ଖେଳାଳି କଣ ଖାଇବେ? କଣ ସେମାନଙ୍କର ପସନ୍ଦ ? କେମିତି ଏଠି କୌଣସି ଅସୁବିଧା ଯେପରି ନହେବ ଏସବୁକୁ ଧ୍ୟାନ ଦେବା ପାଇଁ କଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଦେଖନ୍ତୁ
ଟିକେଟ୍ କାଉଣ୍ଟରରେ ପରିଚୟପତ୍ର ଦେଖାଇ କିଣିବାକୁ ହେବ ଟିକେଟ । ମ୍ୟାଚ ପାଇଁ ଏୟାରପୋର୍ଟରୁ ହୋଟେଲ ଯାଏଁ କଡ଼ା ସୁରକ୍ଷାବ୍ୟବସ୍ଥା ।
କଟକରେ ଆସନ୍ତା ୧୨ ତାରିଖରେ ରହିଛି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ । ଏଥିରେ ଖେଳିବେନି କେ ଏଲ୍ ରାହୁଲ ।
ଗୋଟିଏ ଇନିଂସରେ ଦ୍ୱିଶତକ କରିବାରେ ମିତାଲି ରାଜ୍ ପ୍ରଥମ ମହିଳା କ୍ରିକେଟର।
ବିକାଶ କ୍ଷେତ୍ରରେ ମହିଳାମାନେ କିଭଳି ମୁଖ୍ୟସ୍ରୋତକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ।
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ସମ୍ପର୍କିତ ମାମଲା ଖାରଜ ହୋଇଛି। ମ୍ୟାଚ୍ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଏଜି ତଥ୍ୟ ଦେଇଛନ୍ତି।
ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-ଟ୍ବେଣ୍ଟି ପାଇଁ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଫାଇନାଲରେ କାସ୍ପର୍ ରୁଡ୍ଙ୍କୁ ହରାଇ ହାତେଇଲେ ଚତୁର୍ଦ୍ଦଶ ଫ୍ରେଞ୍ଚ ଓପନ୍ ଟାଇଟଲ ।
T-20 ପାଇଁ ବାରବାଟୀ ଷ୍ଟାଡିୟମକୁ ଆସିଲା ୫୦ ଲକ୍ଷ ବ୍ୟୟର ‘ସୁପର ସୋପର’..
'ମୁଁ ଇସ୍ତଫା ଦେଇନି', ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବି ।
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି।
ବାରବାଟୀ ଟି-20 ପାଇଁ ଆଜିଠାରୁ ଅନ୍ଲାଇନ୍ରେ ଟିକେଟ ବିକ୍ରି ହେବ । ସକାଳ ୧୧ଟାରୁ ଆରମ୍ଭ ହୋଇଛି ଅନ୍ଲାଇନ୍ରେ ଟିକେଟ ବିକ୍ରି। ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ।
ଆଇପିଏଲ୍ ବିଜୟ ପରେ ଗୁଜରାଟ ଗାନ୍ଧିନଗରରେ ଧୁମଧାମ୍ରେ ବିଜୟ ଉତ୍ସବ ପାଳନ ।
ଆସନ୍ତାକାଲି ଠାରୁ ଆରମ୍ଭ ହେବ ବାରବାଟୀ ଟି-20 ମ୍ୟାଚ୍ର ଟିକେଟ୍ ବିକ୍ରି । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ ।
ଜୁନ୍ ୧ ତାରିଖ ସକାଳ ୧୧ଟା ଠାରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି । ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ । WWW.insider.in ୱେବସାଇଟ୍ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ହୋଇଥିଲା ଆଇପିଏଲ୍ର ଗ୍ରାଣ୍ଡ ଫିନାଲେ । ସାମ୍ନାସାମ୍ନି ହୋଇଥିଲେ ଚଳିତ ଥରର ଦୁଇ ହେଭିେୱେଟ୍ ଟିମ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ।
ଆଜି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଏହି ମହା ମୁକାବିଲା ଖେଳାଯିବ । ୨୦୦୮ ଆଇପିଏଲ୍ ସିଜିନ୍ ୱାନ୍ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ ଏଥର ନୂଆ କରି ସାମିଲ ହୋଇଥିବା ଟିମ୍ ଗୁଜରାଟ ଟାଇଟନ୍ସ ।
ଆଜି ଆଇପିଏଲ୍ ୨୦୨୨ର ଫାଇନାଲ ମୁକାବିଲା । ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍ ଟିମ୍ ।
ଆଜିର ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ଆଜି ଆଇପିଏଲ୍ର ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ । ସାମ୍ନାସାମ୍ନି ହେବେ ରାଜସ୍ଥାନ ଓ ବାଙ୍ଗାଲୋର । ବିଜୟୀ ଟିମ୍ ଗୁଜରାଟ ବିପକ୍ଷରେ ଖେଳିବ ଫାଇନାଲ ।
ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ ।
ଭିଡିଓରେ ଦେଖିବାକୁ ମିଳିଛି, ଧୱନଙ୍କୁ ପ୍ରବଳ ମାଡ଼ ହେଉଛି। ଫ୍ଲେଅଫ୍ ପୂର୍ବରୁ ଆଇପିଏଲ୍(IPL)ରୁ ବାହାରି ଯିବା ପରେ ଧୱନ ଏହି ଭିଡିଓ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୧୪ ରନ୍ରେ ହରାଇ ଫାଇନାଲର ନିକଟତର ହୋଇଛି ଆରସିବି ।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଇଡେନ୍ ଗାର୍ଡେନ୍ରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ବର୍ଷା ହେତୁ ଟସ୍ରେ ବିଳମ୍ବ ହୋଇଛି ।
ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିବା ଜମ୍ମୁ କଶ୍ମୀର କ୍ରିକେଟର ଉମ୍ରାନ ମଲିକଙ୍କ ଟ୍ରେନିଂ ଓ ଅନ୍ୟାନ୍ୟ ସୁବିଧା ପାଇଁ ବନ୍ଦୋବସ୍ତ କରିବେ ଜମ୍ମୁ କଶ୍ମୀର ସରକାର ।