ ନବକଳେବର । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ ।

Barabati Stadium
ଭାରତ- ଦକ୍ଷିଣ ଆଫ୍ରିକା ଟି -୨୦ ମୁକାବିଲା ପୂର୍ବରୁ ନୂଆ ଲୁକ୍‌ ନେବ ବାରବାଟୀ

ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।

KKR vs LSG
କେକେଆର୍‌କୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଆଇପିଏଲ୍‌ ୨୦୨୨ ର ୬୬ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ । କୋଲକାତା ନାଇଟ ରାଇଡର୍ସକୁ ୨ ରନରେ ହରାଇ ଜବଦସ୍ତ ବିଜୟ ହାସଲ କରିଛି ଲକ୍ଷ୍ନୌ ।

KKR vs LSG
ପ୍ଲେ ଅଫ୍‌ରେ ଏଣ୍ଟ୍ରି କରିବାର ଶେଷ ମୌକା; ଟସ୍‌ ଜିତି ଲକ୍ଷ୍ନୌର ବ୍ୟାଟିଂ

ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଡିୱାଇ ପାଟିଲ ଷ୍ଟାଡିୟମରେ ଆଜି ଲିଗ୍‌ ଷ୍ଟେଜରେ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି।

MI vs SRH
ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଗର୍ଜିଲା ରାହୁଲଙ୍କ ବ୍ୟାଟ୍‌; ମୁମ୍ବାଇକୁ ୧୯୪ ରନ୍‌ର ଟାର୍ଗେଟ୍‌

ୱାଙ୍ଖଡେରେ ଗର୍ଜିଛି ରାହୁଲ ତ୍ରିପାଠୀଙ୍କ ବ୍ୟାଟ। ତାଙ୍କର ବିସ୍ଫୋରକ ୭୬ ରନ ଇନିଂସ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସ୍କୋଡ଼ର କରିପାରିଛି ସନରାଇଜର୍ସ ହାଇଦ୍ରାବାଦ। ପ୍ଲେ ଅଫ ଦୃଷ୍ଟିରୁ ହାଇଦ୍ରାବାଦ ପାଇଁ ଆଜିର ମ୍ୟାଚ୍‌ କର ବା ମର ସ୍ଥିତି।

PBKS vs DC
ପ୍ଲେ ଅଫ୍‌ ଦୌଡ଼ରେ କିଏ ରହିବ ଆଗୁଆ ? ଟସ୍‌ ଜିତି ପଞ୍ଜାବର ବୋଲିଂ

ଆଇପିଏଲ୍‌ରେ ବର୍ତ୍ତମାନ ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ସବୁ ଟିମ୍‌ ଜୋର୍‌ ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଆଜି ମ୍ୟାଚ୍‌ଟି ଦିଲ୍ଲୀ ଓ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

Andrew Symonds' sister leaves heartfelt note
ସାଇମଣ୍ଡସ୍‌ଙ୍କ ଅବେଳ ମରଣରେ ଭାଙ୍ଗି ପଡ଼ିଲେ ଭଉଣୀ, ଚିଠି ଲେଖି କହିଲେ...

‘ଭାଇ,ବହୁତ ଶୀଘ୍ର ତୁମେ ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲ। ତୁମ ଯିବା ଦୁଃଖରେ ମୋ ହୃଦୟ ଭାଙ୍ଗି ପଡ଼ିଛି। ମୁଁ ସବୁବେଳେ ତୁମକୁ ବହୁତ ଭଲ ପାଉଥିଲି ଓ ପାଇବି’। ସାଇମଣ୍ଡସ୍‌ଙ୍କ ଯିବା ଦୁଃଖରେ ଭାଙ୍ଗି ପଡ଼ିଲେ ଭଉଣୀ

Special story
ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ପାଇଁ ଥୋମାସ୍ କପ୍ ଜିତିଲା ଭାରତ

ବ୍ୟାଡମିଣ୍ଟନ ଜଗତର ସବୁଠୁ ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଥୋମାସ୍ କପକୁ ବିଶ୍ୱ ପୁରୁଷ ଟିମ୍ ଚାମ୍ପିୟନସିପ୍ ବୋଲି ମଧ୍ୟ କୁହାଯାଏ ।  ୧୯୪୮-୪୯ରୁ ଏହା ପ୍ରତି ୩ ବର୍ଷରେ ଖେଳାଯାଉଥିବା ବେଳେ ୧୯୮୨ରୁ ପ୍ରତି ୨ ବର୍ଷରେ ଖେଳାଯାଉଛି

Andrew Symonds
ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କୁ କୋଟିପତି କରିଥିଲା IPL; ସହିପାରିଲେନି ବନ୍ଧୁ ହୋଇଗଲେ ଶତ୍ରୁ

କାର୍‌ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ବିୟୋଗ ହୋଇଛି । ହେଲେ ମୃତ୍ୟୁ ପୂର୍ବରୁ ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ନିଜ ଏବଂ ନିଜ ବନ୍ଧୁଙ୍କୁ ନେଇ କିଛି ଏମିତି କହିଥିଲେ...

Shane Warne With Andrew Symonds
ଦୁଃଖର ପାହାଡ଼ ଭିତରେ ଅଷ୍ଟ୍ରେଲିଆ କ୍ରିକେଟ୍ ! ଦୁଇ ଦୁଇ ଜଣ କିମ୍ବଦନ୍ତି କ୍ରିକେଟରଙ୍କୁ ହରାଇଲା

ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । 

Andrew Symonds
ସାଇମଣ୍ଡସ୍‌-ହରଭଜନଙ୍କ ‘ମଙ୍କିଗେଟ୍’ ମାମଲା ପାଇଁ ଅଷ୍ଟ୍ରେଲିଆକୁ ଧମକ ଦେଇଥିଲା BCCI

ସାଇମଣ୍ଡସ୍ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଏବଂ ୧୪ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୧୪୬୨ ରନ୍ କରିଥିବା ବେଳେ ଦିନିକିଆରେ ୫୦୮୮ ରନ୍ ଏବଂ ଟି -୨୦ରେ ୩୩୩ ରନ୍ କରିଛନ୍ତି ।

Andrew Symonds
ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଷ୍ଟ୍ରେଲିଆ ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଜୀବନ

ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍‌ ।

KKR vs SRH
ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଜୋର ଲଗାଇବେ କେକେଆର୍‌ ଓ ହାଇଦ୍ରାବାଦ, ଟସ୍‌ ଜିତି କେକେଆର୍‌ର ବ୍ୟାଟିଂ

ପୁଣେର ଏମସିଏ ଷ୍ଟାଡିୟମରେ କେକେଆର୍‌ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଟସ୍‌ ଜିତି କେକେଆର୍‌ ବ୍ୟାଟିଂର ନିଷ୍ପତ୍ତି ନେଇଛି ।